Natia Comedy Part 307|| ସରସ୍ୱତୀ ପୂଜାରେ ନଟିଆର ହାଇଡ୍ରାମା… ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଆପଣ ମାନେ ଜାଣିଥିବେ କି ଆମ ଓଡ଼ିଆ ଭାଷା ରେ ଅନେକ କାର୍ଟୁନ ଚେନାଲ ରହିଛି | ଆଉ ତାହା ଭିତରୁ ନଟିଆ କମେଡି କୁ ସମସ୍ତେ ଅଧିକ ପସନ୍ଦ କରିଥାନ୍ତି ଆଉ ଯାହାକୁ ଦେଖିବା ପାଇଁ ସମସ୍ତେ ପସନ୍ଦ ମଧ୍ୟ କରିଥାନ୍ତି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଡ଼ିଛି ନଟିଆ କମେଡ଼ି ର ଏକ ଜବରଦସ୍ତ ସିନ ଅର୍ଥାତ ସରସ୍ବତୀ ପୂଜା ର ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ଭାଇରାଲ ହେଉଥିବା ଭିଡ଼ିଓ ଟି ହେଉଛି ନଟିଆ କମେଡି ର 307 ନମ୍ବର ଏପିସଡ଼ ବିଷୟରେ | ଆଉ ଯେଉଁଠି କୁହାଯାଉଛି କି ଏହି ଭିଡ଼ିଓ ରେ ନଟିଆ ସହିତ ସମସ୍ତ ସାଙ୍ଗ ମାନେ ମିଶିକି ସରସ୍ବତୀ ପୂଜା ପାଳନ କରିବାର ଭିଡ଼ିଓ ବିଷୟରେ କୁହାଯାଇଛି | ତେବେ ସମସ୍ତେ ସାଙ୍ଗ ହେଇକି ପାଳନ କରୁଥିବା ବେଳେ ନଟିଆ ଏକା ପୂଜା କରିବେ ବୋଲି କହିଛି | ଆଉ ଘର ପାଖକୁ ଯାଇକି ନଟିଆ ଘରକୁ ସଜେଇକି ପୂଜା କରିବାକୁ ଲାଗିଛି ସରସ୍ବତୀ ଙ୍କୁ |ତେବେ କୁହାଯାଏ କି ଯେଉଁଠି ଭକ୍ତି ନାହିଁ ଆଉ ଭଲ ପାଇବା ନାହିଁ ସେଠାରେ ସରସ୍ବତୀ କେବେ ହେଲେ ଆସିବେ ନାହିଁ କି ପ୍ରସନ୍ନ ହେବେ ନାହିଁ |

ଆଉ ନଟିଆ ଏକ ପୂଜା କରୁଥିବା ବେଳେ ଘରେ ନଟିଆ ଓ ଅନ୍ୟ ସାଙ୍ଗ ମାନେ ମିଶିକି ପ୍ରଥମେ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ଲାଗିଥିଲେ ସ୍କୁଲ ରେ | ଆଉ ତାହା ପରେ ସରସ୍ବତୀ ପୂଜା ରେ ପୁଷ୍ପାଞ୍ଜଳି ଦେବା ପାଇଁ ଓ ମା ଙ୍କର ଆଶୀର୍ବାଦ ପାଇଁ କାମନା କରୁଥିବାର ଦେଖିବାକୁ ମିଳିଥିଲା | ଏଠାରେ ନଟିଆ ଏକ ପୂଜା କରିଥିଲେ କିନ୍ତୁ ସରସ୍ବତୀ ମା ଆବିର୍ଭାବ ହୋଇ ନ ଥିଲେ ଆଉ କହିବାକୁ ଲାଗିଥିଲେ ନଟିଆ କୁ ମନରେ ରାଗ, ଅହଂକାର ଭାବ ଥିଲେ ସେମାନଙ୍କ ଉପରେ କେବେବି ଠାକୁର ପ୍ରସନ୍ନ ହୁଅନ୍ତି ନାହିଁ |

ତାହା ପରେ ନଟିଆ ନିଜର ଭୁଲ କୁ ବୁଝି ପାରିଥିଲା ଆଉ ସାଙ୍ଗ ମାନଙ୍କ ସହିତ ପୂଜା ଓ ପୁଷ୍ପାଞ୍ଜଳି ରେ ଭାଗ ନେଇଥିଲେ | ଆଉ ମା ଙ୍କର ପୂଜା ଆଉ ଆରାଧନା କରିବା କୁ ଲାଗିଥିଲେ | ଆଉ ସେହି ସମୟରେ ନଟିଆ ର ଭଉଣୀ ଖୁସି ସ୍କୁଲ ଗେଟ ର ବାହାରକୁ ଚାଲି ଯିବାରୁ ଖୁସି କୁ ଧରିବା ପାଇଁ ଗେଟ ବାହାରକୁ ଯାଇଥିଲେ ଆଉ ସେହି ସମୟରେ ବୁଢୀ ଟି ବସିଥିବାର ଦେଖିକି ନଟିଆ ତାଙ୍କୁ ଖାଇବାକୁ ଦେଇଥିଲା | ଆଉ ପରେ ସେମାନେ ଜାଣିବାକୁ ପାଇଥିଲେ କି ବୁଢୀ ଜଣଙ୍କ ସରସ୍ବତୀ ମା ଅଟନ୍ତି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment