” Mun Bi Namita Agrawal Hebi ” ରିୟାଲିଟି ଶୋ ରେ କୁନି ନଟଖଟି Tanisha ଙ୍କ ଗୀତରେ ଖୁସି ହୋଇ ନମିତା ମାଡାମ କହିଲେ ଏମିତି… ମାତ୍ର 4 ଘଣ୍ଟାରେ 134k ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ଆପଣ ଅନେକ ଭାଇରାଲ ଭିଡିଓ ସୋସିଆଲ ମିଡିଆରେ ସମୟକ୍ରମେ ଦେଖିବାକୁ ପାଉଥିବେ। ତା ଭିତରୁ କିଛି ଏମିତି ଭିଡିଓ ରହିଥାଏ ଯାହାକୁ ଦେଖି ଆମେ ବହୁତ୍ ଖୁସି ହୋଇଥାଉ ଏବଂ ତାହା ବେଶ୍ ସେୟାର ହେବାରେ ଲାଗିଥାଏ।ଆପଣ କୁନି ପିଲା ମାନଙ୍କର ଅନେକ ଭିଡିଓ ସମୟକ୍ରମେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। କିଛି ଭିଡିଓ ଏମିତି ରହିଥାଏ ଯାହାକୁ ଦେଖିଲେ ଆମେ ଏତେ ଖୁସି ହୋଇଯାଉ ଯେ ଆମର ଖୁସିର ସୀମା ରହି ନଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ। କାରଣ ଏହା ଏହା ଏକ ଭିନ୍ନ ଧରଣର ଖୁସି ଦେଇଥାଏ।

ତେବେ ଆପଣ ତ ଛୋଟ ପିଲା ମାନଙ୍କର ଅନେକ କିଛି ଭିଡିଓ ଦେଖିଥିବେ। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ।କାରଣ ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ। ସେମାନଙ୍କ ଯେକୌଣସି ଭିଡିଓ ହେଉ, ସେଥିରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। ତେଣୁ ଛୋଟ ପିଲା ମାନଙ୍କର ଏମିତି ସବୁ ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ।

ତେବେ ଆପଣ ଏହା ଦେଖିଥିବେ ଯେ କୁନି ପିଲା ମାନଙ୍କର ପ୍ରତିଟି କାର୍ଯ୍ୟକଳାପ ବେଶ୍ ମନଛୁଆଁ ହୋଇଥାଏ।ଏହାକୁ କିଛି ସମୟ ଦେଖିବାକୁ ଇଚ୍ଛା ହୁଏ।ଅନେକ ଜଣ ସେମାନଙ୍କ ଏପରି ଭିଡିଓ କୁ ଦେଖି ବହୁତ୍ ମଜା ନିଅନ୍ତି ଏବଂ ଚାହିଁ ରହି ଯାଆନ୍ତି।ସେମାନଙ୍କ ଯାହାବି କିଛି କାର୍ଯ୍ଯ ହେଉ ତାହା ବେଶ୍ ସୁନ୍ଦର୍ ଲାଗିଥାଏ। ସେହିପରି ଏବେ ଏକ କୁନି ଝିଅର ଗାୟିକି ର ଭିଡିଓ ସାମ୍ନାକୁ ଆସିଛି। ମୁଁ ବି ନମିତା ଅଗ୍ରୱାଲ ହେବି ସିଙ୍ଗୀଙ୍ଗ ରିଏଲିଟି ଶୋ ରେ ଏହି ଝିଅଟି ତାର ଗୀତ ଗାଉଛି।ଏହି ଗୀତଟି ହେଉଛି କ୍ଷୀରଚୋରା ଗୋପୀନାଥ ପ୍ରୀତିଚୋରା ରାଧାନାଥ।ଏହି ଝିଅଟିର ନାମ ହେଉଛି ତନିଶା ପଣ୍ଡା।

ବେଶ୍ ସୁନ୍ଦର୍ ଭାବରେ ଭାବର ସହିତ ସେ ତାର ମିଠା ସ୍ଵରରେ ଏହି ସୁନ୍ଦର୍ ଭଜନ ଟିକୁ ଗାଉଛି। ଯାହାକୁ ଶୁଣି ସମସ୍ତ ବିଚାରକ ବେଶ୍ ଖୁସି ହୋଇଛନ୍ତି। ଗାୟିକା ନମିତା ଅଗ୍ରୱାଲ ମଧ୍ୟ ପିଲାଟିର ଏହି କୁନି ସ୍ଵରରେ ଏହି ଗୀତକୁ ଶୁଣି ବେଶ୍ ଖୁସି ହୋଇଛନ୍ତି ଏବଂ ବେଶ୍ ସୁନ୍ଦର୍ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆପଣ ଏହି ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ପିଲାଟି କିପରି ତାର ଭାବର କଣ୍ଠରେ ଏହି ସୁନ୍ଦର୍ ଭଜନ ସଙ୍ଗୀତ ଟିଏ ଗାଇ ସମସ୍ତ ଙ୍କ ମନକୁ କିଣି ପାରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment