Life Style – ମୁଁ କହିଦେବି ଆପଣଙ୍କ ପର୍ସ ରେ କେତେ ଟଙ୍କା ଅଛି ? 100% ଗ୍ୟାରେଣ୍ଟି

ତେବେ ଦର୍ଶକ ବନ୍ଧୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଏମିତି ଅନେକ ଟ୍ରିକ ସହିଛି ଯାହା ସାହାଯ୍ୟ ରେ ଆମେ ଅନେକ କଥା ଜାଣି ପାରିଥାଉ ଆମକୁ ତାହା ବିଷୟରେ ଜଣା ନ ଥିଲେ ମଧ୍ୟ | ସେଥିପାଇଁ ଆମକୁ ଟିକିଏ ନିଜର ବୁଦ୍ଧି ର ପ୍ରୟୋଗ କରିବା ପାଇଁ ପଡିଥାଏ ବୋଲି କୁହାଯାଉଛି | ତେବେ ସେଥିପାଇଁ ଏହି ଆପଣ ମାନଙ୍କୁ ବତାଇବା ପାଇଁ ଯାଉଛି କିଛି ସହଜ ଷ୍ଟେପ ବିଷୟରେ ଯାହା ସାହାଯ୍ୟ ରେ ଆପଣ ମାନେ ଜାଣି ପାରିବେ ଆପଣ ଙ୍କର ଅଜାଣତରେ ଅନ୍ୟ ଜଣ ଙ୍କ ପାଖରେ କେତେ ଟଙ୍କା ରହିଛି |ଆଉ ତାହା ଜାଣିବା ପାଇଁ କେତେକ ଷ୍ଟେପ ଗୁଡିକ ରହିଛି ଆସନ୍ତୁ ସେ ବିଷୟରେ ଜାଣିବା |

ଷ୍ଟେପ -1:-

ତେବେ ପ୍ରଥମେ ଆମେ ଷ୍ଟେପ 1 କୁ ଆପଣାଇବା ଆଉ ସେଥିପାଇଁ ଆପଣ ଙ୍କୁ ଜାଣିବାକୁ ଥିବା ଟଙ୍କା ର ପରିମାଣ କୁ ଯାହା ପାଖରେ ଅଛି ତାଙ୍କୁ ଭାବିବା ପାଇଁ କହିବେ |

ଷ୍ଟେପ -2 :-

ଷ୍ଟେପ 2 ରେ ଆପଣ ମାନେ ଯେତେ ଟଙ୍କା ଆପଣ ଙ୍କ ପାଖରେ ରହିଛି ତାହା ସହିତ ଆପଣ ତାଙ୍କୁ 2 କୁ ଗୁଣିବା ପାଇଁ କହିବେ ଆଉ ତାହାକୁ ମନେ ରଖିବା ପାଇଁ କହିବେ |

ଷ୍ଟେପ 3:-
ଏବେ ଆପଣ ମାନଙ୍କୁ ଯାହା ଗୁଣ ଫଳ ବାହାର କରିଥିବେ ସେଥିରେ ଆପଣ ମାନେ 4 କୁ ଯୋଗ କରିଵା ପାଇଁ ପଡିବ ଆଉ ଯାହା ବାହାରିବ ଯୋଗଫଳ ତାହାକୁ ମନେ ରଖିବା ପାଇଁ ପଡିବ |

ଷ୍ଟେପ 4:-
ତେବେ ଷ୍ଟେପ ନମ୍ବର 4 ରେ ଆପଣ ଙ୍କର ଯାହାବି ଯୋଗଫଳ ବାହାରିବ ସେଥିରେ ଆପଣ ମାନେ 5 କୁ ଗୁଣନ କରିବା ପାଇଁ ପଡିବ ବୋଲି କୁହାଯାଉଛି | ଆଉ ସେହି ଗୁଣଫଳ କୁ ମନେ ରଖିବା ପାଇଁ ପଡିବ |

ଷ୍ଟେପ 5:-
ତେବେ ଏହା ପରେ ଷ୍ଟେପ 5 ରେ ଯାହା ବି ଗୁଣ ଫଳ ବାହାରି ଥିଲା ସେଥିରେ 12 କୁ ଯୋଗ କରିବା ପାଇଁ ପଡିବ ବୋଲି କୁହାଯାଉଛି |

ଷ୍ଟେପ 6:-
ଷ୍ଟେପ ନମ୍ବର 6 ରେ ଆପଣ ଙ୍କର ଯାହା ବି ଯୋଗ ଫଳ ବାହାରି ଥିଲା ସେଥିରେ 10 କୁ ଗୁଣିବା ପାଇଁ ପଡିବ ବୋଲି କୁହାଯାଉଛି |

ଷ୍ଟେପ 7:-
ଆଉ ଷ୍ଟେପ 7 ରେ କୁହାଯାଉଛି କି ଯାହା ବି ଗୁଣ ଫଳ ବାହାରିଥିଲା ସେଥିରେ 320 କୁ ବିୟୋଗ କରି ଦିଅନ୍ତୁ |

ଷ୍ଟେପ 8:-
ଆଉ ଶେଷ ଷ୍ଟେପ ରେ ଆପଣ ମାନେ ଯାହା ବିୟୋଗ ଫଳ ବାହାରିଥିଲା ସେଥିରେ ଶେଷ ଦୁଇଟି ଡିଜିଜ କୁ କାଟି ଦିଅନ୍ତୁ | ଏବେ ଆପଣ ଙ୍କ ପାଖରେ ଯେତେ ଟଙ୍କା ଥିବ ତାହା ଜଣା ପଡ଼ିଯିବ ବୋଲି କୁହାଯାଉଛି |

ତେବେ ଏହା ଥିଲା ଅନ୍ୟ ପାଖରେ କେତେ ଟଙ୍କା ଅଛି ତାହା ଜାଣିବାର ସହଜ ଉପାୟ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment