ପ୍ରତ୍ୟେକ ମହିଳାଙ୍କ ର ପିରିୟଡ଼ ପ୍ରତି ମାସରେ ଆସିଥାଏ, ଯାହାକୁ ମାସିକ ଧର୍ମ ବୋଲି କୁହାଯାଏ ।ତେବେ ଏହି ପିରିୟଡ଼ 7 ଦିନ ଧରି ହେଉଥିବା ବେଳେ ଏହି ସମୟରେ ଅନର୍କ ଙ୍କୁ ବହୁତ କଷ୍ଟ ବି ହେଇଥାଏ ।ଏହା ଛଡା କିଛି ଜଣ ମହିଳାଙ୍କୁ ସେମିତି କିଛି କଷ୍ଟ ହୁଏ ନାହିଁ ପିରିୟଡ଼ ବେଳେ ।ତେବେ ସମସ୍ତ ମହିଳାଙ୍କୁ ଏହି ପିରିୟଡ଼ ସମୟରେ କିଛି ନିୟମ ପ୍ରତି ଧ୍ୟାନ ଦେବା ଅତି ଜରୁରୀ ହେଇଥାଏ ।ଆପଣ ଯଦି ସେବୀ ସବୁ କାମ ଗୁଡିକ ପିରିୟଡ଼ ବେଳେ କରୁଛନ୍ତି ତାହେଲେ ଭବିଷ୍ୟତରେ ବହୁତ ବଡ଼ ଅସୁବିଧା ହେଇଥାଏ ।ତେବେ ପିରିୟଡ଼ ବେଳେ କୋଉ କୋଉ ନିୟମ ମାନିବା ଦରକାର ମହିଳାଙ୍କୁ, ଆସନ୍ତୁ ସେ ବିଷୟରେ ଭଲ ଭାବରେ ଜାଣିବା ।
-ପ୍ରତ୍ୟେକ ମହିଳା ମନେ ରଖନ୍ତୁ କି ମାସିକ ଧର୍ମ ବା ପିରିୟଡ଼ ସମୟରେ ଆପଣ ଅଧିକ ସମୟ ଧରି ବାର୍ଥ୍ରୂମ ରେ ରୁହନ୍ତୁ ନାହିଁ, କାରଣ ଟଏଲେଟ ରେ ଥିବା ଜର୍ମ ଆପଣଙ୍କ ଶରୀର ଭିତରକୁ ପ୍ରବେଶ କରିଯାଏ ।ଆଉ ଯେଉଁଥି ପାଇଁ ଭବିଷ୍ୟତରେ ଆପଣଂକୁ ଅନେକ ସମସ୍ୟା ର ସାମ୍ନା କରିବାକୁ ପଡିଥାଏ ।
-ଯଦି ପିରିୟଡ଼ ସମୟ ଆପଣ ଚାହା ପିଉଛନ୍ତି ତାହେଲେ ଚାହା ପିଅନ୍ତୁ ନାହିଁ କାରଣ ଏହା ପିରିୟଡ଼ ସମୟରେ ଅଣ୍ଟା ପେନ କୁ ବଡାଇଥାଏ ।
-ଯଦି ପିରିୟଡ଼ ବେଳେ ମହିଳା ମଦ୍ୟପାନ କରୁଛନ୍ତି ତାହେଲେ ମହିଳାଙ୍କୁ ମୁଡ ସୁଇଁ, ମୁଣ୍ଡ ବ୍ୟଥା ଆଦି ହେଇପାରେ ।ଆଉ ଏହା ପିରିୟଡ଼ ବେଳେ ବହୁତ ମାତ୍ରା ରେ ବଡିଯାଏ।
-ତେବେ ଗବେଷଣା ରୁ ଜଣା ପଡ଼ିଛି ଯେଉଁ ମହିଳା ମାନେ ଅଧିକ ସିଗାରେଟ ପିଉଛନ୍ତି ତାହେଲେ ପିରିୟଡ଼ ସମୟରେ ତାଙ୍କୁ ଅଧିକ କଷ୍ଟ ହେଇଥାଏ ।
-ଯେଉଁ ମହିଳାଙ୍କ ର ଅଧିକ ଚିନି ଖାଇବା ଅଭ୍ୟାସ ଥାଏ ତାହେଲେ ଏହା ମହିଳା ଙ୍କ ଶରୀର ରେ ହରମୋନ କୁ କମ କରିଥାଏ ଆଉ ପିରିୟଡ଼ ବେଳେ ଏହାର ଖରାପ ପ୍ରଭବ ପଡିଥାଏ ସେହି ମହିଳାଙ୍କ ଉପରେ ।
-କିଛି କିଛି ମହିଳା ଅଧିକ ଲୁଣ ଖାଇଥାନ୍ତି ଆଉ ସେହିପାଇଁ ସେହି ମହିଳାଙ୍କ ର ପେଟ ଫୁଲିବା ସମସ୍ୟା ଆସିଥାଏ ।ତେଣୁ ବିଶେଷ କରି ପିରିୟଡ଼ ବେଳେ ମହିଳା ମାନେ ଲୁଣ ଖାଇବା କମ କରିବା ଉଚିତ ।
-ବହୁତ ମହିଳା ପିରିୟଡ଼ ବେଳେ ଖାଦ୍ୟ ଖାଆନ୍ତି ନାହିଁ ଆଉ ସେଥିପାଇଁ ତାଙ୍କ ଶରୀର ରେ ଏସିଡ ମାତ୍ରା କମିଯାଏ ଯେଉଁଥି ପାଇଁ ପିରିୟଡ଼ ଅନେକ ଦିନ ଧରି ଚାଲିଥାଏ ।
-ଅନେକ ମହିଳା ପିରିୟଡ଼ ବେଳେ ରାତି ଅନିଦ୍ରା ରହିଥାନ୍ତି ଯାହାର ପ୍ରଭାବ ଆପଣଙ୍କ ପିରିୟଡ଼ ଉପରେ ପଡିଥାଏ ।ଆଉ ସେଥିପାଇଁ ପିରିୟଡ଼ ର ସମୟ ବଡିବା ସହିତ ଅଧିକ ଯନ୍ତ୍ରଣା ହେଇଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।