Govt Power ମାର୍କେଟେ ଭିତରେ ଖେଳ… ମୋତେ ଠକି ଦେଲୁ… ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ…|| Mr Dhenkanalia

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତାହେଲେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଭାଇରାଲ ହେବାକୁ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଖୁସି ହୋଇଯିବେ ଆଉ ତାହା ସହିତ ଭିଡ଼ିଓ କୁ ଦେଖି ତାହାର ବେଶ ମଜା ନେବାକୁ ମଧ୍ୟ ଲାଗିବେ ବୋଲି କୁହାଯାଉଛି |ତେବେ ଠିକ ସେହି ଭଳି ଏକ ଭିଡ଼ିଓ ଟି ଭାଇରାଲ ହେଉଛି ଆଉ ଯେଉଁଠି ଦେଖିବାକୁ ମିଳିଛି ଜି ଢେଙ୍କାନାଳିଆ କୁନି ପୁଅ ର କମେଡିର କମାଲ ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ | ଆଉ ଯାହା କୁହାଯାଉଛି କି ମାର୍କେଟ ଭିତରେ ଖେଳ କରିବାକୁ ଲାଗିଛନ୍ତି ସେମାନେ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ଅନେକ ସମୟରେ ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ |ତେବେ ବିଶେଷ କରିକି ଯେତେବେଳେ ଆପଣ ଙ୍କ ସାମ୍ନା କୁ କମେଡ଼ି ଭିଡ଼ିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ ସେତେବେଳେ ସେହି ଭଳି ଭିଡ଼ିଓ କୁ ବାରମ୍ବାର ଦେଖିବା ପାଇଁ ଇଚ୍ଛା ହୋଇଥାଏ ଓ ଆଗ୍ରହ ମଧ୍ୟ ବଢିବାକୁ ଲାଗିଥାଏ ବୋଲି କୁହାଯାଉଛି |ଆଉ ତାହା ସହିତ କୁହାଯାଉଛି କି ଯେତେବେଳେ ଛୋଟ ପିଲାମାନେ ସେମାନଙ୍କର ଅଭିନୟ ର ଯାଦୁ ଓ କମେଡି ଦେଖାଇବାକୁ ଲାଗିଥାନ୍ତି ସେହି କମେଡ଼ି ସିନ କୁ ପିଲାଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତେ ଦେଖିବାକୁ ପସନ୍ଦ କରିଥାନ୍ତି |

ଆଉ ଯାହା କୁହାଯାଉଛି କି ବର୍ତ୍ତମାନ ଢେଙ୍କାନାଳିଆ ଟୋକା ର ଏକ ଜବରଦସ୍ତ ମନକୁ ଛୁଇଁଲା ଭଳି ଭିଡ଼ିଓ ଟି ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଭିଡ଼ିଓ ଟିରେ | ଆଉ ଯେଉଁଠି କୁହାଯାଉଛି କି ଭାଇରାଲ ହେଉଥିବା ଭିଡ଼ିଓ ରେ ପୁଅ ଜଣଙ୍କ ମାର୍କେଟ ଭିତରେ କରିବାକୁ ଲାଗିଛନ୍ତି ଖେଳ | ଆଉ ଯାହା ସମସ୍ତଙ୍କୁ ବେଶ ଆକୃଷ୍ଟ କରେଇଛି ବୋଲି କୁହାଯାଉଛି | ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ପିଲା ଟି ବାହାରେ ଖରାରେ ବାହାରେ ଚାଲୁଥିବା ସମୟରେ ବହୁତ ଗରମ ଲାଗିଛି ସେମାନଙ୍କୁ | ଆଉ ସେମାନେ ଗରମ କୁ ସହି ନ ପାରିକି ଗୋଟିଏ ଡ୍ରେସ ଦୋକାନ ଭିତରକୁ ପଶି ଯାଇଛନ୍ତି ବୋଲି କୁହାଯାଉଛି |

ଆଉ ତାହା ପରେ ଦେଖିବାକୁ ମିଳିଛି କି ସେମାନେ ଏସି ବସିଥିଵା ଦୋକାନ ଭିତରକୁ ପଶି ଯାଇଛନ୍ତି ଆଉ ଯେତେବେଳେ ଦୋକାନୀ ଜଣଙ୍କ କଣ ନେବେ ବୋଲି ପଚାରିଛନ୍ତି ସେମାନେ ଦେଖାଇବାକୁ କହିଛନ୍ତି ଯାହା ଆଗରେ ଦେଖିବାକୁ ମିଳିଛି | ଆଉ ତାହା ପରେ ଛୋଟ ପିଲା ଟି ସତ କହି ଦେଇଛି କି ସେମାନେ କିଛି କିଣିବା ପାଇଁ ଆସି ନାହାନ୍ତି ସେମାନେ କେବଳ ଆସିଛନ୍ତି ଗରମ କାରଣରୁ ଏସି ରେ ବସିବା ପାଇଁ ବୋଲି କହିଛନ୍ତି | ଆଉ ଏହି କମେଡି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment