Most Packed Eid Festival ସ୍ପେସିଆଲ ଟ୍ରେନରେ ଲୋକେ ହେଲେ ଏମିତି… ଭିଡ଼ିଓ ଦେଖିଲେ ହୋସ ଉଡିଯିବ…

ବନ୍ଧୁଗଣ ଆମ ବିଶ୍ୱରେ ଥିବା ସମସ୍ତ ଦେଶ ମାନଙ୍କ ର ପରମ୍ପରା , ପର୍ବ , ଧର୍ମ ଆଦି ଭିନ୍ନ ଭିନ୍ନ ହୋଇଥାଏ ।ତେବେ ଯିଏ ଯାହା ଦେଶ ରେ ନିଜ ନିଜର ପର୍ବ କୁ ନେଇ ବେଶ ଖୁସି ରହିଥାନ୍ତି। ମାତ୍ର କେବେ କେବେ ଆମ ସାମ୍ନା କୁ କିଛି ଏହିଭଳି ଦୃଶ୍ୟ ଦେଖିବା କୁ ମିଳେ ଯାହାକୁ ଦେଖିଲେ ଆମକୁ ବହୁତ ଆଶ୍ଚର୍ଯ୍ୟ ଚକିତ ଲାଗେ ଆଉ କିଛି ବୁଝି ହୁଏ ନାହିଁ କି ଏହା କେଉଁ ପର୍ବ ଏବଂ ଏହାର କଣ ରହସ୍ୟ ରହିଛି ବୋଲି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିଭଳି ଏକ ଦୃଶ୍ୟ ଦେଖିବା କୁ ମିଳିଛି ଯାହା ବିଷୟ ରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ବନ୍ଧୁଗଣ ବର୍ତ୍ତମାନ ଆମେ ଟେକ୍ନୋଲୋଜି ତଥା ସୋସିଆଲ ମିଡ଼ିଆ ସହ ବେଶ ଜଡିତ ଅଟୁ। ଏବଂ ବର୍ତ୍ତମାନ ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି। ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡିଓ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉ।

ତେବେ ବର୍ତ୍ତମାନ ସୁଦୁର ବାଂଲାଦେଶ ରୁ ଏହିଭଳି ଏକ ଦୃଶ୍ୟ ଦେଖିବା କୁ ମିଳିଛି , ଯେଉଁ ଥିରେ ଦେଖା ଯାଇଛି କି ତାଙ୍କର କୌଣସି ଏକ ପର୍ବ ଚାଲିଛି। ଆଉ ଏହି ପର୍ବ ପାଇଁ ତାଙ୍କର ଏକ ସ୍ୱତନ୍ତ୍ର ଟ୍ରେନ ରହିଛି। ଆଉ ଏହି ଭାଇରାଲ ଭିଡ଼ିଓ ଟିରେ ଯାହା ଦେଖା ଯାଇଛି ଯେ, ଏକ ଟ୍ରେନ ଉପରେ ହଜାର ହଜାର ସଂଖ୍ୟାରେ ଲୋକ ମାନେ ବସିଛନ୍ତି। ଟ୍ରେନ ଭିତରେ ଫୁଲ ହୋଇ ଟ୍ରେନ ଉପରେ ଯାଇ ସବୁ ବସିଛନ୍ତି ଆଉ ମଜାମସ୍ତି କରି କରି ସେମାନେ ଯାଉଛନ୍ତି। ଟ୍ରେନ ଟି ବେଶ ଦ୍ରୁତ ଗତି ରେ ଯାଉଛି ମାତ୍ର କାହାକୁ ସେ ଭୟ ନାହିଁ ସବୁ ନିଜ ନିଜ ଭିତରେ ମଜାମସ୍ତି କରିବା ରେ ବ୍ୟସ୍ତ ରହିଛନ୍ତି।

ତେବେ ଏହିପରି ଭିଡ଼ିଓ ଟି ଦେଖା ଯାଇଛି ବାଂଲାଦେଶ ରେ , ଯାହାକୁ ଦେଖିଲେ ବୁଝି ହେଉ ନାହିଁ ଏହା କଣ ହେଉଛି ବୋଲି। ସେପଟେ ଏହା ମଧ୍ୟ ଦେଖା ଯାଇଛି କି ଗୋଟିଏ ସ୍ଥାନରେ ବହୁତ ଲୋକଙ୍କ ଭିଡ଼ ଜମି ରହିଛି ବୋଲି। ତେବେ ଏହା ତାଙ୍କ ଦେଶର କଣ ପର୍ବ ଅଟେ ତାହା ଆମେ ସଠିକ ଭାବରେ ଜଣେଇ ପାରିବୁ ନାହିଁ। ମାତ୍ର ଏହି ଟ୍ରେନ ଯାତ୍ରା ର ଭିଡ଼ିଓ ଟି ଚାଟିଆଡ଼େ ଭାଇରାଲ ହେଉଛି ଯାହାକୁ ଦେଖି ସମସ୍ତ ଙ୍କ ଆଖି ଖୋଲା କୁ ଖୋଲା। ତେବେ ଆପଣ ମଧ୍ୟ ଏହି ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment