ଦେଖନ୍ତୁ viral ଭିଡିଓ – ଇତିହାସ କଥା ମୁଁ କିଛି ଜାଣିନି ମୁଁ ବୁଲିବାକୁ ଆସିଛି ,400ଟଙ୍କା ଦେଇ ଚୁଟି କାଟିଛି ..ରାତି ସାରା ଵୁଲିବି, ଏନେଇ ଯୁବକ ଜଣଙ୍କ କଣ କହୁଛନ୍ତି ଶୁଣନ୍ତୁ ତାଙ୍କ ମୁହଁରୁ ….

ତେବେ ସୋସିଆଲ ମିଡ଼ିଆରେ କିଛି ନା କିଛି ନୂଆ ନୂଆ ଭିଡିଓ ମାନ ସବୁବେଳେ ଭାଇରାଲ ହେବାକୁ ଲାଗିଥାଏ |ତେବେ ବର୍ତ୍ତମାନ ବାଲିଯାତ୍ରା ବିଷୟରେ ଭିଡିଓ ଟି ଭାଇରାଲ ହେବାରେ ଲାଗିଛି ଆଉ ଯେଉଁଠି କୁହାଯାଉଛି କି କଟକ ରେ ହେଉଥିବା ଫେମସ ବାଲିଯାତ୍ରା ରେ ଯୁବକ ଜଣଙ୍କ ଉପଭୋଗ କରିବାକୁ ଲାଗିଛନ୍ତି | ଆଉ ତାଙ୍କର ବାଲିଯାତ୍ରା ରେ ବୁଲିବାର ଅନୁଭୂତି ସହିତ ସେ କଣ କଣ କରିଛନ୍ତି ବାଲିଯାତ୍ରା ରେ ସେ ସବୁ ବିଷୟରେ ମଧ୍ୟ ପ୍ରକାଶ କରିକି କହିଛନ୍ତି ଯୁବକ ଜଣଙ୍କ |ଆଉ ରାତିସାରା ସେଠାରେ ବୁଲିକି ବାଲିଯାତ୍ରା କୁ ଉପଭୋଗ କରିବା ସହିତ ନିଜର ହେୟାର ଷ୍ଟାଇଲ ବିଷୟରେ ମଧ୍ୟ କହିଛନ୍ତି ଯୁବକ ଜଣଙ୍କ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଗତ କିଛି ବର୍ଷ ହେବ କୋରାନା ର ମହାମାରୀ ର ପ୍ରଭାବ ଚାରିଆଡେ ଚାଲିଥିଲା |ଆଉ ଯେଉଁଥିପାଇଁ ଶୋଭା ସମିତି ସବୁ ବନ୍ଦ ରହିବା ସହିତ ଯାନି ଯାତ୍ରା ମଧ୍ୟ ବନ୍ଦ ଥିଲା |ଆଉ ବାଲିଯାତ୍ରା ମଧ୍ୟ 2 ବର୍ଷ ହେବ ବନ୍ଦ ରହିବା କାରଣରୁ ଏହି ବର୍ଷ ବାଲି ଯାତ୍ରା ରେ ଅଧିକ ରୁ ଅଧିକ ଲୋକ ମାନଙ୍କର ଭିଡ଼ ଦେଖିବାକୁ ମିଳିଛି ବୋଲି ଶୁଣିବାକୁ ମିଳିଛି | ଆଉ ଏଠାରେ ଯୁବକ ଜଣଙ୍କ ମଧ୍ୟ ଯାଇଛନ୍ତି ଯାତ୍ରା ଦେଖିବା ପାଇଁ | ଆଉ ସେ କହିଛନ୍ତି କି ସେ ବହୁତ ଏକ୍ସାଇଟେଡ ଅଛନ୍ତି ଏହି ବାଲି ଯାତ୍ରା କୁ ନେଇକି |
ଆଉ ଏଠାକୁ ଆସିବା ପାଇଁ ସେ ବହୁତ ଆଗରୁ ଇଚ୍ଛା ପ୍ରକାଶ କରି ଆସୁଥିଲେ | ଆଉ ସେ ଏହି ବାଲି ଯାତ୍ରା କୁ ଆସି ମେଳା କୁ ଉପଭୋଗ କରି ବହୁତ ଖୁସି ଅଛନ୍ତି ବୋଲି ମଧ୍ୟ କହିଛନ୍ତି ଯୁବକ ଜଣଙ୍କ | ଆଉ ଏହି ବାଲି ଯାତ୍ରା ରେ ସେ 25 ଫୁଟ ର ବାଲୁକା ଶିଳ୍ପୀ ତିଆରି କରିଥିବା ମୂର୍ତ୍ତି ଟିଏ ଦେଖିବାକୁ ପାଇଛନ୍ତି | ତାହା ସହିତ ସେ ବରା, ଦହିବରା ଆଳୁଦମ ବିଭିନ୍ନ ପ୍ରକାରର ଭେରାଇଟି ଖାଦ୍ୟ ଖାଇବା ସହିତ ମେଳା ରେ ବୁଲି ଏଞ୍ଜୟ କରିବାକୁ ଲାଗିଛନ୍ତି ଯୁବକ ଜଣଙ୍କ |


ତେବେ ସେ ତାଙ୍କର ଆଉ 4 ଜଣ ସାଙ୍ଗଙ୍କ ସହିତ ଆସିଛନ୍ତି ଆଉ ରାତିସାରା ମେଳା ବୁଲିବେ ବୋଲି କହୁଛନ୍ତି | ତାହା ସହିତ ସେ ରାମ ଦୋଳି, କାର ଓ ଟ୍ରେନ ରେ ମଧ୍ୟ ବସି ମଜା ନେଉଥିବା କଥା ପ୍ରକାଶ କରିଛନ୍ତି | ଏହା ବ୍ୟତୀତ ସେ ଛୋତିଆ ପାର୍ଲର କୁ ଯାଇକି ଏକ ନୂଆ ଧରଣ ର ହେୟାର ଷ୍ଟାଇଲ ମଧ୍ୟ କରିଛନ୍ତି ଆଉ ଯାହାର ଫୋଟ ଉଠାଇ ସେ ଇନଷ୍ଟାଗ୍ରାମ ରେ ପୋଷ୍ଟ କରି ମଜା ନେବା କଥା କହିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment