ଦେଖନ୍ତୁ Shocking ଭିଡ଼ିଓ : ମୃତ୍ୟୁ ପୂର୍ବର ଶେଷ ଭିଡ଼ିଓ ଦେଖିଲେ କାନ୍ଦି ପକାଇବେ….

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହା କୁ ଦେଖିଲେ ଆମକୁ ବହୁତ ଦୁଃଖ ଲାଗିଥାଏ ଆଉ ଆଶ୍ଚର୍ଯ୍ୟ ଜନକ ମଧ୍ୟ ଲାଗିଥାଏ | ତେବେ ସେହିଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଟି ବର୍ତ୍ତମାନ ଭାଇରାଲ ହେବାକୁ ଲାଗୁଛି ଆଉ ଯେଉଁଠି ଦେଖିବା ମିଳିଛି କି ସନ୍ଦେହ ଜନକ ଭାବରେ ଡାକ୍ତରାଣୀ ଶୁଭଶ୍ରୀ କର ଙ୍କର ମୃତ୍ୟୁ ଘଟିଛି | ଆଉ ଯେଉଁ ଘଟଣା କୁ ନେଇକି ବର୍ତ୍ତମାନ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ବୋଲି ମଧ୍ୟ କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଯାହା ଦେଖିବକି ମିଳିଛି କି ଗତ କାଲି ବେଶ ଧୁମଧାମ ଭାବରେ ଜୀବନକୁ ଏନଜୟ କରୁଥିବା ଡାକ୍ତରାଣୀ ଶୁଭଶ୍ରୀ କର ଙ୍କର ଭିଡ଼ିଓ ଭାଇରାଲ ହେଉଥିବାର ଭାଇରାଲ ଭିଡ଼ିଓ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ସେହି ଭିଡ଼ିଓ ରେ ଦେଖିବାକୁ ମିକିଥିଲା କି କେଉଁ ଭଳି ଭାବରେ ଶୁଭଶ୍ରୀ ମନ ଖୁଲିକି ଅନ୍ୟ ମାନଙ୍କ ସହିତ ଡାନ୍ସ କରିବାକୁ ଲାଗିଥିଲେ |ଆଉ ଏହି ଭଳି ଭାବରେ ବେଶ ଖୁସି ରେ ଡାନ୍ସ କରୁଥିବା ଡାକ୍ଟରାଣୀ ଜଣଙ୍କ ଆଉ ନାହାନ୍ତି | ଆଉ ସେହି ଡାନ୍ସ ଥିଲା ତାଙ୍କର ଶେଷ ନାଚ ଯାହାକୁ ସେ ମନ ଭରି ଉପଭୋଗ କରିବା କୋରହା ମଧ୍ୟ କୁହାଯାଉଛି |

ଭାଇରାଲ ହେଉଥିବା ଏହି ଭିଡ଼ିଓ ପରେ ଏକ ଦୁଃଖଦ ଘଟଣା ଟି ସାମ୍ନା କୁ ଆସିଛି ବୋଲି କୁହାଯାଉଛି | ଆଉ ଯେଉଠି ଜଣା ପଡିଛି କି ଡାକ୍ତରାଣୀ ଜଣ ଙ୍କର ମୃତ୍ୟୁ ଘଟିଛି ଆଉ ତାହା ପୁଣି ସନ୍ଦେହ ଜନ କ ଭାବରେ ବୋଲି କୁହାଯାଉଛି | ଆଉ ଯେଉଁ ଭିଡ଼ିଓ ରେ କୁହାଯାଉଛି କି ଶୁଭଶ୍ରୀ ଙ୍କର ଘରୁ ତାଙ୍କର ମୃତ୍ୟୁ ଦେହ ଦେଖିବାକୁ ମିଳିଥିଲା | ତେବେ ଏହିଭଳି ଘଟଣା ଟି କେମିତି ଘଟିଲା ଆଉ ତାଙ୍କର ମୃତ୍ୟୁ ପଛରେ କଣ ରହିଛି ପ୍ରକୃତ କାରଣ ତାହାର କିଛି ଜଣା ପଡିନାହିଁ ବୋଲି କୁହାଯାଉଛି |

ତାହା ସହିତ ଶୁଭଶ୍ରୀ ଏଭଳି କି ସେ ସବୁବେଳେ ଲାଇଫ କୁ ଏଞ୍ଜୟ କରିବାକୁ ଚାହାଁନ୍ତି | ତେବେ କାହିଁକି ଓ କଣ ପାଇଁ ତାଙ୍କର ମୃତ୍ୟୁ ଘଟିଲା ଓ କଣ ରହିଛି ତାଙ୍କର ଏହିଭଳି ମୃତ୍ୟୁ ପଛରେ ରହସ୍ୟ ତାହା ବର୍ତ୍ତମାନ ସମସ୍ତଙ୍କ ମନରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କୁହାଯାଉଛି | ଆଉ ଏହି ଭଳି ଭାବରେ ଡାକ୍ତରାଣୀ ଙ୍କ ର ମୃତ୍ୟୁ କୁ ନେଇକି ବର୍ତ୍ତମାନ ପୋଲିସ ତଦନ୍ତ ଚଳାଇଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment