MUMBAI MONORAIL : ଏମିତି TURNOUT ରେଲୱେ ଜୀବନରେ କେବେ ଦେଖି ନଥିବେ…

ବନ୍ଧୁଗଣ ଆମ ଦୁନିଆଁ ରେ ଏହିପରି କିଛି ରେଳ ଲାଇନ ରହିଛି ଯାହାକୁ ଅତିକ୍ରମ କରିବା ମୃତ୍ୟୁ କୁ ଅତିକ୍ରମ କରିବା ସହ ସମାନ ହୋଇଥାଏ। ଏହି ରେଳ ରେ ଯାତ୍ର କରିବା ଯମ କି ଗୁଆ ଦେଇ ଯିବା ବୋଲି କହିବା ସହିତ ସମାନ ହୋଇଥାଏ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି କେତେକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖଲା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ,ଏବଂ ଆପଣ ଙ୍କୁ ଏତେ ଭୟଭୀତ ଲାଗିବ କି ଆପଣ ଆଉ କେବେ ନି ଟ୍ରେନ ରେ ଯାତ୍ରା କରିବା କଥା ସ୍ୱପ୍ନ ରେ ବି ଭାବି ପାରିବେ ନାହିଁ। ତେବେ ଆସନ୍ତୁ ଜାଣିବା ଆମ ଭାରତ ର ସେହିପରି ଏକ ଟ୍ରେନ ଓ ଟ୍ରାକ ବିଷୟ ରେ ଯାହାର ଭିଡ଼ିଓ ଟିକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ତେବେ ବର୍ତ୍ତମାନ ଆମେ ଟେକ୍ନୋଲୋଜି ତଥା ସୋସିଆଲ ମିଡ଼ିଆ ସହ ବେଶ ଜଡିତ ଅଟୁ। ଏବଂ ବର୍ତ୍ତମାନ ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି। ମାତ୍ର କେବେ କେବେ ଏହି ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡ଼ିଓ ଦେଖିବା କୁ ମିଳେ ଯାହା ଆମକୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥାଏ।

ତେବେ ଆମେ ଆପଣ ଙ୍କୁ ଯେଉଁ ଆଶ୍ଚର୍ଯ୍ୟ ଜନକ ଟ୍ରେନ ଲାଇନ ବିଷୟ ରେ ଜଣେଇବା କୁ ଯାଉଛୁ ତାହା କେଉଁ ବାହାର ଦେଶ ର ନୁହେଁ ବରଂ ଏହା ହେଉଛି ଆମ ଭାରତ ର ମୁମ୍ବାଇ ସହର ର ଅଟେ। ତେବେ କିନ୍ତୁ ଏହି ଟ୍ରେନ ଓ ତାର ଟ୍ରାକ ସମସ୍ତ ଙ୍କୁ ବହୁତ ଆକର୍ଷିତ କରିଥାଏ ସେଥିରେ ଯିବା ପାଇଁ। ତେବେ ଟ୍ରେନ ଟି ହେଉଛି ମୁମ୍ବାଇ ମୋନରେଳ। ତେବେ ଏହି ରେଳ ଟି ଅନ୍ୟ ରେଳ ତୁଳନା ରେ ଲମ୍ବ ରେ ଛୋଟ ଏବଂ କମ ଲୋକଙ୍କୁ ନେଇ ଯିବାର ସାମର୍ଥ୍ୟ ରହିଛି।

କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ ଚକିତ କଥା ଏହାକି ଯେ , ଏହି ରେଳ ର ଟ୍ରାକ କୌଣସି ଫାଙ୍କା ସ୍ଥାନ ରେ ଲମ୍ବା ଭାବରେ ନୁହେଁ ବରଂ ଏହା ସହର ମଝିରେ ଓଭର ବ୍ରିଜ ଉପରେ ରହିଛି। ଆଉ ଏହି ଟ୍ରାକ ଏହିପରି ବଙ୍କା ବଙ୍କା ହୋଇଛି ଯାହାକି ପୁରା ଅଷ୍ଟ୍ରବକ୍ର ସାପ ଭଳି ଦେଖା ଯାଉଚି। ଏବଂ ଟ୍ରେନ ଟି ର ଦୁଇ ପାର୍ଶ୍ଵରେ ଇଞ୍ଜିନ ରହିଛି ଅର୍ଥାତ ଏହାକୁ ଦିଗ ପରିବର୍ତ୍ତନ କରିବା ପାଇଁ ବୁଲେଇ ବାକୁ ହେବ ନାହିଁ ଦ୍ୱିତୀୟ ଇଞ୍ଜିନ ସାହାଯ୍ୟ ରେ ଏହା ସହଜରେ ଆସିଯିବ। ତେବେ ଏହି ରେଳ କୁ ଦେଖିବା ତଥା ଏଥିରେ ବସିବା ପାଇଁ ଅନେକ ଲୋକଙ୍କ ଭିଡ଼ ଲାଗିଥାଏ ।ତେବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment