ମଡର୍ଣ୍ଣ ଯୁଗର ଯୁଗର ଷଡ଼ର୍ଣ୍ଣ ଛୁଆ xpress ଟ୍ୟାଲେଣ୍ଟେଡ… ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ…

ତେବେ ବନ୍ଧୁଗଣ ଅନେକ ପ୍ରକାରର ଭିଡ଼ିଓ ମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ବହୁତ ଖୁସି ଲାଗିଥାଏ ଆଉ ଆମ ମନ ଖୁସି ହୋଇ ଯାଇଥାଏ ବୋଲି କୁହା ଯାଇଥାଏ |ତେବେ ସେହି ଭଳି ଏକ ଭିଡ଼ିଓ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି କୁନି ପୁଅ ଟେ ଦେଖାଇବାକୁ ଲାଗିଛି ତାର ପାଖରେ ଥିବା ଜବରଦସ୍ତ ଟେଲେଣ୍ଟ କୁ ଆଉ ଯାହାକୁ ଆପଣ ମାନେ ମଧ୍ୟ ଦେଖିଲେ ଖୁସି ହୋଇଯିବେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଟି ଉପରେ ନଜର ପକାଇବା |

ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ହେଉଛି ଜଣେ ଛୋଟ ପିଲା ର | ଆଉ ଯେଉଁଠି ଛୋଟ ପିଲା ଟି ଗାଁ ର ତାଙ୍କର କେତେଜଣ ସାଥି ପିଲା ମାନଙ୍କ ସହିତ ମିଶିକି ମୋଜା ମସ୍ତି କରୁଥିବାର ଦେଖିବାକୁ ମିଳିଥିଲା | ଆଉ ଯାହା କୁହାଯାଉଛି କି 4-5 ବର୍ଷ ର ହେବ ଏହି କୁନି ପୁଅ ଟି | ଆଉ ତାକୁ ଯେତେବେଳେ ତାହାର ନାଁ ପଚାରା ଯାଉଛି ସେତେବେଳେ ସେ ତାହାର ନାଁ ବଳଭଦ୍ର ଟୁଁଙ୍ଗୁରିଆ ବୋଲି କହୁଛି | ଆଉ ସେ କଣ କରୁଛି ବୋଲି ପଚାରିବାକୁ ସେ ମୁଢି ଖାଉଛି ବୋଲି କହିବାକୁ ଲାଗୁଛି |

ଆଉ ଦେଖିବାକୁ ମିଳିଛି କି ଛୋଟ ପିଲା ଟିକୁ ଯାହା ବି ପାଠ ପୋଚରା ଯାଉଛି ସେ ବେଶ ଭଲ ଭାବରେ ସମସ୍ତ ପ୍ରଶ୍ନ ର ଉତ୍ତର ଦେବାକୁ ଲାଗୁଛି | ଆଉ ସେ ଅ ଆ ମଧ୍ୟ ଡାକିବା ସହିତ ଏ ବି ସି ଡ଼ି ମଧ୍ୟ ଡାକିବାକୁ ଲାଗୁଛି | ଆଉ ଛୋଟ ଛୁଆଁ ଟିର ଏହି ଭଳି ଭିଡ଼ିଓ କୁ ସମସ୍ତେ ପ୍ରାୟ ପସନ୍ଦ କରିବାକୁ ଲାଗିଛନ୍ତି ଆଉ ବହୁତ ଭଲ ପାଇବା ମଧ୍ୟ ମିଳିଛି ଛୋଟ ଛୁଆଁ ଟିର ଏହି ଭଳି ଭିଡ଼ିଓ ପାଇକି ବୋଲି କୁହାଯାଉଛି |ତେବେ ଏହା ସହିତ ଏହି କୁନି ପୁଅ ଟି ପାଖରେ ଅନ୍ୟ ଟେଲେଣ୍ଟ ମଧ୍ୟ ରହିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଛି |

ଆଉ ଯେଉଁଠି ଦେଖିବାକୁ ମିଳିଛି କି ଛୋଟ ଛୁଆଁ ଟିକୁ ଯେତେବେଳେ ଗୀତ ଗାଇବାକୁ କୁହାଯାଇଛି ସେତେବେଳେ ସେ ଗୀତ ଜାଣିନି ବୋଲି କହୁଛି |ମାତ୍ର ଯେତେବେଳେ ଛୋଟ ଛୁଆଁ ଟିକୁ ଡିଜେ ବଜେଇବା କଥା କୁହାଯାଇଛି ସେତେବେଳେ ବହୁତ ସୁନ୍ଦର ଭାବରେ ଡିଜେ କୁ ନିଜ ପାଟିରେ ବଜେଇବାକୁ ଲାଗିଛନ୍ତି ପିଲା ଜଣଙ୍କ | ଆଉ ଛୋଟ ପିଲା ପାଖରେ ଏହି ଭଳି ଟେଲେଣ୍ଟ ସମସ୍ତଙ୍କ ବେଶ ଆକୃଷ୍ଟ କରେଇଛି | ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment