Beauty Tips – ମାତ୍ର ୩ ଦିନ ରେ ଫଟା କଳା ଓଠକୁ ସବୁଦିନ ପାଇଁ ପ୍ରାକୃତିକ ଗୋଲାପୀ କରନ୍ତୁ

ବନ୍ଧୁଗଣ ବର୍ତମାନ ପିଲାଠାରୁ ବୃଦ୍ଧ ଯାଏଁ ସମସ୍ତେ ନିଜର ସୌନ୍ଦର୍ଯ୍ୟକୁ ନେଇ ବହୁତ ସଚେତନ ରହୁଛନ୍ତି, ଆପଣ ଜାଣିଥିବେ ଅନେକ ବ୍ୟକ୍ତି ଠାରେ ଓଠ ଫାଟିବ ଜନିତ ସମସ୍ୟା ଅଧିକ ଦେଖା ଦେଇଥାଏ |କେତେକ ବ୍ୟକ୍ତିଙ୍କ ପାଖରେ ଓଠ ଫାଟିବ ଜନିତ ସମସ୍ୟା ପ୍ରାୟ ପ୍ରତ୍ୟେକ ଦିନ ଦେଖିବାକୁ ମିଳିଥାଏ |

ଏହା ସହିତ ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନଙ୍କର ଓଠ କଳା ହେବା ପରି ସମସ୍ୟା ମଧ୍ୟ ଦେଖା ଦେଇଥାଏ ଏହି କାରଣରୁ ବ୍ୟକ୍ତି ସର୍ବଦା ଅଧିକ ଚିନ୍ତାରେ ଠାରେ ଓଠ ଫାଟିବା ଜନିତ ସମସ୍ୟା ଥିଲେ ସେ ଅଧିକ ଚିନ୍ତା ଗ୍ରସ୍ତ ହୋଇଥାଏ |ମୁଁ ଆଜି ଆପଣକୁ ଦୁଇଟି ପ୍ରାକୃତିକ ଉପାୟ ପ୍ରସ୍ତୁତ ଘରୋଇ ଟିପ୍ସ କହିବି ଯାହା ଆପଣ କିଛି ଦିନ ଲଗାତାର ଭାବରେ ବ୍ୟବହାର କଲେ ଆପଣଙ୍କ ଓଠର ସମସ୍ୟା ସମସ୍ୟା ଠିକ ହୋଇଯାଏ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଘରୋଇ ଉପଚାରର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ସମ୍ପୂର୍ଣ କଥା ଜାଣିବା |

ପ୍ରଥମ ଟିପ୍ସ :-
ଅନେକ ବ୍ୟକ୍ତି ଛାହିଁ ଥାନ୍ତି ସେମାନଙ୍କ ଓଠ ସୁନ୍ଦର ଦେଖାଯିବା ସହିତ ଏହି ଫାଟିବା ସମସ୍ୟା ନରହୁ ତେଣୁ ପ୍ରଥମେ ଆପଣ ଏହି ସମସ୍ୟା ଠାରୁ ଦୁରେଇ ରହିବା ଆପଣ ଏକ ଟୁଥ ବ୍ରସ ନିଅନ୍ତୁ |ପରେ ଆପଣ ଏହି ଟୁଥ ବ୍ରସରେ ଅଳ୍ପ ମହୁ ସହିତ କିଛି ଚିନିର ଦାନ ନିଅନ୍ତୁ, ଆପଣଙ୍କ ବ୍ରସ ସଫ୍ଟ ଥିବା ଆବଶ୍ୟକ |ପରେ ଆପଣ ଏହି ବ୍ରସକୁ ନିଜର ଓଠରେ ଭଲ ଭାବରେ ଘଷାନ୍ତୁ ଯେପରି ଆପଣଂକ ଓଠ ସମ୍ପୂର୍ଣ କ୍ଲିନ ହୋଇଯିବ |ପରେ ଆପଣ ଏହାକୁ ଭଲ ଭାବରେ ଘଷାଇ ପରେ ଭଲରେ ଧୋଇ ଦିଅନ୍ତୁ |

ଦ୍ୱିତୀୟ ଟିପ୍ସ :-
ଆପଣ ପରେ ଏହି ଦ୍ୱିତୀୟ ଟିପ୍ସରେ ବିମ୍ସ ଅଳ୍ପ ନିଅନ୍ତୁ ପରେ ଏହାକୁ ଭଲ ଭାବରେ ଧୋଇ ତାହାକୁ ଗ୍ରେଡ଼ କରିନିଅନ୍ତୁ, ପରେ ଏହାର ଅଳ୍ପ ଜୁସ ବାହାର କରି ସେଥିରେ ଆପଣ ଅଳ୍ପ ବେସନ ମଧ୍ୟ ମିଶାନ୍ତୁ |ତାହା ସହିତ ଆପଣ ଏହି ପେଷ୍ଟରେ ଅଳ୍ପ ଭିନେଗାର ସହିତ ଆଲୋବେରା ଜେଲ ମଧ୍ୟ ମିଶାଇ ତାହାର ଏକ ପେଷ୍ଟ ପ୍ରସ୍ତୁତ କରି ନିଅନ୍ତୁ ପରେ ଆପଣ ଏହି ପେଷ୍ଟକୁ ନିଜ ଓଠରେ ଭଲ ଭାବରେ ଲଗାଇ ତାହାକୁ ହାଲକା ମସାଜ ମଧ୍ୟ କରନ୍ତୁ |ଏହା ସହିତ ଆପଣ ନିଜ ଓଠରେ ଏହାକୁ ପନ୍ଦର ମିନିଟ ଲଗାଇ ରହିବା ପାଇଁ ଦିଅନ୍ତୁ ପରେ ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ |

ଏହି ଦୁଇଟି ଟିପ୍ସ ଆପଣ କିଛି ଦିନ ଯଦି ଲଗାତାର ଭାବରେ ଲାଗନ୍ତି ତେବେ ଆପଣଙ୍କ ଓଠ ଫାଟିବା କମିଯିବ ସହିତ ଆପଣଙ୍କ ଓଠ ପିଙ୍କି ମଧ୍ୟ ହୋଇଯିବ |ଏହା ସହିତ ଆପଣ ପ୍ରତ୍ୟେକ ଦିନ ସଫିସିଏଣ୍ଟ ପାଣି ପିଇବା ସହିତ ନିଜର କେୟାର ମଧ୍ୟ ନିଅନ୍ତୁ ଏହି ପରି ଆପଣ ସମସ୍ତ କଥା ମାନି ଚଳିଲେ ଆପଣଙ୍କ ଓଠର ସମସ୍ୟା ସମ୍ପୂର୍ଣ ଠିକ ହୋଇଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment