ବନ୍ଧୁଗଣ ଆପଣ ଜାଣିଥିବେ ନିଶ୍ଚିତ ଯେ ଅନେକ ଝିଅ ମାନେ ନିଜର ଋତୁସ୍ରାବ ସମସ୍ୟାକୁ ନେଇ ବହୁତ ଚିନ୍ତାରେ ରହିଥାନ୍ତି, ତାଙ୍କର ରେଗୁଲାର ଋତୁଶ୍ରାବ ନହେବା ସହିତ ପେଟ ଯନ୍ତ୍ରଣା ଜନିତ ଅନେକ ସମସ୍ୟା ଦେଖା ଦେଇଥାଏ |ମୁଁ ଆଜି ଆପଣକୁ ଝିଅ ମାନଙ୍କର ଏହି ସମସ୍ୟା ଥିଲେ ସୁନ୍ଦର ହୋମ ରିମିଡ଼ି ବିଷୟରେ କହିବି ଯାହାku ବ୍ୟବହାର କରିବାର ଦ୍ଵାରା ତାଙ୍କର ଏହି ଋତୁଶ୍ରାବ ଜନିତ ସମସ୍ୟା ସହିତ ପେଟ ଯନ୍ତ୍ରଣା ମଧ୍ୟ ସମ୍ପୂର୍ଣ ଭଲ ହୋଇଯିବ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଝିଅ ମାନଙ୍କ ଏହି ସମସ୍ୟା ସମ୍ପୂର୍ଣ ପ୍ରାକୃତିକ ଉପାୟରେ ପସ୍ତୁତ ଦୁଇଟି ହୋମ ରିମିଡ଼ର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ସମ୍ପୂର୍ଣ କଥା ଜାଣିବା |
ପ୍ରଥମ ରିମିଡ଼ି :-
ଆପଣ ପ୍ରଥମ ରିମିଡ଼ି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ଗ୍ୟାସରେ ପାତ୍ର ବସାନ୍ତୁ ସେଥିରେ ଦୁଇ କପ ପାଣି ନେଇ ତାହାକୁ ଫୁଟାନ୍ତୁ, ଏହି ପାଣିରେ ଆପଣ ଏକ ବଡ଼ ଚାମୋଚରେ ଫୁଲ ଚାମୋଚ ଜିରା ପକାନ୍ତୁ |ପରେ ଆପଣ ଏହି ପାଣିକୁ ଏପରି ଫୁଟାନ୍ତୁ ଯେପରି ତାହା ଏକ କପରେ ପରିଣତ ହୋଇଯିବ ପରେ ଆପଣ ଆପଣ ଏଥିରେ ଏକ ଚାମୋଚ ଗୁଡ଼ ମିଶାଇ ତାହାକୁ କିଛି ସମୟ ଫୁଟାନ୍ତୁ |ପରେ ଆପଣ ଏହାକୁ ଏକ କପକୁ ଛାଣି ନିଅନ୍ତୁ |
ଦ୍ୱିତୀୟ ରିମିଡି :-
ଏହି ରିମିଡ଼ି ପ୍ରସ୍ତୁତ କରିବା ପାଇଁ ଆପଣକୁ ମଧ୍ୟ କୌଣସି ଅଧିକ ସାମଗ୍ରୀ ଆବଶ୍ୟକ ପଡିବ ନାହିଁ, ଏହି ରିମିଡ଼ି ଆପଣ କେବଳ ଏକ ଚାମୋଚ ଧନିଆ ଆବଶ୍ୟକ ରହିଛି |ପ୍ରଥମେ ଆପଣ ଏଥିପାଇଁ ଦୁଇ କପ ପାଣି ନେଇ ଗ୍ୟାସରେ ଗରମ କରନ୍ତୁ ପରେ ଆପଣ ଏହି ପାଣିରେ ଏକ ଚାମୋଚ ଧନିଆ ପକାଇ ତାହାକୁ ଭଲରେ ଫୁଟାନ୍ତୁ |ପରେ ଆପଣ ଏହି ପାଣିକୁ ଛାଣି ନିଅନ୍ତୁ |
ବ୍ୟବହାର :-
ଏହି ଦୁଇଟି ଡ୍ରିଙ୍କକୁ ଆପଣ ଏକ ସାଙ୍ଗରେ ପିଅନ୍ତୁ ନାହିଁ ଏହି ଦୁଇଟି ଡ୍ରିଙ୍କ ମଧ୍ୟରୁ ଆପଣ ଯେକୌଣସି ଗୋଟିଏ ଡ୍ରିଙ୍କ ଲଗାତାର ଭାବରେ ବ୍ୟବହାର କରନ୍ତୁ |ପରେ ଆପଣ ଏହି ଡ୍ରିଙ୍କ ଯଦି ଲଗାତାର କପ୍ରତ୍ୟେକ ଦିନ ସକାଳ ଖାଲି ପେଟରେ ପିଅନ୍ତୁ ଦେଖିବେ ଏହିପରି କିଛି ଦିନେ ପିଇଲେ ଆପଣଙ୍କ ସମସ୍ତ ଋତୁଶ୍ରାବ ଜନିତ ସମସ୍ୟା ସମ୍ପୂର୍ଣ ଠିକ ହୋଇଯିବ ଆପଣ ସୁସ୍ଥ ମଧ୍ୟ ହୋଇଯିବେ |ଏହା ସହିତ ଆପଣ ପ୍ରତ୍ୟକ ଦିନେ ରାତିରେ ସୁଇବା ସମୟରେ ଏକ ଗ୍ଲାସ କ୍ଷୀର ନିହାତି ପିଅନ୍ତୁ, ତାହା ସହିତ ପ୍ରତ୍ୟେକ ଦିନେ ଆପଣ ଫଳମୂଳ ସହିତ ସବୁଜ ପନିପରିବା ଖାଇବା ପାଇଁ ଚେଷ୍ଟା କରନ୍ତୁ |ଏହିପରି ଆପଣ ନିଜର କେୟାର ନେବା ସହିତ ସାଫିସିଏଣ୍ଟ ପାଣି ପାଣି ପିଅନ୍ତୁ ଏହା ଦ୍ଵାରା ଆପଣଙ୍କ ସମ୍ପୂର୍ଣ ସୁସ୍ଥ ରହିବେ ଆପଣଙ୍କ ସମସ୍ତ ସମସ୍ୟା ମଧ୍ୟ ଦୁରେଇ ଯିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।