Hair Tips – ମାତ୍ର ୧ ଦିନ ଏହି ଜିନିଷ ଲଗାଇ ଦେଖନ୍ତୁ ୧୦ ଗୁଣା ଚୁଟି ବଢିବା… ଡାକ୍ତର ବି ଦେଖିକି ହୋଇଗଲେ ଆଶ୍ଚର୍ଯ୍ୟ

ଦର୍ଶକ ବନ୍ଧୁ କେଶ ପାଇଁ ଆମେ ଅନେକ ପ୍ରକାରର ଉପାୟ ମାନ ରହିଛି ଯାହା ସାହାଯ୍ୟ ରେ କେଶ ଜନିତ ସମସ୍ୟା ଦୂର ହୋଇ ଯାଇଥାଏ ବୋଲି କୁହାଯାଉଛି | ତେବେ ଆଜି କାଲି କେଶ ଝଡ଼ିବା କେଶ ନ ବଢିବା, କେଶ ରେ ରୂପି ହେବା ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ | ତେବେ ଆଜି କାଲି ଏହି ସବୁ ସମସ୍ୟା ପାଇଁ ବିିଭିନ୍ନ ଉପାୟ ମଧ୍ୟ ଆପଣାଇ ଥାଆନ୍ତି ତେଣୁ କେଶ ଝଡ଼ିବାକୁ ରୋକିବା ପାଇଁ, କେଶର ଥିବା ବିଭିନ୍ନ ସମସ୍ୟା ଦୂର କରିବା ପାଇଁ ମାତ୍ର ଦୁଇଟି ସାମଗ୍ରୀ ନିୟନ୍ତୁ ଓ ଏହାକୁ କିଛି ଭିନ୍ନ ଉପାୟରେ ଆପଣଙ୍କ କେଶରେ ବ୍ୟବହାର କରନ୍ତୁ ଦେଖିବେ ଆପଣଙ୍କ କେଶ ଝଡ଼ିବା ବନ୍ଦ ହେବା ସହିତ କେଶ ର ବିଭିନ୍ନ ସମସ୍ୟା ଠାରୁ ଆପଣ ରକ୍ଷା ପାଇପାରିବେ| ଆମେ କହୁଛୁ ଚା ପତି କଥା ଯେଉଁଥିରେ ଥିବା ସଲଫର ଗୁଣ ଯାହା ଆମ କେଶ ଭିତରୁ ମୋଜଭୁତ କରିବା ସହିତ ଆପଣଙ୍କର ରୂପି ହେଉଥିଲେ ଏହା ତାହାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଏହାର ବ୍ୟବହାର ଓ ପ୍ରସ୍ତୁତି କେମିତି କରିବେ ସେ ବିଷୟରେ ଜାଣିବା |

ଆବଶ୍ୟକୀୟ ଉପକରଣ :-

ଚା ପତି , ଲେମ୍ବୁ

ପ୍ରସ୍ତୁତି ପ୍ରଣାଳୀ :-

କେଶର ବିଭିନ୍ନ ସମସ୍ୟା ପାଇଁ ପ୍ରଥମେ ଆପଣ ଏକ ଚାମଚ ଚା ପତି ନିୟନ୍ତୁ | ତାପରେ ଏହାକୁ ଟିକିଏ ଗୁଣ୍ଡ କରିନିୟନ୍ତୁ ନହେଲେ ଏହାର ଛୋଟ ଗୁଣ୍ଡ ଚା ମାର୍କେଟ ନିୟନ୍ତୁ | ତାପରେ ଏକ ପାତ୍ର ରେ ପାଣି ନିୟନ୍ତୁ ଓ ଏହାକୁ ଭଲ ଭାବରେ ଗରମ କରି ଚା ପତି ସେଥିରେ ମିକ୍ସ କରନ୍ତୁ ଓ ଏହାକୁ ଭଲ ଭାବରେ ଫୁଟାନ୍ତୁ, ଏହା କିଛି ସମୟ ଫୁଟି ସାରିବା ପରେ ସେଥିରେ ଏକ ଛୋଟ ପ୍ୟାକେଟ ସାମ୍ପୁ ଭଲ ଭାବରେ ମିକ୍ସ କରନ୍ତୁ |ଏମିତି 5 ରୁ 7 ମିନଟ ମିକ୍ସ କରିସାରିବା ପରେ ଏହାକୁ ଓଲ୍ହାଇ ନିୟନ୍ତୁ | ତାପରେ ସେଥିରେ ଏକ ଛୋଟ ଲେମ୍ବୁ ସେଥିରେ ମିକ୍ସ କରନ୍ତୁ ଓ ଏବେ ଏହାକୁ ଆପଣଙ୍କ କେଶରେ ବ୍ୟବହାର କରନ୍ତୁ |

ବ୍ୟବହାର :-

ଏବେ ଆପଣ ପ୍ରସ୍ତୁତ କରିଥିବା ଘରେଇ ଉପଚାରଟିକୁ ଆପଣ ଏକ ପ୍ଲାଷ୍ଟିକ ପାତ୍ର କୁ କାଢି ନିୟନ୍ତୁ | ତାପରେ ଆପଣ ଗାଧେଇବା ସମୟରେ ଏହାକୁ ଆପଣଙ୍କ କେଶ ରେ ଭଲ ଭାବରେ ପାଣି ଢାଳି ହେଲା ଭଳି ଆପଣଙ୍କ କେଶରେ ଢାଳି ନିୟନ୍ତୁ ଓ ଏହାକୁ ଭଲ ଭାବରେ ମାଲିସ କରନ୍ତୁ | ଏମିତି 10 ପର୍ଯ୍ୟନ୍ତ ମାଲିସ କରିସାରିବା ପରେ ଏହାକୁ ଧୋଇବେ ନାହିଁ ସେମିତି ରଖନ୍ତୁ | ଦେଖିବେ ଦର୍ଶକ ବନ୍ଧୁ ଏମିତି ମାତ୍ର କିଛି ଦିନ କରନ୍ତୁ ଦେଖିବେ ଆପଣଙ୍କର ସମସ୍ତ ପ୍ରକାର କେଶ ଜନିତ ସମସ୍ୟା ଦୂର ହେଇଯିବ |

ତେବେ ଏହା ଥିଲା କେଶ ଜନିତ ସମସ୍ୟା କୁ ଦୂର କରିବାର ସହଜ ଘରେଇ ଉପଚାର |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment