ଦର୍ଶକ ବନ୍ଧୁ କେଶ ପାଇଁ ଆମେ ଅନେକ ପ୍ରକାରର ଉପାୟ ମାନ ରହିଛି ଯାହା ସାହାଯ୍ୟ ରେ କେଶ ଜନିତ ସମସ୍ୟା ଦୂର ହୋଇ ଯାଇଥାଏ ବୋଲି କୁହାଯାଉଛି | ତେବେ ଆଜି କାଲି କେଶ ଝଡ଼ିବା କେଶ ନ ବଢିବା, କେଶ ରେ ରୂପି ହେବା ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ | ତେବେ ଆଜି କାଲି ଏହି ସବୁ ସମସ୍ୟା ପାଇଁ ବିିଭିନ୍ନ ଉପାୟ ମଧ୍ୟ ଆପଣାଇ ଥାଆନ୍ତି ତେଣୁ କେଶ ଝଡ଼ିବାକୁ ରୋକିବା ପାଇଁ, କେଶର ଥିବା ବିଭିନ୍ନ ସମସ୍ୟା ଦୂର କରିବା ପାଇଁ ମାତ୍ର ଦୁଇଟି ସାମଗ୍ରୀ ନିୟନ୍ତୁ ଓ ଏହାକୁ କିଛି ଭିନ୍ନ ଉପାୟରେ ଆପଣଙ୍କ କେଶରେ ବ୍ୟବହାର କରନ୍ତୁ ଦେଖିବେ ଆପଣଙ୍କ କେଶ ଝଡ଼ିବା ବନ୍ଦ ହେବା ସହିତ କେଶ ର ବିଭିନ୍ନ ସମସ୍ୟା ଠାରୁ ଆପଣ ରକ୍ଷା ପାଇପାରିବେ| ଆମେ କହୁଛୁ ଚା ପତି କଥା ଯେଉଁଥିରେ ଥିବା ସଲଫର ଗୁଣ ଯାହା ଆମ କେଶ ଭିତରୁ ମୋଜଭୁତ କରିବା ସହିତ ଆପଣଙ୍କର ରୂପି ହେଉଥିଲେ ଏହା ତାହାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଏହାର ବ୍ୟବହାର ଓ ପ୍ରସ୍ତୁତି କେମିତି କରିବେ ସେ ବିଷୟରେ ଜାଣିବା |
ଆବଶ୍ୟକୀୟ ଉପକରଣ :-
ଚା ପତି , ଲେମ୍ବୁ
ପ୍ରସ୍ତୁତି ପ୍ରଣାଳୀ :-
କେଶର ବିଭିନ୍ନ ସମସ୍ୟା ପାଇଁ ପ୍ରଥମେ ଆପଣ ଏକ ଚାମଚ ଚା ପତି ନିୟନ୍ତୁ | ତାପରେ ଏହାକୁ ଟିକିଏ ଗୁଣ୍ଡ କରିନିୟନ୍ତୁ ନହେଲେ ଏହାର ଛୋଟ ଗୁଣ୍ଡ ଚା ମାର୍କେଟ ନିୟନ୍ତୁ | ତାପରେ ଏକ ପାତ୍ର ରେ ପାଣି ନିୟନ୍ତୁ ଓ ଏହାକୁ ଭଲ ଭାବରେ ଗରମ କରି ଚା ପତି ସେଥିରେ ମିକ୍ସ କରନ୍ତୁ ଓ ଏହାକୁ ଭଲ ଭାବରେ ଫୁଟାନ୍ତୁ, ଏହା କିଛି ସମୟ ଫୁଟି ସାରିବା ପରେ ସେଥିରେ ଏକ ଛୋଟ ପ୍ୟାକେଟ ସାମ୍ପୁ ଭଲ ଭାବରେ ମିକ୍ସ କରନ୍ତୁ |ଏମିତି 5 ରୁ 7 ମିନଟ ମିକ୍ସ କରିସାରିବା ପରେ ଏହାକୁ ଓଲ୍ହାଇ ନିୟନ୍ତୁ | ତାପରେ ସେଥିରେ ଏକ ଛୋଟ ଲେମ୍ବୁ ସେଥିରେ ମିକ୍ସ କରନ୍ତୁ ଓ ଏବେ ଏହାକୁ ଆପଣଙ୍କ କେଶରେ ବ୍ୟବହାର କରନ୍ତୁ |
ବ୍ୟବହାର :-
ଏବେ ଆପଣ ପ୍ରସ୍ତୁତ କରିଥିବା ଘରେଇ ଉପଚାରଟିକୁ ଆପଣ ଏକ ପ୍ଲାଷ୍ଟିକ ପାତ୍ର କୁ କାଢି ନିୟନ୍ତୁ | ତାପରେ ଆପଣ ଗାଧେଇବା ସମୟରେ ଏହାକୁ ଆପଣଙ୍କ କେଶ ରେ ଭଲ ଭାବରେ ପାଣି ଢାଳି ହେଲା ଭଳି ଆପଣଙ୍କ କେଶରେ ଢାଳି ନିୟନ୍ତୁ ଓ ଏହାକୁ ଭଲ ଭାବରେ ମାଲିସ କରନ୍ତୁ | ଏମିତି 10 ପର୍ଯ୍ୟନ୍ତ ମାଲିସ କରିସାରିବା ପରେ ଏହାକୁ ଧୋଇବେ ନାହିଁ ସେମିତି ରଖନ୍ତୁ | ଦେଖିବେ ଦର୍ଶକ ବନ୍ଧୁ ଏମିତି ମାତ୍ର କିଛି ଦିନ କରନ୍ତୁ ଦେଖିବେ ଆପଣଙ୍କର ସମସ୍ତ ପ୍ରକାର କେଶ ଜନିତ ସମସ୍ୟା ଦୂର ହେଇଯିବ |
ତେବେ ଏହା ଥିଲା କେଶ ଜନିତ ସମସ୍ୟା କୁ ଦୂର କରିବାର ସହଜ ଘରେଇ ଉପଚାର |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।