Special Tips – ରସୁଣର ୧ ପାଖୁଡା ରାତିରେ ଚୁପଚାପ ଖାଇଦିଅନ୍ତୁ, ତା’ପରେ ଯାହାହେବ ଆପଣ କେବେ ଭାବିନଥିବେ…

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମଣିଷ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ସବୁବେଳେ ଦେଖା ଦେଇଥାଏ | ଆଉ ସେହି ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ ଆପଣାଇ ଥାଉ | ଏହା ବ୍ୟତୀତ ଆମେ ମାନେ ଅନେକ ସମୟ ରେ ଶରୀରରେ ଉପୁଜୁଥିବା ସମସ୍ୟା ରୁ ରକ୍ଷା ପାଇବା ପାଇଁ ଡକ୍ଟର ଙ୍କର ପରାମର୍ଶ ମଧ୍ୟ ଲୋଡିଥାଉ |

ତେବେ ଆଜି ମୁଁ ଆପଣ ମାନଙ୍କୁ ଏଭଳି ଗୋଟିଏ ଘରେଇ ସାମଗ୍ରୀ ବିଷୟରେ କହିବାକୁ ଯାଉଛି ଯାହାକୁ ବ୍ୟବହାର କରିକି ଆପଣ ମାନେ ବିଭିନ୍ନ ପ୍ରକାରର ସମସ୍ୟା ରୁ ମୁକ୍ତି ପାଇଁ ପାରିବା | ତେବେ ସେହି ସାମଗ୍ରୀ ଟି ହେଉଛି ରସୁଣ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ରସୁଣ କୁ ବ୍ୟବହାର କରିକି କେଉଁ ସବୁ ରୋଗ ରୁ ମୁକ୍ତି ପାଇ ପାରିବା ସେ ବିଷୟରେ ଜାଣିବା |

ରସୁଣ ଆମ ଶରୀରରେ କେଉଁ ସବୁ ରୋଗ କୁ ଭଲ କରିଥାଏ :-
ରସୁଣ କୁ ଆମେ ରୋଷେଇ କାର୍ଯ୍ୟରେ ବ୍ୟବହାର କିରିଥାଉ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ତାହା ସହିତ ରଶୁଣ ଆମର ରୋଗ ପ୍ରତିରୋଧକ ଶକ୍ତି କୁ ବଢ଼ାଇଥାଏ |ସାଧାରଣତଃ ରସୁଣ ର ଗୋଟିଏ ପାଖୁଡା କୁ ପ୍ରତିଦିନ ଖାଲି ପେଟରେ ସେବନ ଫଳରେ ପେଟଜନିତ ସମସ୍ୟା ଯଥା ଡାଇରିଆ କିମ୍ବା କୋଷ୍ଠକାଠିନ୍ୟ ରୋଗରୁ ମୁକ୍ତି ପାଇପାରିବା | ଏହା ବ୍ୟତୀତ ରସୁଣ ହୃଦୟ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ଦେଇଥାଏ ଓ ରକ୍ତକୁ ଜମାଟ ବାନ୍ଧିବାକୁ ଦିଏ ନାହିଁ ଓ ହୃଦ ଜନିତ ସମସ୍ୟା କମ ଦେଖାଯାଇଥାଏ ବୋଲି ମଧ୍ୟ କୁହାଯାଉଛି | ଯାହା ରକ୍ତ ସଂଚାଳନ ରେ ମଧ୍ୟ ସାହାଯ୍ୟ କରିଥାଏ |ତାହା ବ୍ୟତୀତ ରସୁଣକୁ ଆମେ ଆୟୁ୍ବେଦିକ ଔଷଧ ରୂପରେ ମଧ୍ୟ ବ୍ୟବହାର କରିଥାଉ | ତେବେ ରସୁଣ କୁ ପାଣି ରେ ଫୁଟାଇ ଖାଇବା ଯୋଗୁ କଣ ଲାଭ ହୁଏ ଆସନ୍ତୁ ଜାଣିବା |

ପ୍ରସ୍ତୁତି ପ୍ରଣାଳୀ ଓ ବ୍ୟବହାର :-
ଆପଣ ମାନେ ଏହି ଉପଚାର ପ୍ରସ୍ତୁତି ପାଇଁ ଗୋଟିଏ ଗ୍ଲାସ ପାଣି ନେଇ ସେଥିରେ ରସୁଣ କୁ ଫୁଟାଇକି ସେହି ପାଣିକୁ ପିଇ ପାରିବେ ନହେଲେ ସେଥିରେ ମହୁ ମିଶାଇ ମଧ୍ୟ ପିଇପାରିବେ | ଆଉ ଏହାକୁ ଆପଣ ମାନେ ସବୁଦିନ ଖାଲି ବେତରେ ସେବନ କରିବେ |ତେବେ ଏହି ଉପଚାର ଡାଇରିଆ କିମ୍ବା କୋଷ୍ଠକାଠିନ୍ୟ ଭଳି ରୋଗରୁ ମୁକ୍ତି ଦେଇଥାଏ ଓ ଅନିନ୍ଦ୍ରା ଦୂର କରେ,ପରିସ୍ରା ଜନିତ ସମସ୍ୟା ଦୂର କରେ,ବିଷାକ୍ତ ପଦାର୍ଥକୁ ମଧ୍ୟ ଶରୀରରୁ ନିର୍ଗତ କରିବାରେ ସହାୟତା କରିଥାଏ | ଆମର ରକ୍ତ କୁ ସଫା କରିବାରେ ମଧ୍ୟ ଏହି ଘରେଇ ଉପଚାର ଟି ଆମର ବେଶ ସହାୟକ ହୋଇଥାଏ ବୋଲି ମଧ୍ୟ କୁହାଯାଉଛି |ତେବେ ଏହା ଥିଲା ସେହି ଘରେଇ ସାମଗ୍ରୀ ରସୁଣ ର ଉପକାରିତା ବିଷୟରେ କିଛି ସୂଚନା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment