“ମରିଯିବି ପଛେ ଫେରିକି ଯିବି ନାହିଁ “… ଏମିତି ସାହସୀ ପିଲା ଜୀବନରେ କେବେ ଦେଖି ନଥିବେ….

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ଆପଣ ଙ୍କୁ ମିଛ ଲାଗିପାରେ କିନ୍ତୁ ଘଟଣା ଟି ସମ୍ପୂର୍ଣ୍ଣ ସତ୍ୟ ଅଟେ ବୋଲି କୁହାଯାଇଛି | ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ଯୁବକ ଜଣଙ୍କ ସମୁଦ୍ର ରେ ପହଁରି ପହଁରି ଗୋଟିଏ ସ୍ଥାନ ରୁ ଅନ୍ୟ ସ୍ଥାନକୁ ଆସିଛନ୍ତି ଆଉ କୂଳ ରେ ମଧ୍ୟ ଲାଗିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଟି ଉପରେ ନଜର ପକାଇବା |

କୁହାଯାଉଛି କି ମିଳିଥିବା ସୂଚନା ଅନୁସାରେ ଏହି ପିଲା ଟି ସମୁଦ୍ର ରେ ପହଁରି ପହଁରି ସ୍ପେନ ର ଉତ୍ତର ଇଲାକା ରେ ପହଞ୍ଚି ଯାଇଛନ୍ତି ବୋଲି ମଧ୍ୟ କୁହାଯାଉଛି |ଆଉ ସାହସର ସହିତ ବୋତଲ ଗୁଡିକୁ ବାନ୍ଧି ସ୍ପେନ ର ସୀମା କୁ ପାର ହେବା ପାଇଁ ଲାଗିଥିଲେ ବୋଲି କୁହାଯାଉଛି | ଆଉ କୂଳ ରେ ପହଂଚିବା ପରେ ପିଲା ଟି ବୋର୍ଡର ରେ ଲାଗିଥିବା ବନ୍ଧ କୁ ପାରି ହୋଇ ସହର ଆଡକୁ ଧାଇଁ ଯିବାକୁ ଚେଷ୍ଟା କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ବୋଲି ଭାଇରାଲ ହେଉଥିବା ଏହି ଭିଡିଓ ଟିରେ ଦେଖିବାକୁ ମିଳିଥିଲା ବୋଲି କୁହାଯାଉଛି |

ତେବେ ପିଲାଟି ଏହି ଭଳି କରୁଥିବା ସମୟରେ ସ୍ପେନ ର ସୌନିକ ମାନେ ତାଙ୍କୁ ଧରି ନେଇଥିଲେ ବୋଲି କୁହାଯାଉଛି ଆଉ ସେ ଏଭଳି କାହିଁକି କରୁଥିଲେ ବୋଲି ମଧ୍ୟ ପଚାରା ଯାଇଥିଲା |ତେବେ ପିଲା ଟି କହିଥିଲା କି ତାଙ୍କର ମୌରାକା ରେ କେହି ନାହାନ୍ତି ତେଣୁ ସେ ଫେରିବା ବଦଳରେ ଏହି ଥଣ୍ଡା ରେ ବୁଡିକି ମାରିବାକୁ ଅଧିକ ପସନ୍ଦ କରିବ ବୋଲି ମଧ୍ୟ କହିବାକୁ ଲାଗିଥିଲା ଏହି ପିଲାଟି ବୋଲି ଶୁଣିବାକୁ ମିଳିଥିଲା |ତେବେ ସୌନିକ ଜନଙ୍କ କହିଛନ୍ତି କି ଏମିତି କମ ବୟସର ପିଲାମାନଙ୍କୁ ଏଭଳି କଥା କହିବାର ସେ କେବେବି ଆଗରୁ ଶୁଣି ନ ଥିଲେ ବୋଲି |

ଯାହା କୁହାଯାଉଛି କି ମୋୖରକ ଠାରୁ ସ୍ପେନ କୁ ଆଜି କାଲି ବହୁତ ପ୍ରବାସୀ ଆସୁଛନ୍ତି | ଆଉ ସେଥିପାଇଁ ସ୍ପେନ ରେ ବୋର୍ଡର ନିକଟରେ ସୌନିକ ମାନଙ୍କୁ ଯୋଗାଇ ଦିଆ ଯାଇଛି ବୋଲି |ତେବେ ସୌନିକ ଙ୍କ କହିବା ଅନୁସାରେ 2 ଦିନ ମଧ୍ୟରେ ମୋୖରକ ରୁ ଏନ କ୍ଲି ୟର କୁ 8000 ଲୋକ ପହଞ୍ଚି ଛନ୍ତି ବୋଲି | ଆଉ ଏହି ଭଳି ପିଲା ଜଣଙ୍କ ର ଆସିବାର ଘଟଣା ସମୁଦ୍ର ପାରି ହୋଇ ଆମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି|

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment