Swastik Tv News Odisha

ମାର୍କେଟ କୁ ଆସିଲା ଏକ ମାଛ ବିସ୍କୁଟ ଯାହା କରୋନା ଭୂତାଣୁ ସହ କରିବ ଫାଇଟ ଜାଣନ୍ତୁ ଅଧିକ ତଥ୍ୟ

0

କରୋନା ମହାମାରୀ ର କୋପ ରେ କେହି ଭି ବର୍ତ୍ତି ପାରୁ ନାହାଁନ୍ତି । ଏହା ସାରା ବିଶ୍ଵ କୁ ତା ମାୟା ଜାଲ ରେ ପକାଇବାରେ ଲାଗିଛି । ଏହି କରୋନା ମହାମାରୀ ପାଇଁ ଦୀର୍ଘ ଦୁଇ ବର୍ଷ ଧରି ଲୋକ ମାନେ ଏହି ମହାମାରୀ ପାଇଁ ପ୍ରପୀଡ଼ିତ ହୋଇ ଅଛନ୍ତି । ଏହି ମହାମାରୀ ନା ଧନୀ ନ ଗରିବ କିଛି ମାନୁ ନାହିଁ ଏହା କେବଳ ଗୋଟିଏ ପରେ ଗୋଟିଏ ଙ୍କୁ ଆକ୍ରାନ୍ତ କରିବାରେ ଲାଗିଛି ।

ସମସ୍ତଙ୍କ ମନରେ କେବଳ ଗୋଟିଏ ଚିନ୍ତା ଏହି ମହାମାରୀ କୋବଳ ରୁ କେମିତି ବଞ୍ଚିବୁ ଏହି ମହାମାରୀ ର ଚେନ ଟି କେବେ ଭାଙ୍ଗିବ ।ଏହି ଆଶା ର ସ୍ବପ୍ନ ନେଇ ସରକାର କରିଥିବା ସମସ୍ତ ନିୟମ କୁ ଜନତା ଅନୁସରଣ କରି ଚାଲିଛନ୍ତି ।କରୋନା ର ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବଢିବା ସହିତ ମୃତ୍ୟୁ ହାର ମଧ୍ୟ ବଢୁଛି ।

ତେଣୁ ସମସ୍ତଙ୍କ ମନ ରେ ଏହି ଚିନ୍ତା ରହିଛି କି ଏହି ମହାମାରୀ ଟି କୁ କିଭଳି ଭାବେ ହରାଇବୁ । ଏହି ମହାମାରୀ ବିଷୟରେ ଏତେ ସବୁ କଥା କହିବାର କାରଣ ଦିନ କୁ ଦିନ ସୋସିଆଲ ମିଡିଆରେ ଏହିଭଳି ଏବେ ଏକ ଘଟଣା ଘଟିଛି ଯାହା ଦେଖିଲେ ଆପଣ ଭି ଆଶ୍ଚର୍ଯ୍ୟ ହୋଇଯିବେ । ଭାବିବେ ଏମିତି ଭି ହୋଇପାରେ ।

କୋରନା ପାଇଁ ଶରୀର ବହୁତ୍ ପରିମାଣ ରେ ଦୁର୍ବଳ ହୋଇ ପଡୁଛି ଶରୀର ଭିତରେ ବହୁତ୍ ଗୁଡ଼ିଏ ଅଙ୍ଗ ଖରାପ ହୋଇ ଯାଉଛି । ତେଣୁ ଶରୀର କୁ ଅଧିକ ପରିମାଣ ର ପ୍ରୋଟିନ ଯୁକ୍ତ ଖାଦ୍ୟ ଆବଶ୍ୟକ ହୋଇଥାଏ । ଶରୀର କୁ ସୁସ୍ଥ ସବଳ ରଖିବା ପାଇଁ ସମସ୍ତ ପ୍ରକାର ଭିଟାମିନ ଥିବା ଖାଦ୍ୟ ଆବଶ୍ୟକ ।

ଯେଉଁ ଖାଦ୍ୟ ରେ ସବୁ ପ୍ରକାର ଖାଦ୍ୟ ସାର ମହଜୁତ୍ ଥାଏ ସେହି ଭଳି ଖାଦ୍ୟ ମୁଖ୍ୟତଃ ଆବଶ୍ୟକୀୟ । ତେଣୁ ଆମେ ସମସ୍ତେ ଜାଣିଚୁ କି ସବୁଜ ପନିପରିବା , ମାଛ ,ମାଂସ ,କ୍ଷୀର ଆଦି ରେ ବହୁତ୍ ପରିମାଣ ର ଭିଟାମିନ ରହିଥାଏ । ହେଲେ ବେଳେ ବେଳେ ଏମିତି କିଛି ଲୋକେ ଥାଆନ୍ତି ଯେଉଁ ମାନେ ମାଛ ର ସେହି କଞ୍ଚା ଗନ୍ଧ ପାଇଁ ଖାଇ ପାରନ୍ତି ନାହିଁ ।

ଏହି ସବୁ କଥା କୁ ସାମ୍ନା ରେ ରଖି ଗୋଟିଏ ବିସ୍କୁଟ କାରଖାନା ଏକ ନିଆରା ପ୍ରୟାସ କରିବା ପାଇଁ ଚେଷ୍ଟା କରିଛନ୍ତି । ସେ ଉପଯୁକ୍ତ ପ୍ରୋଟିନ ଯୁକ୍ତ ମାଛ ନେଇଛନ୍ତି ସେଗୁଡିକ ମଧ୍ୟ ରୁ ରୋହି ମାଛ ଓ ଅନ୍ୟ ଏକ ମାଛ ମଧ୍ୟ ରହିଛି । ସେହି ମାଛ ଗୁଡ଼ିକୁ ଗ୍ରହଣ କରି ଭଲ ଭାବରେ ସଫା କରି ତାହା କୁ କିମା ର ପ୍ରସ୍ତୁତ କରି ତାକୁ ତାର ଗନ୍ଧ ସ୍ୱାଦ ର କୌଣସି ପରିବର୍ତ୍ତନ କରି ସାରିବା ପରେ ତାହାକୁ ବିସ୍କୁଟ ପରି ତିଆରି କରି ମାର୍କେଟ କୁ ଛାଡୁଛନ୍ତି । ଏହି ବିସ୍କୁଟ ଟି ଶରୀର ପାଇଁ ବହୁତ୍ ଉପକାରୀ ହୋଇ ପାରିଛି ବୋଲି ଏହା ର ଏକ ପରୀକ୍ଷା କରି ଜଣା ପଡ଼ିଛି । ଲୋକେ ଏହି ବିସ୍କୁଟ ର ସ୍ୱାଦ କୁ ମଧ୍ୟ ବହୁତ୍ ପରିମାଣ ରେ ପସନ୍ଦ କରିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.