ଓଃ କି ଡ୍ୟାନ୍ସ ! ” ମେୟା ଯୋଶାଦା ” ଗୀତରେ ନୂଆ ବୋହୂ ର ଜବରଦସ୍ତ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ଆପଣ ମାନେ ପ୍ରାୟତଃ ସୋସିଆଲ ମିଡିଆ ରେ ମଜାଳିଆ ଏବଂ ଭାଇରାଲ୍ ଭିଡିଓ ଦେଖିଥାଉ। ଯାହା ଆମକୁ ମନୋରଞ୍ଜନର ଖୋରାକ୍ ଯୋଗାଇ ଥାଏ। ନିକଟ ରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଙ୍କୁ ଖୁସି ଲାଗିବ ନିହାତୀ। ଭିଡିଓ ଟି ଏକ ବିବାହ ଉତ୍ସବ। ଯେଉଁ ଥିରେ ନବ ବିବାହିତା ଯୁବତୀ ଜଣ ଙ୍କ ମଞ୍ଚ ଉପରେ ନାଚୁ ଥିବା ର ନଜର ଆସୁଛନ୍ତି।

ପ୍ରେମ ସଂପର୍କ ଓ ପରେ ତାଙ୍କର ଜଣେ ସମ୍ପର୍କୀୟ ଗୀତ ଲାଗନ୍ତି ଓ ନାଚି ଥିଲେ ଓ ଏହି ପରି ଘଟଣା ବହୁତ ସାମ୍ନାକୁ ଆସୁଛି କିନ୍ତୁ ଆଜି ଆମେ ଆପଣ ଙ୍କୁ ଗୋଟିଏ ନବ ବିବାହିତା ମହିଳା ଜଣକ ଏପରି ନାଚ ବିଷୟ ରେ କହିବୁ ଯାହା ଦେଖିବା ମାତ୍ରେ ଆପଣ ଫିଲ୍ମ୍ ନାଚ ମଧ୍ୟ ଭୁଲି ଯିବେ , ତେବେ ଏଠାରେ ଜଣେ ନବ ବିବାହିତା ମହିଳା ଙ୍କ ନାଚ ଭାଇରାଲ ହୋଇଛି , ଯେଉଁ ଠାରେ ନବ ବିବାହିତା ମହିଳା ଙ୍କ ଡ଼ୟାନ୍ସ କରିଛି ଓ ଏହା ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରାଲ ହେଉଛି ।

ତେବେ ସେ ମେୟା ଯଶୋଦା ମେ ତେରୀ କାହିୟାଆ ବୋଲି ଖୋଜୁଛି ମନ ନାମକ ଏକ ଗୀତ ରେ ଡ୍ୟାନ୍ସ କରିଛନ୍ତି ଯେଉଁ ଥିରେ ସେ ନବ ବିବାହିତା ମହିଳା ଜଣକ ନାଚୁ ଥିଲେ ଏହା ଦେଖି ସେମାନେ ତାଙ୍କ ଚାରି ପେଟ ବୁଲେଇକି ଟଙ୍କା ବୁଣି ଥିଲେ ସମେତ ଏକ ଦଶମ ଶ୍ରେଣୀ ର ପୁଅ ମଧ୍ୟ ନାଚିଛି , ତେବେ ସେମାନ ଙ୍କ ଡ୍ୟାନ୍ସ ର ମନ ମୁଗ୍ଧ କର ଅଟେ , ଗୀତ ର ତାଳ ରେ କିପରି ଝିଅ ଟି ତା’ର ପାଦ ଝୁମୁଛି ତାହା ଦେଖିବା ମାତ୍ରେ ନିଆରା ଲାଗୁଛି , ଏତେ ସୁନ୍ଦର ଭାବେ ଝିଅ ଟି ନାଚିଛି ଯେ ସ୍କୁଲ ର ସମସ୍ତ ପିଲା ଙ୍କ ନଜର ଠାରୁ ଆରମ୍ଭ କରି ଶିକ୍ଷକ ପର୍ଯ୍ୟନ୍ତ ସମସ୍ତ ଙ୍କ ମନ ଆକର୍ଷିତ କରିଛି ,

ତେବେ ଏହା ଭିଡିଓ ରେକର୍ଡ ହୋଇ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରାଲ ହେଉଛି , କେତେକ ଝିଅ ଏପରି ଅଛନ୍ତି ଯେଉଁ ମାନେ କି ନିଜ ଭିତରେ ଥିବା ପ୍ରତିଭା ଶାଳୀ ଗୁଣ ଦେଖାଇ ପାରୁ ନାହାଁନ୍ତି , ଯାହା ଦ୍ଵାରା ଆମ ସମାଜ ପଛରେ ରହି ଯାଉଛି ତେବେ ଆପଣ ଏହି ନବ ବିବାହିତା ମହିଳା ଟି ନାଚ ସୋସିଆଲ ମିଡ଼ିଆ ରେ କିପରି ଭାଇରାଲ ହେଵ କିପରି ସେ ତାର ପ୍ରତିଭା ଦେଖାଇ ପାରିବ। ଆଜି କାଲି ସୋସିଆଲ ମିଡିଆରେ ସମସ୍ତେ ତାଙ୍କ ତାଙ୍କର ନିଜ ନିଜର ଟେଲେଣ୍ଟ ଦେଖିବାକୁ ପାଉଥିବେ । କିନ୍ତୁ ଏହି ନବ ବିବାହିତା ବୋହୂ ଙ୍କୁ ନାଚ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓ ଟି ସୋସିଆଲ ମିଡିଆ ରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment