Femily Tips – ମୋର ପୁଅ ହେବା ପାଇଁ କେମିତି କରିଥିଲି Planning🤔🤔🤰🤱ଦେଖନ୍ତୁ ଭିଡ଼ିଓ

ଏହି ଦୁନିଆରେ ସବୁଠାରୁ ମହତ୍ୱପୂର୍ଣ୍ଣ ଭୂମିକା କେବଳ ଗୋଟିଏ ମା ହିଁ ଲିଭେଇ ଥାଏ । ଏବଂ ସବୁ ଝିଅ ଙ୍କର ମା ବନିବା ଏକ ପ୍ରକାର ର ସୌଭାଗ୍ୟ ଅର୍ଜନ କରିବା ସହ ସମାନ ହୋଇଥାଏ । ଆମ ସମାଜରେ ଏମିତି ମଧ୍ୟ କୁହାଯାଏ କି ଗୋଟିଏ ଝିଅ ମା ହେବା ପରେ ହିଁ ତାର ପ୍ରକୃତ ଜୀବନର ମୁଲ୍ୟ ସାର୍ଥକ ହୋଇଥାଏ । ଉଲେକ୍ଷ୍ୟଯୋଗ୍ୟ ଯେ , ବିବାହ ପରେ ମା ହେବା ପ୍ରାୟ ସମସ୍ତେ ମହିଳା ଙ୍କର ଇଚ୍ଛା ରହିଥାଏ । ମାତ୍ର କେତେକ ମହିଳା ବିବାହର ପରେ ପରେ ହିଁ ମା ହେବାର ସୌଭାଗ୍ୟ ଅର୍ଜନ କରିଥାନ୍ତି।

ତେବେ ଆମେ ଆପଣଙ୍କୁ କହିରଖୁଛୁ ଯେ, ଗୋଟିଏ ମା ପାଇଁ ପୁଅ ଓ ଝିଅ ମଧ୍ୟରେ କୌଣସି ଫରକ ନଥାଏ କିନ୍ତୁ ଏହି ସମାଜ ତାହାକୁ ଆଶ୍ରୟ ଦିଏ ।ତେବେ ଅନେକ କ୍ଷେତ୍ରରେ ଦେଖାଯାଇଛି ଯେ ଅନେକ ଲୋକ ଏକ ପୁତ୍ର ସନ୍ତାନ ଟିଏ ଚାହିଁଥାନ୍ତି। ତେବେ ଆମେ ଆଜି ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମ ରେ ଏମିତି ଏକ ଉପାୟ ଜଣାଇବୁ ଯାହା କରିବା ଦ୍ୱାରା ଆପଣଙ୍କୁ ନିଶ୍ଚିତ ଭାବରେ ଏକ ପୁତ୍ର ସନ୍ତାନ ଟି ଏ ପ୍ରାପ୍ତ ହେବ।

ବନ୍ଧୁଗଣ ଆମେ ଆପଣଙ୍କୁ ଜଣେଇ ଦେବାକୁ ଚାହୁଁଛୁ ଯେ, ଜଣେ ଗର୍ଭବତୀ ମହିଳାଙ୍କ ର ଗର୍ଭରେ ଥିବା ପିଲାଟି ପୁତ୍ର ସନ୍ତାନ ହେବ କି କନ୍ୟା ରତ୍ନ ହେବ ତାହା ଉଭୟ ସ୍ୱାମୀ ସ୍ତ୍ରୀ ଙ୍କର ମିଳନ ତଥା ସହବାସ ଉପରେ ନିର୍ଭର କରିଥାଏ।ଖାଲି ଏତିକି ନୁହେଁ ବରଂ ଆପଣଙ୍କ ର ପିଲା ଟି ଭଲ ସ୍ୱଭାବ ର ହେବ କି ଖରାପ ସ୍ୱଭାବ ର ହେବ ,ଅଳ୍ପ ଆୟୁଷି ହେବ କି ଦୀର୍ଘାୟୁ ହେବ ତାହା ମଧ୍ୟ ପତି ଓ ପତ୍ନୀ ଙ୍କର ମିଲନ ର ସମୟ ଏବଂ ମହିଳା ଙ୍କର ମାସିକ ଋତୁସ୍ରାବ ହେବାର ସମୟ ଉପରେ ନିର୍ଭର କରିଥାଏ।

ତେବେ ଶାସ୍ତ୍ର ଅନୁସାରେ, ମହିଳା ମାନଙ୍କ ର ମାସିକ ଋତୁସ୍ରାବ ହେବାର ଚତୁର୍ଥ ଦିନ ପର୍ଯ୍ୟନ୍ତ ତାଙ୍କୁ ପୁରୁଷ ସ୍ପର୍ଶ କରିବା ଉଚିତ ନୁହେଁ। ଏବଂ ମହିଳାଙ୍କ ର ପିରିୟଡ୍ସ ର ଚତୁର୍ଥ ଦିନ ପର ଠାରୁ ଷୋହଳ ଦିନ ପର୍ଯ୍ୟନ୍ତ ମଧ୍ୟରେ ସହବାସ କରିବା ଦ୍ୱାରା ଜଣେ ମହିଳା ଗର୍ଭବତୀ ହେବାର ସମ୍ଭାବନା ହୋଇଥାଏ। ତେବେ ଶାସ୍ତ୍ର ରେ କୁହାଯାଇଛି ଯେ, ମହିଳା ଙ୍କର ପିରିୟଡ୍ସ ହେବାର ୪-୧୬ ଦିନ ମଧ୍ୟରୁ ଯୁଗ୍ମ ଦିନ ମାନଙ୍କ ରେ ମିଳନ ଫୋଳରେ ଯେଉଁ ସନ୍ତାନ ଜାତ ହୋଇଥାଏ ବା ମା ଗର୍ଭ ରେ ଭ୍ରୁଣ ସୃଷ୍ଟି ହୋଇଥାଏ ତାହା ପୁତ୍ର ସନ୍ତାନ ହୋଇଥାଏ।

ଏବଂ ମହିଳା ଙ୍କର ପିରିୟଡ୍ସ ହେବାର ୪-୧୬ ଦିନ ମଧ୍ୟରୁ ଅଯୁଗ୍ମ ଦିନ ମାନଙ୍କ ରେ ମିଳନ ଫଳରେ ଯେଉଁ ଭ୍ରୁଣ ଟି ମା ଗର୍ଭରେ ସୃଷ୍ଟି ହୋଇଥାଏ ତାହା କନ୍ୟା ସନ୍ତାନ ଭାବରେ ଜନ୍ମ ହୋଇଥାଏ। ତେବେ ଯୁଗ୍ମ ବାର ତଥା ୬,୮,୧୦,୧୨,୧୪ ଏବଂ ୧୬ ଦିନରେ ସହବାସ ଦ୍ବାରା ଜନିତ ଶିଶୁ ପୁତ୍ର ହୋଇଥାଏ ଏବଂ ୫,୭,୯,୧୧,୧୩,ଏବଂ ୧୫ ଦିନର ସହବାସ ରେ ସୃଷ୍ଟି ହୋଇଥିବା ଭ୍ରୁଣ ଟି କନ୍ୟା ରତ୍ନ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment