ନାରୀ ଜାତି କେତେ ପ୍ରକାରର… ଓଡ଼ିଆ ଯାତ୍ରା ଶାୟାରୀ….

ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ପ୍ରତି ଦିନ ବହୁତ ସାରା ଭିଡ଼ିଓ ଭାଇରାଲ ହେଉଥିବା ରେ ଦେଖା ଯାଏ | ତେବେ ସେହି ଭିଡ଼ିଓ ମାନଙ୍କ ଭିତରୁ କେହି କେହି ଭିଡ଼ିଓ ଆମକୁ ଏତେ ପସନ୍ଦ ଆସିଥାଏ ଯେ ଯାହାକୁ ଆମେ ବାରମ୍ବାର ବାରମ୍ବାର ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ | ତେବେ ସେହି ଭିଡ଼ିଓ ମାନଙ୍କ ଭିତରୁ ଏବେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଉଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ପ୍ରଶଂସା ନ କରି ରହିପାରିବେ ନାହିଁ | ହଁ ଦର୍ଶକ ବନ୍ଧୁ ତେବେ ଏହି ଭାଇରାଲ ହେଉଥିବା ଭିଡ଼ିଓ ଏକ ଯାତ୍ରା ସେଏରୀ ରେ ହେଇଥିଲେ ମଧ୍ୟ ଏଥିରେ ଜଣେ ଯୁବକ ଓ ଯୁବତୀ ଯେପରି ଭାବରେ ସେମାନଙ୍କ କଳା ପ୍ରଦର୍ଶନ କରିଛନ୍ତି ତାହା ପ୍ରଶଂସନୀୟ ବୋଲି କୁହାଯାଇଛି | ତାହାଲେ ଆସନ୍ତୁ ବନ୍ଧୁ ଗଣ ଭାଇରାଲ ହେଉଥିବା ସେହି ଯାତ୍ରାର କିଛି ସେଏରୀ ବିଷୟରେ ଜାଣିବା ଯାହା ଏବେ ଆଲୋଚନା ବିଷୟ ପାଲଟିଛି |

ଓଡିଶା ହେଉଛି କଳା ମାଟି ତେବେ ଓଡିଶା କଳାକାର ମାନଙ୍କର ସ୍ଥାନ ସବୁବେଳେ ଉଚ୍ଚ ଥିବା କୁହାଯାଏ | ତେବେ ସେହି କଳାକାର ମାନଙ୍କ ପାଇଁ ଆମେ ବହୁତ ସମୟରେ ନିଜକୁ ବହୁତ ଗୌରବ ଅନୁଭଵ କରିଥାଉ | ତେବେ ଏବେ ଯେଉଁ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାହା ବହୁତ ପ୍ରଶଂସନିୟ ବୋଲି କୁହାଯାଇଛି |ତେବେ ଓଡିଶା ଯାତ୍ରା ଜଗତର ନିଜର ଅଭିନୟ ଓ କଳା ମାଧ୍ୟମ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଯାତ୍ରା ଅଳକା ଏବେ ତାହାର ଏକ ସେଏରୀ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିବା କୁହାଯାଇଛି |

ତେବେ ସେ ଏହି ଯାତ୍ରା ସେଏରୀ ମାଧ୍ୟମରେ ନାରୀ 8 ପ୍ରକାର ବୋଲି କହିଛନ୍ତି ଓ ତାହା କିପରି ତାକୁ ମଧ୍ୟ ପ୍ରମାଣ କରିଛନ୍ତି | ତାହାଲେ ଆସନ୍ତୁ ଭାଇରାଲ ହେଉଥିବା 8 ଟି ନାରୀ ବିଷୟରେ ଜାଣିବା | ଆଉ ଯାତ୍ରା ରେ କୁହାଯାଇଥିବା ସେଏରୀ ଅନୁସାରେ ତେବେ ସେ କହିଛନ୍ତି ପାତଳୀ ଝିଅ ର ଭଜା ସେନ୍ତୁଳା ରେ ଆଶା ,ମୋଟୀର ପେଟକୁ ଭୁକକୁ ପଖାଳ ନିୟଟ ସେ ବଦଳୁ ଥାଏ କଂସା | ଡେଙ୍ଗୀ ର ପବନ ହାଲୁକା ପବନ ସେ ଏ ବୁଦା ସେ ବୁଦା ହୁଏ |ଗେଡି ପାଇଗଲେ ହାଲୁକା ପବନ ତାକୁ ଚାଲୁଆ ଅନେଇ ଥାଏ | ଗୋରୀ ର ନଜର ନସର ପସର ସେ ବାର ଘାଟେ ପାଣି ପିଏ | କାଳୀ ପାଇଗଲେ ହାଲୁକା ପବନ ସେ ଏ ବୁଦା ସେ ସେ ବୁଦା ହୁଏ | ସାବେନି ଝିଅ ଟା ଗୋଟା ଗୁଜୁରାତି ଚାରିକି ଛାତିରେ ଖୁର | ଚାବେଳୀ ଝିଅଟା ଏମିତି ତୀର ସେ ମାରି ଖାଇବେ କ୍ଷୀର |

ଏହି ଭଳି ଭାବରେ ଯାତ୍ରା ମଞ୍ଚରେ ସୁନ୍ଦର ଭାବରେ ଭାଇରାଲ ହେବାକୁ ଲାଗିଛି ସେଏରୀ ର ଭିଡ଼ିଓ | ଆଉ ଯାତ୍ରା ମଞ୍ଚରେ ଭାଇରାଲ ହେଉଥିବା ଏହିଭଳି ଭାବରେ ଝିଅ ମାନଙ୍କୁ ନେଇକି କୁହାଯାଉଥିବା ସେଏରୀ ବର୍ତ୍ତମାନ ବେଶ ଚର୍ଚ୍ଚା ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment