ତେବେ ଆଜିକାଲି ସୋସିଆଲ ମିଡ଼ିଆର ଯୁଗରେ ଆମେ ଘରେ ବସି ସବୁ କଥା ଜାଣି ପାରୁଛେ, ଆଉ ସେ ଫ୍ଲିମ କଥା ହେଉ ବା ଯାତ୍ରା ସବୁ ବିଷୟରେ ଘରେ ରହି ତାହାକୁ ବେଶ ଭଲ ଭାବରେ ଉପଭୋଗ କରିପାରୁଛେ | ତେବେ ଆଜି ଯେଉଁ ଭିଡିଓ ଟି ଭାଇରାଲ ହେଉଛି ତାହା ହେଉଛି ଗୋଟିଏ ଜନ୍ମ ଦିନ ର ଭିଡିଓ ଟିଏ |ଆଉ ଯେଉଁଠି ଦେଖିବାକୁ ମିଳିଛି କି ସୁନ୍ଦର ଭାବରେ ପାଳନ କରିଛନ୍ତି ଯାତ୍ରା ଅଭିନେତ୍ରୀ ନଳିନୀ ଙ୍କର ଜନ୍ମଦିନ ସେଲିବ୍ରେସନ | ଆଉ ସମସ୍ତ ଯାତ୍ରା କଳାକାର ମାନେ ବହୁତ ସୁନ୍ଦର ଭାବରେ ଏହି ଜନ୍ମଦିନ କୁ ଉପଭୋଗ କରିବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡିଓ ଟି ଉପରେ ଟିକିଏ ନଜର ପକାଇବା |
ତେବେ ଯାହା ଦେଖିବାକୁ ମିଳିଛି କୋଣାର୍କ ଗଣନାଟ୍ୟ ରେ ଅଭିନୟ କରୁଥିବା ହିରୋଇନ ନଳିନୀ ପରିଡା ଙ୍କର ପୁଅ ଙ୍କ ଜନ୍ମଦିନ ପାଳନ କରିବାକୁ ଲାଗିଛନ୍ତି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ମିଟୁନା ପରିଡା ଭ୍ଲୋଗ ରେ ସୁନ୍ଦର ଭାବରେ ଜନ୍ମଦିନ ପାଳନ କଟୁଥିବାର ଭିଡିଓ ଦେଖିବାକୁ ମିଳିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଯାତ୍ରା କୋଣାର୍କ ଯାତ୍ରା ପାଟି ରେ କାମ କରୁଥିବା ସମସ୍ତ କଳାକାର ମାନେ ସୁନ୍ଦର ଭାବରେ ଜନ୍ମଦିନ ପାଳନ ରେ ବ୍ୟସ୍ତ ଅଛନ୍ତି | ଆଉ ସେହି ଜନ୍ମଦିନ ପାଳନ ରେ ବହୁତ ଖୁସି ମଧ୍ୟ ଅଛନ୍ତି ଆଉ ସମସ୍ତେ ଥଟ୍ଟା ଆଉ ମଜା କରିବାରେ ମଧ୍ୟ ଲାଗି ପଡିଛନ୍ତି ବୋଲି ଜଣା ପଡିଛି |
ଆଉ ଯାହା ଦେଖିବାକୁ ମିଳିଛି କି ସୁନ୍ଦର ଭାବରେ ଜନ୍ମଦିନ ପାଳନ କରିବା ପାଇଁ ରୁମ ଟିକୁ ସଜେଇଛନ୍ତି ଆଉ ତାହା ପରେ କେକ ମଧ୍ୟ କାଟିବା ସହିତ ନାଚ ଆଉ ଗୀତ ରେ ସମସ୍ତେ ମାଜି ଯାଇଛନ୍ତି | ଆଉ ତାହା ସହିତ ସୁନ୍ଦର ଭାବ ରେ ଜନ୍ମଦିନ କୁ ଉପଭୋଗ କରିବାରେ ମଧ୍ୟ ଲାଗି ପଡିଛନ୍ତି ଯାତ୍ରା ପାର୍ଟି ରେ କାମ କରୁଥିବା ସମସ୍ତ କଳାକାର ମାନେ | ଆଉ ବେଶ ଖୁସି ଥିବାର ମଧ୍ୟ ନଜର ଆସିଛନ୍ତି ସେମାନେ | ଆଉ ଯାତ୍ରା ପାର୍ଟି ର ଏହିଭଳି ଭାବରେ ପାର୍ଟି କରି ଜନ୍ମଦିନ ପାଳନ କରୁଥିବାର ଭିଡିଓ ସମସ୍ତଙ୍କୁ ବେଶ ପସନ୍ଦ ମଧ୍ୟ ଆସିଛି |
ତେବେ ଖାଲି ଜନ୍ମଦିନ ପାଳନ କଥା ନୁହଁ ତାହା ସହିତ ଖାଇବା ର ମଧ୍ୟ ବ୍ୟବସ୍ଥା କରାଯାଇଥିବାର ଦେଖିବାକୁ ମିଳିଛି | ଆଉ ସମସ୍ତେ ମିଶିକି ବେଶ ସୁନ୍ଦର ଭାବରେ ଜନ୍ମଦିନ କୁ ସେଲିବ୍ରେଟ କରୁଥିବାର ଦେଖିବାକୁ ମଧ୍ୟ ମିଳୁଛି | ଆଉ ଇନଜୟ କରୁଥିବାର ଏହି ମଜାଦାର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।