ଲିଭର ଆମ ଶରୀର ଏକ ଏମିତି ଅଙ୍ଗ ଯିଏ ଶରୀର କୁ ଡିଟକ୍ସ୍ କରିଥାଏ ଆଉ ଶରୀରକୁ ସବୁବେଳେ ସୁସ୍ଥ ରଖିଥାଏ ।ଆମେ ଯେତେ ତେଲ ମସଲା ଯୁକ୍ତ ଖାଦ୍ୟ ଖାଉ ସେସବୁ ଖରାପ ପଦାର୍ଥ ଲିଭର ବାହାର କରିଦିଏ ଆଉ ଭଲ ଜିନିଷ ଶରୀର କୁ ଯୋଗାଇଥାଏ ।ତେବେ ଯେତେବେଳେ ଆପଣ ଅଧିକ ମାତ୍ରାରେ ଏହି ଖାଦ୍ୟ ଖାଇବା ସହିତ ଅଧିକ ଧୂମ୍ରପାନ ଓ ମଦ୍ୟ ପାନ କରିବା ଫଳରେ ଧୀରେ ଧୀରେ ଲିଭର ଖରାପ ହେବାରେ ଲାଗିଥାଏ ।ତେଣୁ ପ୍ରଥମ ରୁ ଆପଣଂକୁ ଲିଭର କୁ ଠିକ ରଖିବା ପାଇଁ କିଛି ଏମିତି ପଦକ୍ଷେପ ନେବା ଉଚିତ ଯାହା ଆପଣଙ୍କ ଲିଭର ଖରାପ କରିବ ନାହିଁ ।
ଆଜିକାଲି ର ଜୀବନରେଆମେ ଯେମିତି ଦିନ ଚର୍ଯା କରୁଚୁ ତାହାର ବେଶ ଖରାପ ପ୍ରଭାବ ଲିଭର ଉପରେ ପଡୁଡ଼ି ।ଆଉ ଏସବୁ ପ୍ରଭାବରେ ଭବିଷ୍ୟତରେ ଲିଭର କ୍ୟାନ୍ସର, ଲିଭର ଫେଲୀୟର ପରି ଅନେକ ସମସ୍ୟା ଉପୁଜିଥାଏ ।ତେବେ ଏହି ଲିଭର କୁ ସୁରକ୍ଷିତ ରଖିବାର ଆମେ ଆଜି ଆପଣଂକୁ ଏମିତି ଗୋଟିଏ ଯୁସ ବିଷୟରେ ବତାଇବୁ ଯାହାକୁ ଆପଣ ପିଇବାର 24 ଘଂଟା ଭିତରେ ଲିଭର ସଫା କରିପାରିବେ ।ତେବେ ଯୁସ ଟି କଣ ଓ କେମିତି ତିଆରି କରିବେ ସେ ବିଷୟରେ ଜାଣି ରଖନ୍ତୁ ।
ଆବଶ୍ୟକ ସାମଗ୍ରୀ:-
-ଲାଉ
-ଧନିଆ ପତ୍ର
-ଲେମ୍ବୁ
-ଗିଲୋଇ ତେଲ
-ହଳଦୀ ଗୁଣ୍ଡ
ଯୁସ ତିଆରି ପଦ୍ଧତି:-
-ତେବେ ଏହି ଯୁସ ଟୁଆରୀ ପାଇଁ ଆପଣଂକୁ ଲାଉ ନେବାକୁ ପଫିବ ଯେଉଁଥିରେ ଏତେ ଭିଟାମିନ ଓ ମିନେରାଲ ରହିଛି କି ଯାହା ଲିଭର କୁ ସଫା କରିବାରେ ଖୁବ ସାହାଯ୍ୟ କରେ ।ତେବେ ଏହି ଲାଉ କୁ ଧୋଇ ଛୋଟ ଛୋଟ କାଟି ନିଅନ୍ତୁ, ଏବେ ଆପଣ ଦୁଇ ରୁ 3 ଟି ଗଛ ଧନିଆପତ୍ର ନିଅନ୍ତୁ ଆଉ ତାହାକୁ ବି କାଟି ନିଅନ୍ତୁ ।ଏବେ ସେହି ସବୁକୁ ଗ୍ରାଣ୍ଡିଂ କରି ନିଅନ୍ତୁ ତାପରେ ଗୋଟିଏ କପଡା ସାହାଯ୍ୟ ରେ ଗ୍ରାଣ୍ଡିଂ କରିଥିବା ଲାଉ ଓ ଧନିଆପତ୍ର ର ରସ ଛାଣି ନିଅନ୍ତୁ ।
-ଏବେ ସେହି ପାଣିରେ 30 ml ଗିଲୋଇ ତେଲ,ଫାଳେ ଲେମ୍ବୁ ରସ ଓ ଅଧା ଚାମୁଚ ହଳଦୀଗୁଣ୍ଡ ମିଶାଇ ନିଅନ୍ତୁ ।ଏବେ ଆପଣଙ୍କ ର ଏହି ଯୁସ ତିଆରି ହେଇଗଲା, ଏହାକୁ ଆପଣ 7 ଦିନ ଯାଏ ସକାଳ ଜଳଖିଆ ର ଅଧଘଣ୍ଟା ଓରେ ପିଅନ୍ତୁ ।ଯଦି ଆପଣଙ୍କ ଲିଭର ଅପରିଷ୍କାର ଥିବ ତାହେଲେ 7 ଦିନ ଭିତରେ ତାହା ପୁରା ସଫା ହେଇଯିବ ।
-ଏହା ବ୍ୟତୀତ ଆପଣ କିଛି କିସମିଶ କୁ ରାତିରେ ପାଣିରେ ଭିଜେଇ ରଖି ଦିଅନ୍ତୁ, ସକାଳେ କିସମିଶ ଭିଜେଇଥିବା ପାଣି ଆପଣ ଦିନ ସାରା ଅଳ୍ପ କରି ପିଅନ୍ତୁ ।ତେବେ ଆପଣ କିସମିଶ ବି ଖାଇ ପାରିବେ ଏମିତି କରିଲେ ବି ଆପଣଙ୍କ ଲିଭର କ୍ଲିନ ରହିଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।