Femily Tips – ମୋର ପୁଅ ହେବା ବେଳେ ଏହି ସବୁ ଲକ୍ଷଣ ଦେଖା ଯାଇଥିଲା, ଆପଣ ବି କରି ପାରିବେ ଏହି ସରଳ ଉପାୟ

ଏହି ଦୁନିଆରେ ସବୁଠାରୁ ମହତ୍ୱପୂର୍ଣ୍ଣ ଭୂମିକା କେବଳ ଗୋଟିଏ ମା ହିଁ ଲିଭେଇ ଥାଏ । ଏବଂ ସବୁ ଝିଅ ଙ୍କର ମା ବନିବା ଏକ ପ୍ରକାର ର ସୌଭାଗ୍ୟ ଅର୍ଜନ କରିବା ସହ ସମାନ ହୋଇଥାଏ । ଆମ ସମାଜରେ ଏମିତି ମଧ୍ୟ କୁହାଯାଏ କି ଗୋଟିଏ ଝିଅ ମା ହେବା ପରେ ହିଁ ତାର ପ୍ରକୃତ ଜୀବନର ମୁଲ୍ୟ ସାର୍ଥକ ହୋଇଥାଏ । ଗୋଟିଏ ଝିଅ ପାଇଁ ମା ବନିବା ଦୁନିଆଁ ର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ ଏବଂ ଏହାକୁ ନିଜ ଗର୍ଭ ରେ ୯ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ତାକୁ ଜନ୍ମ ଦେବା ସେମାନଙ୍କ ପାଇଁ ଏକ ପ୍ରକାର ର ସ୍ୱପ୍ନ ହୋଇଥାଏ । ତେବେ ଆମ ସମାଜରେ ଏମିତି ବି ମହିଳା ଅଛନ୍ତି ଯେଉଁ ମାନଙ୍କର ମା ହେବା ତାଙ୍କ ବ୍ୟବହାର ଏବଂ ଖୁସି କୁ ବଦଳି ନଥାଏ ବରଂ ତାର ପୁରା ଜୀବନ କୁ ବଦଳିଦେଇଥାଏ ।

ଗୋଟିଏ ମା ପାଇଁ ଏହା କୌଣସି କାରଣ ରଖିନଥାଏ କି ତା ଗର୍ଭରେ ବଢୁଥିବା ପିଲାଟି ପୁଅ ହେବ କି ଝିଅ ।କିନ୍ତୁ ଆମ ସମାଜ ରେ କିଛି ଏପରି ପରିବାର ତଥା ଏପରି ଲୋକ ଅଛନ୍ତି ଯେଉଁ ମାନଙ୍କ ଉପରେ ବହୁତ ପ୍ରଭାବ ପଡେ କି ପିଲା ଟି ପୁଅ ହେବ କି ଝିଅ।ସମସ୍ତ ପ୍ରାୟ ପୁଅ ପିଲାଙ୍କୁ ବହୁତ ଅଧିକ ପସନ୍ଦ କରନ୍ତି ସେହି ତୁଳନା ରେ ଝିଅ ପିଲାଙ୍କୁ ପସନ୍ଦ କରନ୍ତି ନାହିଁ ।ଯଦିଓ ପୁଅ ଏବଂ ଝିଅ ମଧ୍ୟରେ ସେମିତି କୌଣସି ତାରତମ୍ୟ କି ପାର୍ଥକ୍ୟ ନାହିଁ ତଥାପି ଲୋକମାନେ ଏହି ବିଶ୍ୱାସ କୁ ନେଇ ବଞ୍ଚୁଛନ୍ତି। ଲୋକମାନ ଙ୍କ ମନ ଏବଂ ମସ୍ତିଷ୍କ ରୁ ଏହି ଭୁଲ ଧାରଣା କୁ ଦୂର କରିବା ପାଇଁ ସରକାର କେତେ ପ୍ରକାରର ଯୋଜନା କରୁଛନ୍ତି କିନ୍ତୁ କଣ ହେବ ସବୁ ଅସଫଳ ହୋଇଯାଉଛି।

ବର୍ତ୍ତମାନ ର ଅତ୍ୟାଧୁନିକ ବିଜ୍ଞାନ ର ଯନ୍ତ୍ର ପାତି ସାହାଯ୍ୟ ରେ ଡାକ୍ତର ମାନେ ବହୁତ ସହଜରେ ଜାଣିପାରିଥାନ୍ତି କି ମା ର ଗର୍ଭରେ ଥିବା ଶିଶୁ ଟି ପୁଅ ହେବାକୁ ଯାଉଛି କି ଝିଅ ତାହା ସେମାନେ ଜଣେଇ ଦେଇଥାନ୍ତି। କିନ୍ତୁ ସରକାର ଏହା ଉପରେ ରକଠକ ମନା କରିବା ପରେ ଏବେ ଏହା ବହୁତ କମ କେଶରେ ହେଉଛି। କିନ୍ତୁ ଆମେ ଆଜି ଆପଣଙ୍କୁ ଜଣେଇବୁ ଏକ ଘରୋଇ ଉପାୟ ଯାହା କରିବା ଦ୍ବାରା ଆପଣ ଜାଣିପାରିବେ କି ଆପଣଙ୍କ ଗର୍ଭରେ ପୁଅ ଅଛି ବୋଲି।

୧. ତେବେ ଜଣେ ଗର୍ଭବତୀ ମହିଳାଙ୍କ ର ଗର୍ଭର ଆକାର ଛୋଟ ଓ ଗଲାକାର ହୋଇଥିଲେ ଗର୍ଭ ରେ ଥିବା ପିଲାଟି ପୁଅ ହୋଇଥାଏ।

୨.ଗର୍ଭବତୀ ମହିଳା ମାନେ ଯଦି ଖଟା ଜିନିଷ ଖାଇବାକୁ ପସନ୍ଦ କରନ୍ତି ତେବେ ନିଶ୍ଚିତ ରୁହନ୍ତୁ କି ତାଙ୍କର ଝିଅ ନୁହେଁ ପୁଅ ହେବାକୁ ଯାଉଛି।

୩.ଗର୍ଭ ଧାରଣ କରିବାର ୫ ମାସ ପରେ ଯଦି ମହିଳା ନିଜ ଶରୀରରେ ଅଧିକ କଷ୍ଟ ଅନୁଭବ କରନ୍ତି କିମ୍ବା ତାଙ୍କୁ ଥକା ଲାଗେ ତେବେ ଗର୍ଭରେ ନିଶ୍ଚିତ ଭାବରେ ପୁଅ ଟିଏ ରହିଥାଏ ।

୪.ଗର୍ଭବତୀ ମହିଳା ମାନେ ଗର୍ଭ ଧାରଣ ର ୩ ମାସ ପର୍ଯ୍ୟନ୍ତ ଦୁଖଃ କଷ୍ଟ ପାଇଥିଲେ ତଥା ଆସନ୍ତିରେ ରହିଥିଲେ ମଧ୍ୟ ଗର୍ଭ ରେ ଥିବା ପିଲା ପୁଅ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment