ଦେଖନ୍ତୁ Shocking ଭିଡ଼ିଓ : ମଣିଷ ଖାଉଥିବା ଭୟଙ୍କର ଘାଟୀ ୭ ବର୍ଷରେ ଗଲାଣି ୫୨ ଜୀବନ….

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ମୟୁରଭଞ୍ଜ ର ବାଙ୍ଗିରିପୋଷି ଘାଟି ବିଷୟରେ | ଆଉ ଯେଉଁ ରାସ୍ତା ଏତେ ଖରାପ କି ସେଠା ରେ ବର୍ଷ ରେ ଅଧିକାଂଶ ସମୟରେ ଦେଖିବାକୁ ମିଳିଥାଏ ଏକ୍ସିଡେଣ୍ଟ ହେଉଥିବାର, ଆଉ ଯାହା ଫଳରେ ଅନେକ ଲୋକ ଙ୍କର ଜୀବନ ଯିବା କଥା ମଧ୍ୟ କୁହାଯାଉଛି | ତେବେ ସେହି ରାସ୍ତା କୁ ନେଇକି ସରକାର ଙ୍କ ତରଫରୁ କିଛି ବି ବ୍ୟବସ୍ଥା କରାଯାଉ ନାହିଁ ବୋଲି ମଧ୍ୟ କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଇଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁ ସାରେ ଯାହା କୁହାଯାଉଛି କି ମୟୁରଭଞ୍ଜ ଜିଲ୍ଲା ର 39 ନମ୍ବର ଜାତୀୟ ରାଜ ପଥ ରେ ଥିବା ବାଙ୍ଗିରିପୋଷି ଜାତୀୟ ରାଜ ପଥ ଦେଇକି ଗଲେ ସ୍ଥାନେ ସ୍ଥାନେ ଦେଖିବାକୁ ମିଳିଥାଏ ଅନେକ ସ୍ଥାନରେ କେଉଁଠି ବଲଵାହୀ ଟ୍ରକ ତ ଆଉ କେଉଁଠି ବିଭିନ୍ନ ଗାଡ଼ି ମାନଙ୍କର ଭଗ୍ନ ଅଂଶ | ଆଉ ଯେଉଁଠି ପାଇଁ ସେହି ରାସ୍ତା ରେ କୋଣ ମାନଙ୍କରେ ସବୁବେଳେ ଲାଗିଥାଏ ସାଇନ ବୋର୍ଡ ଆଉ ଯେଉଁଠି ଲେଖା ଯାଇଥାଏ ସାବଧାନ ଏହିଟା ବିପଦ ପୂର୍ଣ୍ଣ ଅଞ୍ଚଳ ତେଣୁ ଗାଡ଼ି ଶ୍ଲୋ ଚଳାଇବା ପାଇଁ |

ଆଉ ଯାହା କୁହାଯାଉଛି କି 49 ନମ୍ବର ଜାତୀୟ ରାଜପଥ ହେଉଛି ମୟୁରଭଞ୍ଜ ର ଲାଇଫ ଲାଇନ |ଆଉ ଯାହାକୁ ମୁମ୍ବାଇ ଓ କୋଲକାତା ସହିତ ଏହି ରାସ୍ତା ଟି ଯୋଡିକି ରହିଛି | ଯାହା ଭିତରେ 8 କିଲୋମିଟର ଜାଗା ଶିମିଳିପାଳ ଏରିଆ ଭିତରେ ରହୁଛି ବୋଲି ମଧ୍ୟ କୁହାଯାଉଛି |ଆଉ ଏହା ପରେ ପଢେ ବାଙ୍ଗିରିପୋଷି ଘାଟି | ଆଉ ଯେଉଁ ଘାଟି ର ନିମ୍ନ ଭାଗରେ ରାସ୍ତା ର ପ୍ରଶସ୍ତି କରଣ ହୋଇ ସାରିଛି ବୋଲି ମଧ୍ୟ କୁହାଯାଉଛି |ଆଉ ଯାହା କୁହାଯାଉଛି କି ଅଙ୍କା ବଙ୍କା ରାସ୍ତା କାରଣରୁ ତାହାର କିଛି କାମ ହେଉନି | ତାହା ସହିତ ଏହି ରାସ୍ତା ଶିମିଳିପାଳ ଅଭୟରଣ୍ୟ ଭିତରେ ଯାଉଛି ବୋଲି ତାହାକୁ ଅଟକାଇ ରଖା ଯାଇଛି |

ମିଳିଥିବା ସୂଚନା ଅନୁସାରେ ଯାହା କୁହାଯାଉଛି କି ଗତ 7 ବର୍ଷ ରେ ଘାଟି ଅଞ୍ଚଳରେ 1000 ରୁ ଅଧିକ ଦୁର୍ଘଟଣା ଘଟିଲାଣି |ଆଉ ସେଥିରେ 52 ଜଣ ମୃତ୍ୟୁ ବରଣ କରିଛନ୍ତି ଓ 128 ଟି ଗାଡ଼ି ଦୁର୍ଘଟଣା ରେ ଭାଙ୍ଗି ସାରିଲାଣି ବୋଲି ମଧ୍ୟ କୁହାଯାଉଛି |ଆଉ ଏହି କଥା କୁ ନେଇକି ବର୍ତ୍ତମାନ ପ୍ରଶ୍ନ ଉଠିବାକୁ ଲାଗିଛି ଓ ରାସ୍ତା ର ମରାମତି ପାଇଁକି ମଧ୍ୟ ଅନେକ ପ୍ରଶ୍ନ ଉଠିଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment