ମଧୁମେହ ଜୀବନଶୈଳୀ – ଆପଣଙ୍କ ଚିକିତ୍ସା, ଖାଦ୍ୟ ଓ ଫିଟନେସ୍ କେମିତି କରିବେ ଜାଣନ୍ତୁ ? Dr. padmja redy

ଆଜିର ସମାଜରେ ଡାଇବେଟିସ ଗୋଟିଏ ମୁଖ୍ୟ ସମସ୍ୟା ହୋଇ ଗଲାଣି ଆଜିର ଜେନେରେସନ ପାଇଁ | ଆଉ ଯେଉଁଠି ଆମ ଭାରତରେ ଅଧାରୁ ଅଧିକ ଲୋକ ଡାଇବେଟିସ ବା ଅଧୁମେୟ ଜନିତ ରୋଗ ର ଶିକାର ହେଉଛନ୍ତି | ଆଉ ତାହା ସହିତ ଘରେ ଘରେ ନିଶ୍ଚୟ ଡାଇବେଟିସ ରେ ସଂକ୍ରମିତ ରୋଗୀ ଥିବାର ଦେଖିବାକୁ ମିଳିଛି ଆଉ ତାହା ସହିତ ସେମାନେ ଔଷଧ ମଧ୍ୟ ଜୀବନ ସାରା ଖାଉଥିବାର ଆପଣ ମାନେ ଜାଣିଥିବେ | ତେବେ ସେହି ଡାଇବେଟିସ କଣ ଆଉ କେଉଁ ସବୁ କାରଣ ପାଇଁ ଡାଇବେଟିସ ହୋଇଥାଏ ତାହାର ଲକ୍ଷଣ ଆଉ କାରଣ ଗୁଡିକ କଣ ରହିଛି ଆସନ୍ତୁ ଜାଣିବା |
ଡାଇବେଟିସ କଣ :-
ତେବେ ଯାହା କୁହାଯାଉଛି କି ବିଶେଷ କରିକି ଡାଇବେଟିସ ରେ ପପୀଡିତ ଲୋକଙ୍କ ଶରୀରରେ ଗ୍ଲୁକୋଜ ର ମାତ୍ର କମିଯାଇଥାଏ ଓ ଇନ୍ସୁଲିନ ଜନିତ ସମସ୍ୟା ଦେଖା ଯାଇଥାଏ ଆଉ ଯାହାକୁ ଆମେ ଡାଇବେଟିସ ବୋଲି କହିଥାଉ | ତେବେ ଏହି ଡାଇବେଟିସ ଆଜିର ଲୋକ ମାନଙ୍କର ଖାଇବା ର ଅସଙ୍ଗଜମତା ଯୋଗୁ ହେଉଛି ବୋଲି କୁହାଯାଉଛି | ଆଉ ମେଦ ବହୁଳତା ଏହା ର ମୁଖ୍ୟ କାରଣ ହେଉଛି ଆଉ ଯାହା ଫଳରେ ଡାଇବେଟିସ ର ପରିମାଣ 200 ଓ ତାହା ଠାରୁ ଅଧିକ ହେବାକୁ ଲାଗୁଛି | ତେବେ ଏହି ଡାଇବେଟିସ ଦୁଇ ପ୍ରକାରର ଗୋଟିଏ ଟାଇପ 1 ଓ ଟାଇପ 2 ହୋଇଥାଏ ବୋଲି କୁହାଯାଉଛି |ତେବେ ଅନେକ ସମୟରେ ଜିନ ଯୋଗୁ ମଧ୍ୟ ଡାଇବେଟିସ ହୋଇଥାଏ ବୋଲି କୁହାଯାଉଛି |

ଡାଇବେଟିସ ର ଚିକିତ୍ସା କେମିତି କରିବେ ଓ ଖାଦ୍ୟ ଉପରେ କଣ ଗୁରୁତ୍ୱ ଦେବେ :-

ପ୍ରଥମତଃ ଡାଇବେଟିସ ପାଇଁ ଆମେ ଡାକ୍ତର ଙ୍କ ପାଖରୁ ପରାମର୍ଶ ନେବା ଆବଶ୍ୟକ ହୋଇଥାଏ ବୋଲି କୁହାଯାଇଥାଏ | ଏହା ଛଡା ଆମେ ନିଜର ଡାଏଟ ଉପରେ ବିଶେଷ ଭାବରେ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ ବୋଲି କୁହାଯାଉଛି | ତେବେ ବିଶେଷ କରିକି 200 ଗ୍ରାମ ର କାରବୋହାଇଡ୍ରେଟ ଖାଇବା ର ଆବଶ୍ୟକତା ଅଛି | ତାହା ବ୍ୟତୀତ 60-65 ଗ୍ରାମ ପ୍ରୋଟିନ ପର ଡେ | ଆଉ ତାହା ସହିତ ଫେଟ ରହିଛି 10-20% ରହିବା ଆବଶ୍ୟକ | ଏହା ସହିତ ଫଳ କୁ ଆପଣ ଖାଇ ପାରିବେ | ଏହା ଛଡ଼ା ଡକ୍ଟର ଙ୍କ ପାଖକୁ ଯାଇ ପ୍ରତି ମାସ ରେ ବ୍ଲଡ଼ ରେ ସୁଗାର ଲେବୁଲ କୁ ଟେଷ୍ଟ କରିବା ଆବଶ୍ୟକ |ଡାଇବେଟିସ ର ଶେଷ ଷ୍ଟେଜ ହେଉଛି ଚକ୍ଷୁ ଆକ୍ରାନ୍ତ ହେବା ତେଣୁ ଚକ୍ଷୁ ଜନିତ ସମସ୍ୟା ଦେଖା ଗଲେ ତୁରନ୍ତ ଡକ୍ଟର ଙ୍କର ପରାମର୍ଶ ନେବା ଆବଶ୍ୟକ ହୋଇଥାଏ |

ଡାଇବେଟିସ ପାଇଁ ଏକସେସାଇଜ :-
ତେବେ ଆପଣ ମାନେ ଜାଣିଥିବେ କି ଖାଦ୍ୟ ସହିତ ପ୍ରପୋର ଡାଏଟ କରିବାର ଆବଶ୍ୟକତା ରହିଛି ଓ ତାହା ସହିତ ନିୟମିତ ଏକସେସାଇଜ ମଧ୍ୟ ଡାଇବେଟିସ ପେସେଣ୍ଟ ପାଇଁ ଭଲ ହୋଇଥାଏ ବୋଲି କୁହାଯାଏ | ତେବେ ଦିନକୁ 30 ମିନିଟ ବ୍ୟାମ କରିବା ସହିତ ସକାଳେ କିଛି ସମୟ ଖାଲି ପାଦ ରେ ଚଳିବା ଆବଶ୍ୟକ ରହିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment