ବିମାନ ଦୁର୍ଘଟଣା ! ମୃତ୍ୟୁ ପୂର୍ବରୁ ଛାତିଥରା ଦୃଶ୍ୟ… ଏହି ଭିଡ଼ିଓ ଆପଣଙ୍କୁ ବିଚଳିତ କରିପାରେ…

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି ତାହା ହେଉଛି ନେପାଳ ରେ ହୋଇଥିବା ବିମାନ ଦୁର୍ଘଟଣା କୁ ନେଇକି ଭାଇରାଲ ହେଉଥିବା ଏକ ମର୍ମାହତ ଭିଡ଼ିଓ | ଆଉ ଯେଉଁ ଭିଡ଼ିଓ ରେ କୁହାଯାଉଛି କି ମୃତ୍ୟୁ ପୂର୍ବରୁ ଲୋକ ଜଣଙ୍କ ନେପାଳ ରେ ଘଟିଥିବା ବିମାନ ଦୁର୍ଘଟଣା ର ସେହି ବିମାନ ରେ ବସିଥିଲେ | ଆଉ ଫେସବୁକ ରେ ଲାଇଫ ଆସିଥିବା ସମୟରେ ଚାଲି ଯାଇଥିଲା ବିମାନ ରେ ବସିଥିବା ସମସ୍ତ ଯାତ୍ରୀ ଙ୍କର ଜୀବନ | ଆଉ ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଯାହା ସୂଚନା ମିଳିଛି କି ନେପାଳ ରୁ 78 ଜଣ ଯାତ୍ରୀ ଙ୍କୁ ନେଇକି ଏକ ବିମାନ ତାହାର ଉଡାଣ ଆରମ୍ଭ କରିଥିଲା |ଆଉ କୁହାଯାଉଛି କି ନେପାଳ ର ବିମାନ ଦୁର୍ଘଟଣା ର କିଛି ସମୟ ପୂର୍ବରୁ ଲାଇଫ ଆସିଥିଲେ ଉତ୍ତର ପ୍ରଦେଶ ର ଜଣେ ଯୁବକ |ଆଉ ଯାହା କୁହାଯାଉଛି କି ବିମାନ ଦୁର୍ଘଟଣା ସମୟରେ ଉତ୍ତରପ୍ରଦେଶ ର ଗାଜି ପୁର ରେ ଥିଲେ 4 ଜଣ ଯୁବକ |ଆଉ ସେମାନେ ହେଉଛନ୍ତି ସନି ଦେଶ୍ୱାଲ,ଅନିଲ, ବିଶାଲ ଶର୍ମା ଓ ଅମିତ ଖୁଶ୍ୱାଲ |ଆଉ ଯାହା କୁହାଯାଉଛି କି ସେମାନେ ଗତ 13 ତାରିଖ ରେ କାଠ ମାଣ୍ଡୁ ରୁ ପଶୁପତି ନାଥ ମନ୍ଦିର ରୁ ପୂଜା ଅର୍ଚ୍ଚନା କୁ ଶେଷ କରିକି ପୋଖରା ଯାଇଥିଲେ ପାରାଗ୍ଲାଇଟିଂ କରିବାକୁ |

ଆଉ ଯାହା କୁହାଯାଉଛି କି ପୋଖରା ଏୟାର ପୋର୍ଟ ରୁ ବିମାନ ଅବତରଣ କରିଥିଲା, ଆଉ ସେହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଫେସବୁକ ରେ ଲାଇଫ କରିଥିଲେ ଆଉ ସେମାନେ ମଜା ଆସିଗଲା ବୋଲି କିଛି କହିଥିଲେ | ଆଉ ସେହି ସମୟରେ ବିମାନ ଟି ହଠାତ ତଳକୁ ଖୋସିବାକୁ ଆରମ୍ଭ କରିଥିଲା | ସେହି ସମୟରେ ବିମାନ ରେ ନିଆଁ ଲାଗିଯାଇଥିଲା ଆଉ ସମସ୍ତେ ଚିତ୍କାର କରିବାକୁ ଲାଗିଥିଲେ | ତେବେ ଦେଢ଼ ମିନିଟ ର ଭିଡ଼ିଓ ଟି ଥିଲା ଆଉ ଯାହା ମୋବାଇଲ ରେ କୋଏଦ ହୋଇଥିବା କଥା ସାମ୍ନା କୁ ଆସିଛି |

ତାହା ଛଡା କୁହାଯାଉଛି କି ଏହି ଦୁର୍ଘଟଣା ପରେ ବିମାନ ରେ ବସିଥିବା ସମସ୍ତ ଯାତ୍ରୀ ଙ୍କର ମୃତ୍ୟୁ ଘଟିଥିଲା | ଆଉ ମୁହୂର୍ତ୍ତ କ ମଧ୍ୟରେ ସେମାନଙ୍କର ସମସ୍ତ ଖୁସି ଦୁଃଖ ରେ ବଦଳି ଯାଇଥିଲା ଆଉ ଚାଲି ଯାଇଥିଲା ସେମାନଙ୍କର ଜୀବନ | ତେବେ ମୃତ୍ୟୁ ବି ଏମିତି ଆସିପାରେ ବୋଲି କେହି ବିଶ୍ୱାସ କରି ପାରୁ ନାହାନ୍ତି ବୋଲି କୁହାଯାଉଛି | ଆଉ ଯିଏ ଏହି ଭିଡ଼ିଓ ଟିକୁ ଦେଖୁଛି ତାହାର ଛାତି ଥରି ଉଠୁଛି ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment