ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ କି, ବର୍ତ୍ତମାନ ଓଡ଼ିଆ ଟିଭି ଚେନାଲ “ସିଦ୍ଧାର୍ଥ ଟିଭି” ରେ “ରଜ ସୁନ୍ଦରୀ” ରିଆଳିଟି ସୋ ବିଷୟ ଜାଣିଥିବେ। ତେବେ ଏହି ସୋ ଟି ଓଡ଼ିଶାର କୋଣ ଅନୁକୋଣରେ ଥିବା ଯୁବତୀ ମାନଙ୍କୁ ନିଜ କଳା ର ଜଲବା ଦେଖାଇବା ପାଇଁ ଏକ ସୁଯୋଗ ଦେଇଛି। ତେବେ ଏହି ସୋ ରେ ତିନି ଜଣ ଯୋଜ ରହିଛନ୍ତି ତଥା ପୁପିନ୍ଦର, ଦୀପକ ଏବଂ ଅଭିନେତ୍ରୀ ରିୟା। ତେବେ ବର୍ତ୍ତମାନ ଏହି ସୋ କୁ ଆସିଥିବା ପ୍ରତିଯୋଗି ଙ୍କର ଭିଡ଼ିଓ ଟି ଖୁବ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ହସି ହସି ଗଡିଯାଏ।
ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ତଥା ସିନେମା , ଟିଭି ଆଦି ବର୍ତ୍ତମାନ ଏମିତି ଏକ ପାର୍ଟଫାର୍ମ ସାଜିଛନ୍ତି ଯାହା ଲୋକ ମାନଙ୍କ ମଧ୍ୟରେ ଥିବା ବିଚକ୍ଷଣ ଗୁଣ ଗୁଡିକୁ ସମସ୍ତ ଙ୍କ ଆଗକୁ ଆଣିବାରେ ତଥା ଲୋକ ମାନଙ୍କ ପାଖରେ ଲୁଚି ରହିଥିବା ଗୁଣ ଗୁଡିକୁ ସମସ୍ତ ଙ୍କ ସାମ୍ନା କୁ ଆଣିଥାଏ ଏବଂ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ଦେଇଥାଏ। ତେବେ ଆମେ ଦେଶ ରେ ଏହିପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଗୁଣ ର ଅଧିକାରୀ ଅଟନ୍ତି ତାଙ୍କ ପାଖରେ ବହୁତ ଟାଲେଣ୍ଟ ରହିଛି ।କିନ୍ତୁ ଉଚିତ ପାର୍ଟଫାର୍ମ ନଥିବାକୁ ତାହା ନିଜ ଭିତରେ ହିଁ ରହିଯାଉଥିଲା।ମାତ୍ର ବର୍ତ୍ତମାନ ସମସ୍ତେ ନିଜ ପ୍ରତିଭା କୁ ଦେଖାଇବା ର ଏକ ସୁଯୋଗ ପାଇଛନ୍ତି।
ତେବେ ବର୍ତ୍ତମାନ ଯେଉଁ ରଜ ସୁନ୍ଦରୀ ରିଆଳିଟି ସୋ ର ଭିଡ଼ିଓ ଟି ଭାଇରାଲ ହେବା ରେ ଲାଗିଛି ସେଥିରେ ଆପଣ ଦେଖିବେ କି ତିନି ଜଣ ସୁନ୍ଦରୀ ଆସିଛନ୍ତି ଆଉ ସେମାନେ ନିଜ ନିଜର ବେଷ୍ଟ ଦେବାକୁ ଚେଷ୍ଟା କରିଛନ୍ତି। ତେବେ ସେମାନ ଙ୍କ ମଧ୍ୟରୁ କିରଣବାଳା ନାମକ ଜଣେ ଯୁବତୀ ଯିଏକି ପୂର୍ବରୁ ମଧ୍ୟ ଥରେ ଆସିଥିଲେ ,ସେ ତାଙ୍କୁ ପ୍ରଶ୍ନ ପଚାରିଛନ୍ତି କି ମଶା କାମୁଡ଼ିଲେ କଣ ହୁଏ ବୋଲି। ତେବେ ସେ କହିଛନ୍ତି କି ମଶା କାମୁଡ଼ିଲେ ମେଲେରିଆ ରୋଗ ହୋଇଥାଏ ଏବଂ AIDS ହୋଇଥାଏ ବୋଲି ଯାହାକୁ ନେଇ ପୁରା କମେଡି ହୋଇଛି ସେଠାରେ।
ତେବେ କିନ୍ତୁ ଅନ୍ୟ ଜଣେ ସପ୍ତମ ଷ୍ଟାଣ୍ଡଡ଼ ର କୁନି ଝିଅ ଆସିଛନ୍ତି ଯିଏକି ତାଙ୍କର କବିତା, ଡ୍ୟାନ୍ସ ଏବଂ ସୁନ୍ଦର କଥା ସହ ଟେଲେଣ୍ଟ ଦେଖାଇ ସବୁ ଜଜ ଙ୍କୁ ଆକର୍ଷିତ କରି ଦେଇଛନ୍ତି ଏବଂ ମେଗା ଅଡିସନ କୁ ସେ ସିଲେକ୍ଟ ହୋଇଛନ୍ତି ମଧ୍ୟ ।ତେବେ ଅନ୍ୟ ଦୁଇ ଜଣ ରଜ ସୁନ୍ଦରୀ ମଧ୍ୟ ତାଙ୍କର ବେଷ୍ଟ ଦେଇଛନ୍ତି ମାତ୍ର ପ୍ରଶ୍ନ ଉତ୍ତର ରେ ଟିକିଏ ପଛେଇ ଯାଇଛନ୍ତି। ମାତ୍ର ପରେ ସେମାନେ ପୁଚି ଖେଳ ରେ ଏବଂ ଡ୍ୟାନ୍ସ ର କମାଲ ସମସ୍ତେ ଦେଖାଇଛନ୍ତି। ତେବେ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।