Odia Vastu Tips -ମହିଳା ମାନଙ୍କର ଏହି ଜାଗାରେ କଳାଜାଇ ଥିଲେ ସ୍ବାମୀ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାଏ…

ଦର୍ଶକ ବନ୍ଧୁ କୁହାଯାଏ ଯେ ପ୍ରାଚୀନ ହିନ୍ଦୁ ଗ୍ରନ୍ଥ ସମୁଦ୍ର ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ | ମଣିଷ ଶରୀରର ଅଙ୍ଗ ପ୍ରତଙ୍ଗ ଏବଂ ଅଙ୍ଗର ଆଧାର ରେ ଭବିଷ୍ୟତ ବିଷୟରେ ଲୁଚି ରହିଥିବା କିଛି ଵିଧି ବିଷୟରେ କୁହାଯାଇଛି | ସମୁଦ୍ର ଶାସ୍ତ୍ର ଅନୁସାରେ ବ୍ୟକ୍ତି ର ଶରୀର ଥିବା କଳା ଜାଇ ତାହାର ବ୍ୟକ୍ତିତ୍ୱ ବିଷୟରେ ବହୁତ କଥା କହିଥାଏ ବୋଲି କୁହାଯାଏ | ତେବେ ପ୍ରାଚୀନ ରୁଷି ଙ୍କ ମାନ୍ୟତା ଅନୁସାରେ ଗ୍ରହ ର ସ୍ଥିତି କାରଣ ହିଁ ମଣିଷ ଶରୀର ଅଲଗା ଅଲଗା ସ୍ଥାନରେ କଳା ଜାଇ ଥାଏ | ତେବେ ଶରୀର ବନିଥିବା କଳା ଯାଇ ଆଧାରରେ ଆମେ ସେହି ମଣିଷର ସ୍ଵଭାଵ ଓ ସେହି ବ୍ୟକ୍ତି କେବେ ଧନବାନ ବନିବ ଓ ତାକୁ କେବେ ଚାକିରୀ ମିଳିବ ଏହା ସହିତ ତାହାର ଜୀବନ ସାଥି କିପରି ମିଳିବ ତାକୁ ଆମେ ଅତି ସହଜ ରେ ଜାଣିପାରିବା | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସେ କଳା ସମ୍ପର୍କରେ |

(1) ମଥାରେ କଳା ଜାଇ :-
ଦର୍ଶକ ବନ୍ଧୁ ସମୁଦ୍ର ଶାସ୍ତ୍ର ଅନୁସାରେ ମଥାରେ କଳା ଜାଇ ଥିଲେ ବହୁତ ଶୁଭ ମନା ଯାଇ | ଏମାନେ ବହୁତ ବୁଦ୍ଧି ମାନ ହେବା ସହିତ ଘରକୁ ଧନ କମେଇବା ଵାଲା ହେଇଥାନ୍ତି| ଏହା ସହିତ ଆପଣଙ୍କୁ ଦୁନିଆ ବୁଲିବା ର ସୁଯୋଗ ମଧ୍ୟ ମିଳିଥାଏ | ଯଦି ଆପଣଙ୍କ ମଥାରେ ଡାହାଣ ପଟେ କଳା ଜାଇ ଅଛି ତାହାଲେ ଆପଣ ବହୁତ କଂଜୂସ ବ୍ୟକ୍ତି ଓଟନ୍ତି | ଆପଣଙ୍କ ଜୀବନ ରେ ଅପାର ଧନ ରୋଜଗାର କରିବେ ହେଲେ ଆପଣ ଏହାକୁ କେବଳ ସଂଚୟ କରି ରଖିବେ | ହେଲେ ଏହାର ଉପଭୋଗ କରି ପାରିବେ ନାହିଁ କି ଅନ୍ୟ କାହାର ସାହାଯ୍ୟ କରିପାରିବେ ନାହିଁ | ଯଦି ଆପଣଙ୍କ ମଥାରେ କଳା ଜାଇ ଅଛି ତାହାଲେ ଆପଣ ଜଣେ ମହାନ ବ୍ୟକ୍ତି ଓଟନ୍ତି | ଏହା ସହିତ ଆପଣଙ୍କୁ ଏକ ଭଲ ଜୀବନ ସାଥି ମିଳିବ ଯିଏକି ଆପଣଙ୍କ ଭଲ ଯତ୍ନ ନେବ |
(2) ବାହୁ ରେ ଉପରେ କଳା ଜାଇ :-
ଦର୍ଶକ ବନ୍ଧୁ ଯଦି ଆପଣଙ୍କର ବାହୁ ଉପରେ କଳା ଜାଇ ଅଛି ତାହାଲେ ଏହାକୁ ବହୁତ ସ୍ଵଭାଗ୍ୟ ର ପ୍ରତୀକ ବୋଲି କୁହାଯାଏ | ଏହା ସହିତ ଯେଉଁ ମହିଳା ଙ୍କର ଦୁଇ ବାହୁରେ କଳା ଯାଇ ଦେଖାଯାଏ ତାକୁ ବହୁତ ଭାଗ୍ୟବାନ ବୋଲି କୁହାଯାଏ | ଏହିପରି ମହିଳା ଯେଉଁ ଘରକୁ ବିବାହ କରି ଯାଇଥାନ୍ତି ସେହି ଘରେ ସୁଖ ଶାନ୍ତି ତିଷ୍ଠି ରହିଥାଏ | ଯଦି ଯେଉଁ ବ୍ୟକ୍ତି ର ବାମ କିମ୍ବା ଡାହାଣ ପଟେ କଳା ଜାଇ ଥାଏ ତାହାଲେ ସେହି ବ୍ୟକ୍ତିଙ୍କୁ ବିବାହ ପୂର୍ବରୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ |
(3) ଆଖି ଉପରେ କଳା ଜାଇ :-ଯେଉଁ ବ୍ୟକ୍ତି ର ଡାହାଣ ଆଖି ଉପରେ କଳା ଜାଇ ରହିଥାଏ ସେହି ବ୍ୟକ୍ତି ଶୀଘ୍ର ଧନୀ ହେଇଯାଇଥାନ୍ତି | ଏହା ସହିତ ଭବିଷ୍ୟତ ରେ ଏମାନେ ବହୁତ ନାମ କମେଇଥାନ୍ତି |(4) ଛାତିରେ କଳା ଜାଇ :-ଯେଉଁ ମହିଳା ଙ୍କର ଛାତିରେ କଳା ଜାଇ ଥାଏ ତାହାକୁ ସରକାରୀ ଚାକିରୀ ମିଳିଥାଏ | ଯଦି ଏହା ପୁରୁଷ ଙ୍କ ଠାରେ ଦେଖା ଦିଏ | ତାହାଲେ ସେ ବହୁତ ସାମର୍ଥିୟ ଶାଳୀ ହେଇଥାନ୍ତି |(5) କାନ ରେ କଳା ଜାଇ :-ଏହି ବ୍ୟକ୍ତି ମାନେ ବହୁତ ବୁଝିଲା ଵାଲା ହେଇଥାନ୍ତି | ଏମାନଙ୍କ ପାଖରେ ଟଙ୍କା ପଇସା ଯିବା ଆସିବା କରିଥାନ୍ତି |(6) ଓଠରେ କଳା ଜାଇ :-ଏହିପରି ଲୋକଙ୍କ ଭାଗ୍ୟ ସବୁବେଳେ ଏମାନଙ୍କ ସାଥ ଦେଇଥାଏ |(7)କାନ୍ଧରେ କଳା ଜାଇ :-ପୁରୁଷ ଙ୍କ କାନ୍ଧରେ କଳା ଜାଇ ଥିଲେ ସେମାନଙ୍କୁ ଅଧିକ ପରିଶ୍ରମୀ ମନା ଯାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment