Femily Tips – ମୟୂର ଚନ୍ଦ୍ରିକା ସାହାଯ୍ୟ ରେ ପୁତ୍ର ପ୍ରାପ୍ତି କରିବାର ଉପାୟ

କୁହାଯାଏ ଝିଅ ହେଉ ଵା ପୁଅ ତାହା ଆମର ହାତରେ ନ ଥାଏ | ଏହା ଭଗବାନ ଙ୍କର ହାତ ର କଥା ହୋଇଥାଏ | ତେବେ ପ୍ରତେକ ବ୍ୟକ୍ତି ଚାହିଁଥାନ୍ତି କି ତାଙ୍କର ପୁତ୍ର ସନ୍ତାନ ଟି ହେଉ ଯିଏକି ତାଙ୍କର କୂଳ ଆଉ ବଂଶ କୁ ଆଗକୁ ନେବ ଓ ସେମାନଙ୍କର କୂଳ କୁ ଉଦ୍ଧାର କରିବ | ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଉଛି କି ମୟୁର ଚନ୍ଦ୍ରିକା ର ସେବନ କରିକି ଆମେ ମାନେ ପୁତ୍ର ପ୍ରାପ୍ତି କରି ପାରିବା ଓ ନିଜ ର ବଂଶ କୁ ମଧ୍ୟ ଉଦ୍ଧାର କରି ପାରିବା | ତାହେଲେ ଆସନ୍ତୁ ବନ୍ଧୁଗଣ ଆଜି ଆମେ ଜାଣିବା ପୁତ୍ର ପ୍ରାପ୍ତ ପାଇଁ ଆମେ ମାନେ ମୟୁର ଚନ୍ଦ୍ରିକା କୁ କେମିତି ବ୍ୟବହାର କରିବା ସେ ବିଷୟରେ ସମସ୍ତେ କଥା |

କୁହାଯାଉଛି କି ପୁତ୍ର ପ୍ରାପ୍ତି ପାଇଁ ଆମେ ମାନେ ମୟୁର ଚନ୍ଦ୍ରିକା କୁ ବ୍ୟବହାର କରି ପାରିବା କିନ୍ତୁ ସେଥିପାଇଁ ଆମକୁ ପ୍ରଥମେ ମୟୁର ଚନ୍ଦ୍ରିକା କୁ ନେଇକି କିଛି କାଯ୍ୟ କରିବା ପାଇଁ ପଡିବ ଆଉ ତାହା ପରେ ଆମେ ମାନେ ସେବନ କରିକି ସେହି ମୟୁର ଚନ୍ଦ୍ରିକା କୁ ପୁତ୍ର ପ୍ରାପ୍ତି କରି ପାରିଵା | ତେବେ କୁହାଯାଉଛି କି ବିଶେଷ ଭାବରେ ଆମେ ମାନେ ପ୍ରଥମେ ଯୋଡ଼ା ମାସରେ ସହବାସ କରିବା ପାଇଁ ପଡିବ | ଆଉ ମୟୁର ଚନ୍ଦ୍ରିକା କୁ ଅଢେଇ ଓ ତିନି ମାସ ପ୍ରେଗନେଟ ହୋଇଥିବା ସମୟରେ ବ୍ୟବହାର କରିବା ପାଇଁ ପଡିବ |

ଆଉ ଯାହା କୁହାଯାଉଛି କି ପ୍ରଥମେ ଆମକୁ ବଡି ଭୋର 3:30 ରେ ଉଠିଵା ପାଇଁ ପଡିବ | ଆଉ ସ୍ନାନ କୁ ମଧ୍ୟ ସାରିବା ପାଇଁ ପଡିବ ତାହା ପରେ ଆମକୁ ଆବଶ୍ୟକ ପଡିବ ତାହା ହେଉଛି 3 ଟି ମୟୂର ଚନ୍ଦ୍ରିକା ଯାହାକୁ ଆମେମାନେ ବଜାରରେ ଅତି ସହଜରେ ପାଇପାରିବା | ଏହା ପରେ ସେହି ମୟୁର ଚନ୍ଦ୍ରିକା ର ନୀଳ ଅଂଶ କୁ କାଟି ନେବା ଆଉ ତାହା କୁ ଛୋଟ ଛୋଟ କରିକି ଗୁଣ୍ଡ ରେ ପରିଣତ କରିବା | ତାହା ପରେ ଆମେ ପୁରୁଣା ଗୁଡ଼ କୁ ନେବା ଆଉ ସେହି ମୟୁର ଚନ୍ଦ୍ରିକା ର ଗୁଣ୍ଡ କୁ ଗୁଡ଼ ସହିତ ମିଶାଇ ବୁଟ ଆକାରର ଛୋଟ ଛୋଟ ଗୋଲି କରିବା |

ତାହା ପରେ ଆମେ ମାନେ ଭଗବାନ କୃଷ୍ଣ ଙ୍କର ନାମ ନେଉ ସେହି ଗୋଲି କୁ ଗିଳି ଦେବା ଯେମିତି ସେହି ଗୋଲି ରେ ଦାନ୍ତ ଲାଗିବ ନାହିଁ, ତେବେ ଆପଣ ମାନେ କ୍ଷୀର ସାହାଯ୍ୟ ରେ ସେହି ଗୋଲି କୁ ଗିଳି ଦେବେ | ରବିବାର, ସୋମବାର ଓ ମଙ୍ଗଳବାର ଦିନ ଆପଣ ଏହି କାର୍ଯ୍ୟ ଟିକୁ କରି ପାରିବେ ବୋଲି କୁହାଯାଉଛି | ତାହା ପରେ ଆପଣ ମାନେ ଲଗାତାର 3 ଦିନ ଧରିକି କରିବେ | ଆଉ ସେହି ସମୟରେ ଆମିଷ ଖାଇବେ, ଓ ତଳେ ଅଲଗା ଶୋଇବେ |

ତେବେ ଏହା ଥିଲା ମୟୁର ଚନ୍ଦ୍ରିକା ରୁ ପୁତ୍ର ପ୍ରାପ୍ତି କରିବାର ସହଜ ଉପାୟ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment