ଆପଣ ମାନେ ଜାଣିଥିବେ ଆମେ ସିରିଏଲ ଦେଖୁ କି ସିନେମା ସେ ଯାହା ବି ହେଉ କିନ୍ତୁ ଗୀତ ବିନା କିଛି ବି ଭାଲ ଲାଗେନା ।ଆପଣ ମାନକୁ ଏମିତି ଏକ ସେଲିବ୍ରିଟି ଙ୍କ ବିଷୟ ରେ କହିବାକୁ ଯାଉଛୁ ଯାହାକୁ ଆମ ଓଡିଶା ବାସୀ ମାନେ ବା ଆପଣ ମାନେ ବହୁତ ଭଲ ପାଆନ୍ତି । ଆଉ ସେ ଘରେ ଘରେ ସୁପରିଚିତ୍ । ଆଉ ଗୀତ ହିଁ ମନୋରଞ୍ଜନ ର ବହୁତ ବଡ଼ ଉତ୍ସ । ଆଉ ଗୀତ ହିଁ ସବୁ ସିରିଏଲ ହେଉ କି ସିନେମା ରେ ମସଲା କରି ଦିଏ । ବାନ୍ଧୁ ଗଣ ଆଜି ଆମେ ଏମିତି ଜଣକ ବିଷୟ ରେ କହିବାକୁ ଯାଉଛି ଯାହାଙ୍କ ଗୀତ ର ତାଳେ ତାଳେ ସମସ୍ତେ ମଜ୍ଜି ଯାଆନ୍ତି ଆଉ ତାଙ୍କ ଗୀତ ଶୁଣିଲେ ଏଭରଗ୍ରିନ୍ ଭଳି ଲାଗେ । ସେ ଜଣେ ସିଙ୍ଗର ଆଉ ତାଙ୍କ ଗୀତ ର ଚାହିଦା ଏତେ ଅଧିକ ଯେ ତାହା କହିଲେ ନସରେ।
ସେ ବହୁତ ସୁନ୍ଦର ଗୀତ ଗାଆନ୍ତି । ସେ ସମସ୍ତ ଙ୍କ ର ପ୍ରିୟ ମଣ୍ଟୁ ଚୁରିଆ ଓ ଅନ୍ତରା ଚକ୍ରବର୍ତ୍ତୀ ।ତେବେ ଆଜି ଆମେ ଆପଣ ମାନଙ୍କ ର ପ୍ରିୟ ମଣ୍ଟୁ ଚୁରିଆ ଓ ଅନ୍ତରା ଚକ୍ରବର୍ତ୍ତୀଙ୍କ ବିଷୟ ରେ କହିବାକୁ ଯାଉଛି ଯଦି ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ବିଷୟ ରେ ଜାଣିବା କୁ ଚାହୁଁଛନ୍ତି ।ତାହେଲେ ଆପଣ ମାନେ ଆମର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।
ଆପଣ ମାନେ ମଣ୍ଟୁ ଚୁରିଆ ଓ ଅନ୍ତରା ଚକ୍ରବର୍ତ୍ତୀଙ୍କ ଙ୍କୁ ବହୁତ ଭଲ ଭାବରେ ଜାଣି ଥିବେ । ଆଉ ତାଙ୍କ ର ପ୍ରତ୍ୟେକ ଗୀତ ବହୁତ ସୁନ୍ଦର ଲାଗି ଥାଏ । ତାଙ୍କ ର ଅଧିକ ଗୀତ ସମ୍ବଲପୁରୀ ଆସି ଥାଏ । ବହୁତ ଭଲ ଦେଉଥିଲେ କିନ୍ତୁ ସେଠାରେ ସାଉଣ୍ଡ ଭଲ ନାଆସି ଥିବାରୁ ମଣ୍ଟୁ ଚୁରିଆ ରାଗି ଯାଇଥିଲେ ଆଉ କହି ଥିଲେ କି ସେ ଏଠି କାହାକୁ ସମ୍ବଲପୁରି ଗୀତ ଗାଇବା କୁ କହି ଠକି ନାହାନ୍ତି ।
ଆଉ ଦର୍ଶକ ମାନେ ମଧ୍ୟ ବହୁତ ଆଶା ଧରି ବସି ଛନ୍ତି କି ସେ ଚୁରିଆ ଙ୍କ ଗୀତ ଶୁଣିବା ପାଇଁ ଏମିତି କହି ବହୁତ ରାଗି ଥିବାର ନଜର ରେ ଆସିଥିଲେ ଆଉ ଏହି କଥା ଶୁଣି ସାଉଣ୍ଡ ଭଲ୍ ଆସି ଥିଲା ଆଉ ପରେ ସେହି ଜାଗା ମଣ୍ଟୁ ଚୁରିଆ ଙ୍କ ସମ୍ବଲପୁରିଆ ଗୀତ କୁ ଶୁଣି ସମସ୍ତେ ଝୁମି ଥିଲେ ଙ୍କ ର ସବୁ ଗୀତ ଯିଏ ବି ଶୁଣେ ସେଥିରେ ସମସ୍ତେ ମଜ୍ଜି ଜାଆନ୍ତି । ତେବେ ବନ୍ଧୁଗଣ ଏବେ ମଣ୍ଟୁ ଛୁରିଆ ଓ ଅନ୍ତରା ଚକ୍ରବର୍ତ୍ତୀ ଙ୍କ ଏବେ ନଜର ରେ ଆସିଛନ୍ତି ଷ୍ଟୁଡ଼ିଓ ରେ ଦୁହେଁ ମିଶି ” ଧନ ତମ ବିଦ୍ୟାରାଣ ” । ଏହି ଗୀତ ଟି କୁ ଦୁହେଁ ମିଶି ଗୀତ ଗାଉଥିବାର ନଜର ଆସିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।