ଆମେ ଜାଣିଛୁ କି ଆମ ଓଡ଼ିଶା କଳା ଆଉ ସଂସ୍କୃତି ର ଗନ୍ତାଘର | ତାହା ବ୍ୟତୀତ ଅନେକ ପ୍ରକାରର ପ୍ରଶ୍ନ ଗୁଡିକ ଆମର ଓଡ଼ିଆ ମାନଙ୍କର ଜାଣିବା ଆବଶ୍ୟକ କାରଣ ତାହା ଆମର ଜୀବନ ସହିତ ଜଡିତ ହୋଇକି ଅଛି | ତେବେ ଆଜି ଆମେ ଆମେ ଜାଣିବା ଓଡିଶା ରେ ପ୍ରଚଳିତ ଥିବା କେତେକ ଢୋଗ ଆଉ ରୂଢି ଲୋକ ବାଣୀ ବିଷୟରେ | ଆଉ ଯାହା କୁହାଯାଉଛି କି ଆମର IAS ପରୀକ୍ଷା ରେ ପଚାରା ଯାଉଥିବା କେତେକ ଜରୁରୀ ପ୍ରଶ୍ନ ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହା କୁ ଜାଣିବା ଯୋଗୁ ଆମର ସାଧାରଣ ଜ୍ଞାନ ବଢିବା ସହିତ ଓଡିଶା ର ପ୍ରଚଳିତ ଥିବା କଥା ଗୁଡିକ ବିଷୟରେ ଆଲୋଚନା କରିବା |
ଆଜି କାଲି ଦେଖିବାକୁ ମିଳୁଛି କି ଆମ ଓଡିଶା ରେ IAS ପରୀକ୍ଷା ରେ ପଚାରା ଯାଉଥିବା କେତେକ ମଜାଳିଆ ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହା ସାହାଯ୍ୟ ରେ ଆମର ଜ୍ଞାନ ବଢାଇବା ସହିତ ଆମର ଜୀବନ ଉପରେ ଆଲୋଚନା କରିବେ | ତେବେ ବିଶେଷ କରିକି ଆଜି କାଲି IAS ବିଷୟରେ ଆମେ ମୋବାଇଲ ରେ ମଧ୍ୟ ଅନେକ ପ୍ରଶ୍ନ ଆଉ ଉତ୍ତର ଗୁଡିକ ଜାଣିବାକୁ ପାଉଥାଉ | ତାହେଲେ ଆସନ୍ତୁ ଆଲୋଚନା କରିବା ସେହି ଭଳି ପ୍ରଶ୍ନ ବିଷୟରେ |
ପ୍ରଶ୍ନ 1:-ଶୋଇବାକୁ ପଲଙ୍କ ନାହିଁ,ନା ଘର ନା ଟଙ୍କା, କିନ୍ତୁ ସେ ରାଜ କରିଥାଏ ସେ କିଏ?
ଉତ୍ତର :-ବାଘ
ପ୍ରଶ୍ନ 2:-ଦୁଇଜଣ ଛୁଆଁ ଏକ ରଙ୍ଗର ଜଣେ ଗଲେ ଆଉ ଜଣେ କୋଉ କାମକୁ ନୁହଁ?
ଉତ୍ତର :-ଜୋତା
ପ୍ରଶ୍ନ 3:-ତାହା କଣ ଯାହା ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାଇଥାଏ କିନ୍ତୁ ତାର ଜାଗାରୁ ସେ ହଟି ନ ଥାଏ?
ଉତ୍ତର :-ରାସ୍ତା
ପ୍ରଶ୍ନ 4:-ମୁଁ ଗୋଟିଏ ଝିଅ କୁ ପଚାରିଲି ତୁମର ନାମ କଣ ସେ କହିଲା 311211 ତେବେ ଝିଅ ଟିର ନାମ କଣ?
ଉତ୍ତର :-ଆସା
ପ୍ରଶ୍ନ 5:-ଏମିତି କେଉଁ ଜିନିଷ ଯାହାକୁ ଖାଇବାକୁ କିଣନ୍ତି କିନ୍ତୁ ଖାଆନ୍ତି ନାହିଁ?
ଉତ୍ତର :-ପ୍ଲେଟ
ପ୍ରଶ୍ନ 6:-ତାହା କଣ ଯାହା କାନ୍ଥ ର ଆର ପଟକୁ ଦେଖି ପାରିବା?
ଉତ୍ତର :-ଝରକା
ପ୍ରଶ୍ନ 7:-ମଣିଷର କେଉଁ ଜିନିଷ ସବୁବେଳେ ବଢ଼ି ବଢ଼ି ଯାଇଥାଏ?
ଉତ୍ତର :-ବୟସ
ପ୍ରଶ୍ନ 8:-ଟିକି ବାଛୁରୀ ଗୋଳା ରେ ପଘା ଟିକି ଦାନ୍ତରେ କାମୁଡ଼ି ଲୁଗା?
ଉତ୍ତର :-ଛୁଞ୍ଚି ସୂତା
ପ୍ରଶ୍ନ 9:-କଳା ଘାସ ବଣେ ଧରିଲି ଚୋର,ନଖ ମୁନେ ତାହାର ହେଲା ବିଚାର?
ଉତ୍ତର :-ଉକୁଣୀ
ପ୍ରଶ୍ନ 10:-କେଉଁ ଫଳ ର ଆଖି ତିନୋଟି?
ଉତ୍ତର :-ନଡ଼ିଆ
ତେବେ ଏହା ଥିଲା ଆମ ଓଡ଼ିଶାରେ ପ୍ରଚଳିତ ଥିବା କେତେକ ଢୋଗ ଆଉ ଲୋକବାଣୀ ଯାହା IAS ପ୍ରଶ୍ନ ରେ ପଚାରା ଯାଇଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।