କୋଣାର୍କ ଗଣନାଟ୍ୟ । ” ତୋ ଭାଗ୍ୟ ବଦଳେଇ ଦେବି ଲୋ ” Mu Kendrapara Baba – ପାୱାରଫୁଲ Dialouge

ବର୍ତ୍ତମାନ ଆପଣ ମାନେ ସୋସିଆଲ ମେଡିଆରେ ଅନେକ ପ୍ରକାର ଭାଇରଲ ଭିଡ଼ିଓ ଦେଖୁଛନ୍ତି ।ଅନେକ ସମୟରେ ଏହି ଭାଇରଲ ଭିଡ଼ିଓ ଗୁଡିକ ଭିତରେ ଯାତ୍ରା ଗୁଡିକର ଛୋଟ ଛୋଟ କ୍ଲିପ ଆଖରେ ପଡ଼ିଯାଏ ।ଆଉ ସେହି ଯାତ୍ରା କ୍ଲିପ ଗୁଡିକରେ ଦେଖିବାକୁ ଖୁବ ଭଲ ଲାଗେ ।ତେବେ ଏହି ଯାତ୍ରା କ୍ଲିପ ଗୁଡିକରେ କେତେବେଳେ କମେଡି ଦେଖିବାକୁ ମିଳିଥାଏ ତ କେତେବେଳେ ଜବରଦସ୍ତ ଡ୍ରାମା ।ତେବେ ବର୍ତ୍ତମାନ ଗୋଟିଏ ଯାତ୍ରା ର ଛୋଟ କ୍ଲିପ ଟି ଖୁବ ଦେଖିବାକୁ ମିଳୁଛି, ଯେଉଁଥିରେ ଜଣେ ବ୍ୟକ୍ତି ଜଣେ ଯୁବତୀ ଙ୍କୁ ତୋର ଭାଗ୍ୟ ବଦଳେଇ ଦେବେ କହି ଟଣା ଅଟଣା କରୁଛନ୍ତି ।ତେବେ ପୁରା କ୍ଲିପ ରେ ଆଗକୁ ଯାହା ଦେଖିବାକୁ ମିଳୁଛି ତାଗ ଖୁବ ମଜାଦାର ଅଟେ ।

ଆଜିର ସମୟରେ ଯେତେ ଆଧୁନିକ ଟେକ୍ନୋଲୋଜି କୁ ବ୍ୟବହାର କରି ଫିଲ୍ମ ,ସିରିଏଲ ଆଉ ଅନ୍ୟ ଯେତେ ମନରଞ୍ଜନ କାର୍ଯ୍ୟକ୍ରମ ହେଉଥିଲେ ବି ଯାତ୍ରା ସବୁବେଳେ ଦର୍ଶକଙ୍କୁ ଏକ ଭିନ୍ନ ଖୁସି ଦେଇଥାଏ ।ଆଜି ବି ବହୁତ ଯାତ୍ରାପ୍ରେମୀ ଅଛନ୍ତି ଯେଉଁମାନେ ଯାତ୍ରା ଟିଏ ଦେଖିବା ପାଇଁ ଚାତକ ପରି ଅନେଇ ରହିଥାନ୍ତି ।ହେଲେ ବର୍ତ୍ତମାନ ଏହି ଯାତ୍ରା ଗୁଡିକ ବି ଟିଭି ଓ ମୋବାଇଲ ରେ ଦେଖିବାକୁ ମିଳୁଛି ତାଛଡ଼ା ଯାତ୍ରାର ସୁନ୍ଦର ସୁନ୍ଦର କ୍ଲିପ ଗୁଡିକ ସୋସିଆଲ ମେଡିଆରେ ବି ଭାଇରଲ ହେଉଛି ।ଯେମିତି ବର୍ତ୍ତମାନ କୋଣାର୍କ ଗଣନାଟ୍ୟ ର ଏହି ସିନ ଟି ଖୁବ ଲୋକପ୍ରିୟ ହେବାରେ ଲାଗୁଚି ଦେଖୁ ନାହାଁନ୍ତି ।

ତେବେ ଦର୍ଶକବନ୍ଧୁ କୌଣାର୍କ ଗଣନାଟ୍ୟ ର ଯାତ୍ରା ଗୁଡିକ ଖୁବ ସୁନ୍ଦର ହେଇଥାଏ, ଆଉ ଏବେ ଏହି କୋଣାର୍କ ଗଣନାଟ୍ୟ ର ଗୋଟିଏ ଯାତ୍ରା ଯାହାର ନାଆ ହେଉଛି “ମୁଁ କେନ୍ଦ୍ରାପଡା ବାବା” ।ତେବେ ଏହି ଯାତ୍ରା ଗୋଟିଏ ସିଂ ଦେଖିବାକୁ ମିଳୁଛି ସୋସିଆଲ ମେଡିଆରେ ।ତେବେ ସିନ ଟିରେ ଜଣେ ଯୁବତୀ କଲେଜ ରୁ ଫେରୁଥିବା ସମୟରେ ତାକୁ କିଛି ଯୁବକ ହଇରାଣ କରୁଛନ୍ତି ।ଆଉ ଯେତେବେଳେ ଯୁବତୀ ଜଣକ ସେହି ଜାଗା ଛାଡି ନିଜ ଘରକୁ ପଳାଇ ଆସୁଛି ସେତେବେଳେ ଯୁବତୀ ପଛେ ପଛେ ଜଣେ ଯୁବକ ଘର ଯାଏ ଆସି ଯାଉଛି ।

ଆଉ ତାପରେ ଯୁବତୀ ଙ୍କ ଘରେ ବି ଯୁବକ ତାଙ୍କୁ ପ୍ରଥମେ ଧରମ ଭଉଣୀ କରିବ ତାପରେ କେମିତି ଯୁବତୀର ସବୁ ଇଛା ପୂରଣ କରିବସେ ବିଷୟରେ ବତାଉଛି ।କିନ୍ତୁ ଏତିକି ବେଳେ ଯୁବତୀ ର ଜେଜେମା ଆସି ଯୁବକ ଙ୍କୁ ଠିକ ପାନେ ଦେବା ସହିତ ଯୁବକକୁ ଘରୁ ତଡ଼ି ଦେଉଛନ୍ତି ।ତେବେ ଏହି ତିନି ଜଣ କଳାକାରଙ୍କ ର ଅଳ୍ପ ସମୟର କ୍ଲିପ ଟି ଖୁବ ସୁନ୍ଦର ଲାଗୁଥିବା ବେଳେ ସମସ୍ତଙ୍କ ଅଭିନୟ ବି ଦମଦାର ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment