ଓଃ କି ଡ୍ୟାନ୍ସ ! MISTY ରିଏଲସେଲ Class ରେ କଲେ ଜବରଦସ୍ତ ରୋମାଣ୍ଟିକ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ସାମ୍ନା କୁ ଆସିଛି ଯାହା ସମସ୍ତଙ୍କୁ ବେଶ ପସନ୍ଦ ଆସିଛି ବୋଲି କୁହାଯାଉଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ଡାନ୍ସ ପ୍ରାକ୍ଟିସ କରିବାକୁ ଲାଗିଛନ୍ତି ମିଷ୍ଟି | ଆଉ ଡାନ୍ସ ପ୍ରାକ୍ଟିସ ସମୟରେ ମନ ଖୁଲି କି ଡାନ୍ସ କରିବାକୁ ଲାଗିଛନ୍ତି ବୋଲି କୁହାଯାଉଛି |ଆଉ ତାହା ସହିତ ମିଷ୍ଟି ଙ୍କର ମଜା ମସ୍ତି କରୁଥିବାର ଭିଡ଼ିଅ ମଧ୍ୟ ଦେଖିବାକୁ ମିଳିଛି ଆଉ ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ହେଉଛି ଓଡ଼ିଶାର ଜଣେ ବେଶ ଜଣା ଶୁଣା ଓଡ଼ିଆ ଭ୍ଲୋଗର ଙ୍କର ଆଉ ମିଷ୍ଟି, ସ୍ଵାତି ଓ ସାଇ ଚେନାଲ ରେ ସୁନ୍ଦର ଭାବରେ ଭାଇରାଲ ହେବାକୁ ଲାଗିଛି ମିଷ୍ଟି ଙ୍କର ଡାନ୍ସ ପୋରଫୋମେନ୍ସ ର ଭିଡ଼ିଓ | ଆଉ ଯେଉଁ ଭିଡ଼ିଓ ରେ ମିଷ୍ଟି ଙ୍କର ଆଗକୁ ଆସିବାକୁ ଥିବା ନୂଆ ଆଲବମ ବିଷୟରେ କୁହାଯାଇଛି ଆଉ ନୂଆ ଆଲବମ ପାଇଁକି ମିଷ୍ଟି କେଉଁ ଭଳି ଭାବରେ ପ୍ରିପାରେସନ କରୁଛନ୍ତି ସେ ବିଷୟରେ ମଧ୍ୟ ଭିଡ଼ିଓ ରେ ଦେଖିବାକୁ ମିଳିଛି | ଆଉ ଯେଉଁଥିରେ ଦେଖିବାକୁ ମିଳିଛି ମିଷ୍ଟି ମଧ୍ୟ ତାଙ୍କର ଏହି ନୂଆ ଆଲବମ ପାଇଁକି ବେଶ ଏକ୍ସାଇଟେଡ଼ ଥିବାର ଦେଖିବାକୁ ମିଳିଥିଲା |

ଆଉ ଏହି ଭିଡ଼ିଓ ରେ ପ୍ରଥମେ ମିଷ୍ଟି ଶୋଇକି ଉଠିଲା ପରେ ସେ ପାଠ ପଢା ପଢି କରିବାକୁ ଲାଗିଛି | ଆଉ ଏହି ପାଠ ପଢ଼ାରେ ମିଷ୍ଟି କୁ ମାଡ଼ ହୁଏ ବୋଲି ମିଷ୍ଟି ଙ୍କ ବାପା କହିବାରୁ ଝଗଡା କରିବାକୁ ଲାଗିଛି ମିଷ୍ଟି ତାଙ୍କର ବାପା ଙ୍କ ସହିତ ଆଉ ତାଙ୍କର ବାପା ମଧ୍ୟ ମାଡ଼ ଖାଇଥାନ୍ତି ବୋଲି କହିଛନ୍ତି |ତାହା ପରେ ମିଷ୍ଟି ଙ୍କ ସହିତ ତାଙ୍କର ବାପା, ମା ଓ ଭଉଣୀ ଖାଇବା ପାଇଁ ବସିଛନ୍ତି ଭାତ, ଡାଲି ସହିତ କଲରା ଭଜା ଓ ସାଙ୍ଗକୁ ଆମ୍ବ ଆଚାର ଖାଇ ସେମାନେ ବାହାରି ଯାଇଛନ୍ତି ମିଷ୍ଟି ର ଡାନ୍ସ ପ୍ରାକ୍ଟିସ ପାଇଁକି |

ଆଉ ସେଠାରେ ମିଷ୍ଟି ମଧ୍ୟ ପୂର୍ବରୁ ପ୍ରାକ୍ଟିସ କରିଥିବା ଡାନ୍ସ ଦେଖାଇଛି | ତେବେ ମିଷ୍ଟି ର ନୂଆ ଆଲବମ ଆସୁଥିବାରୁ ଡାନ୍ସ ପ୍ରାକ୍ଟିସ ର ଶେଷ ଦିନରେ ଜୋରଦାର ଡାନ୍ସ କରିଛି ମିଷ୍ଟି |ତେବେ “ମେଘରେ ମେଘରେ ମେଘ “ଗୀତ ରେ ମିଷ୍ଟି ଡାନ୍ସ ପ୍ରାକ୍ଟିସ କରୁଛି ଆଉ ତାଙ୍କ ସହିତ ଡାନ୍ସ ମାଷ୍ଟର ଜଣ ଙ୍କ ମଧ୍ୟ ଡାନ୍ସ କରୁଥିବାର ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ଭିଡ଼ିଓ ଟିରେ | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚା ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment