ଦେଖନ୍ତୁ Shocking ଭିଡ଼ିଓ : ମା ବାଟମାଙ୍ଗଳା ଏବେ ବି ଜୀବିତ, ରାତିହେଲେ ମା ବାହାରୁଚି ମଣିଷ ରୂପରେ…

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ କିଛି ଏଭଳି ଘଟଣା ଗୁଡିକ ବେଳେ ବେଳେ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହା କୁ ଦେଖିଲେ ଆପଣ ମାନେ ସହଜରେ ବିଶ୍ୱାସ କରି ପାରିବେ ନାହିଁ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ମା ବାଟ ମଙ୍ଗଳା ଙ୍କର ଅଲୌକିକ ଲୀଳା ବିଷୟରେ କିଛି କଥା |ଯେଉଁଠି ମା ସବୁବେଳେ ଭକ୍ତ ମାନଙ୍କର ରକ୍ଷା କରିବା ପାଇଁ ଦର୍ଶକ ମାନଙ୍କୁ ଦେଖା ଦେଇଥାନ୍ତି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ କି ବିପଦ ଆପଦରେ ପଡିଲେ ଆମେ ମାନେ ମା ଙ୍କୁ ସ୍ମରଣ କରିଥାଉ | ଆଉ ମା ଙ୍କର ଦୟା ରୁ ଆମେ ମାନେ ଅସମ୍ଭବ କାର୍ଯ୍ୟ କୁ ମଧ୍ୟ ସମ୍ଭବ କରି ପାରିଥାଉ | ଆଉ ବର୍ତ୍ତମାନ ସେହି ମା ଙ୍କର ମହିମା ବିଷୟରେ ଗୋଟିଏ କଥା ଭାଇରାଲ ହେବାରେ ଲାଗିଛି |ଆଉ ଯେଉଁଠି କୁହାଯାଉଛି କି ମହାପ୍ରଭୁ ଜଗନ୍ନାଥ ଙ୍କର ଦର୍ଶନ ପାଇଁ ଗାଡ଼ି ରେ ବାହାରି ଯାଇଛନ୍ତି ଭକ୍ତ ମାନେ | ଆଉ ସମସ୍ତେ ବାହାରୁଥିବା ସମୟରେ ସେମାନଙ୍କର ରାସ୍ତାରେ ଗାଡ଼ି ମଧ୍ୟ ଖରାପ ହୋଇ ଯାଇଛି |

ଆଉ ତାହାରି ଭିତରେ ଏପଟେ ଘନ କୁହୁଡି ର ପ୍ରକୋପ ଦେଖିବାକୁ ମିଳିଥିବା ବେଳେ ଅନ୍ୟ ପଟରେ ଦେଖିବାକୁ ମିଳିଛି ପାହାଡିଆ ରାସ୍ତା ରେ ଯିବା ଆସିବାର କୌଣସି ସୁବିଧା ନାହିଁ ବର୍ଷା ସାଙ୍ଗକୁ ଘଡ ଘଡି ରେ ପୃଥିବୀ ପୁରା ପୁରୀ କମ୍ପି ଉଠୁଥିବା ବେଳେ ଲୋକ ମାନେ ଗାଡ଼ି ଭିତରେ ଭୟଭୀତ ହୋଇ ଯାଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା |ଆଉ ସେହି ସମୟରେ କୁହାଯାଉଛି କି ଜଣେ ବୃଦ୍ଧ ଆସିଥିଲେ ଗାଡ଼ି ସାମ୍ନା କୁ | ଆଉ ସେ କହିଥିଲେ କି ସେ ସେଠାକୁ ଫୁଲ ତୋଳିବା ପାଇଁ ଆସିଛନ୍ତି ଆଉ ତାହା କହି ହାତରେ ଧରିଥିବା ଫୁଲ କୁ ଦେଖାଇଥିଲେ |

ତାହା ସହିତ କହିଥିଲେ କି ଏହି ରାସ୍ତା ରେ ମା ଅଛନ୍ତି କିଛି ବି ଅମଙ୍ଗଳ ହେବ ନାହିଁ ଆଉ ତାଙ୍କର ଘର ରାସ୍ତା ରେ ଆଗକୁ ଗଲେ ବାମ ପଟରେ ପଡିବ |ଏହା ସହିତ ସେ ମା ଙ୍କୁ ମଧ୍ୟ ଡ଼ାକିବ ପାଇଁ କହି ଘନ କୁହୁଡି ଭିତରେ ଉଭାଇ ଯାଇଥିଲେ କୁଆଡ଼େ ବୁଦ୍ଧି ଜଣଙ୍କ | ଆଉ ତାହା ପରେ ସେହି ରାସ୍ତା ରେ ଗାଡ଼ି ଭିତରେ ବସିଥିବା ଲୋକ ମାନେ ମା ଙ୍କର ଦର୍ଶନ କରିଥିଲେ ଆଉ ତାହା ପରେ ପୁରୀ ଯାଇଥିଲେ ବୋଲି କୁହାଯାଉଛି |ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment