ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବି ଯାହା ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ |ଆପଣଙ୍କ ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଆଉ ସେ ଏହି ଦୁନିଆରେ ନାହାନ୍ତି, ତାଙ୍କର ପରଲୋକ ଗମନ ହୋଇସାରିଛି, ଓଲିଓଡ଼ ଜଗତର ଜଣେ ସୁନାମ ଧନ୍ୟ କଳାକାରଙ୍କ ମୃତ୍ୟରେ ସାରା ଓଡିଶା ଭାଙ୍ଗି ପଡିଛି |ମୁଁ ଆଜି ଆପଣକୁ ପିଣ୍ଟୁ ନନ୍ଦଙ୍କ ମୃତ୍ୟ ବିଷୟରେ ସମ୍ପୂର୍ଣ କଥା ଜଣେଇବି ତେବେ ଆସନ୍ତୁ ଦର୍ଶକ ବନ୍ଧୁ ପିଣ୍ଟୁ ନନ୍ଦଙ୍କ ମୃତ୍ୟ ସମ୍ପର୍କରେ ସମସ୍ତ କଥା ଜାଣିବା |
ଓଡ଼ିଆ ଇଣ୍ଡଷ୍ଟ୍ରିରେ ପିଣ୍ଟୁ ନନ୍ଦ ଜଣେ ସୁନାମ ଧନ୍ୟ ଅଭିନେତା ଥିଲେ ସେ ତାଙ୍କର ସୁନ୍ଦର ଅଭିନୟ ସାଙ୍ଗକୁ କମେଡି ମାଧ୍ୟମରେ ମଧ୍ୟ ଦର୍ଶକ ମାନଙ୍କ ମନକୁ ବେଶ ଛୁଇଁ ପାରିଥିଲେ |ପିଣ୍ଟୁ ନଣ୍ଡାଙ୍କୁ ସବୁ ପ୍ରକାର ଚରିତ୍ରରେ ଅଭିନୟ ତାଙ୍କୁ ବହୁତ ଭଲ ଲାଗିଥାଏ, ଏଇ କିଛି ଦିନ ହେବ ତାଙ୍କର ଦେହ ଅସୁସ୍ଥ ଥିବାର ଆପଣ ଜାଣିଥିଲେ ନିଶ୍ଚିତ |ପ୍ରଥମେ ତାଙ୍କର ଦେହ ଅସୁସ୍ଥ କାରଣରୁ ସେ ଭୁବନେଶ୍ୱରରେ ଚିକିତ୍ସା ପାଉଥିଲେ ପରେ ତାଙ୍କୁ ଅଧିକ ଭଲ ଚିକିତ୍ସା ଓ ଲିଭର ଟ୍ରାନ୍ସପୋର୍ଟ ପାଇଁ ତାଙ୍କୁ ଦିଲ୍ଲୀ ହସ୍ପିଟାଲକି ନିଅ ଯାଇଥିଲା |
ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଦିଲ୍ଲୀ ହସ୍ପିଟାଲରେ ସାମାନ୍ୟ ପରିବର୍ତନ ଆସିଥିଲା ଯାହା ତାଙ୍କ ପରିବାର ଲୋକ ସହିତ ସାରା ଓଡିଶା ବାସୀ ମଧ୍ୟ ବହୁତ ଖୁସି ହୋଇ ଯାଇଥିଲେ |କିନ୍ତୁ ଗତ ବୁଧବାର ଦିନ ପିଣ୍ଟୁନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଗୁରୁତ୍ୱର ହୋଇଥିଲା ଯେଉଁଥି ପାଇଁ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଥିଲା |ପିଣ୍ଟୁ ନଣ୍ଡାଙ୍କୁ ଦିଲ୍ଲୀ ଇନିଷ୍ଟିଚୁଡ଼ ଅଫ ଲିଭର ଆଣ୍ଡ ବିଲିୟାରୀ ସାଇନ୍ସ ରୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା |କାରଣ ଦିଲ୍ଲୀ ରେ ପିଣ୍ଟୁ ନନ୍ଦଙ୍କ ଲିଭର ଟ୍ରାନ୍ସପୋର୍ଟ ନହୋଇ ପାରିବାରୁ ତାଙ୍କୁ ହାଇଦ୍ରାବାଦର ପଠା ଯାଇଥିଲା |
ତାଙ୍କ ପରିବାର ଜଣେ ବ୍ୟକ୍ତି ତାଙ୍କୁ ଲିଭର ଦାନ କରିବେ ବୋଲି ପରାମର୍ଶ ଦେଇଥିଲେ ମାତ୍ର ଆବଶ୍ୟକ ସମୟରେ ବ୍ଲଡ଼ ଗ୍ରୁପ ଅସଂଗତ ଓ ଅନ୍ୟାନ କାରଣ ପାଇଁ ପାଇଁ ତାହା ସମ୍ଭବ ହୋଇପାରିଲା ନାହିଁ |ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର କାରଣରୁ ସେ ଆଜି ହାଇଦ୍ରାବାଦ ଯଶୋଦା ହସ୍ପିଟାଲରେ ପର ଲୋକ ଗମନ କରିଛନ୍ତି |ପିଣ୍ଟୁ ନନ୍ଦଙ୍କ ବର୍ତମାନ ବୟସ 45ବର୍ଷ, ଓଲିଉଡ଼ ଜଗତର ଏପରି ଜଣେ କଳାକାରଙ୍କୁ ହରାଇ ଆଜି ସମସ୍ତେ ଭାଙ୍ଗିପାଡ଼ିଛନ୍ତି |ସାରା ଓଡିଶା ଆଜି ପିଣ୍ଟୁ ନନ୍ଦଙ୍କ ପାଇଁ ଲୁହ ଝରାଉଛି, ପିଣ୍ଟୁ ନନ୍ଦଙ୍କ ପରଲୋକ ଗମନ ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।