ନିୟୁ Jatra Best କମେଡି | ଗୋଟିଏ ଚୁମାରେ କି ଶାନ୍ତି ମିଳିଲା… ଭିଡ଼ିଓ ଦଖିଲେ ହସି ହସି ଗଡ଼ିଯିବେ…

ହଁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ପ୍ରତେକ ଦିନ | ତେବେ ଆଜି କାଲି ଯାତ୍ରା ଜଗତର ଏକ ଜବରଦସ୍ତ ସିନ ଟି ଭାଇରାଲ ହେବାରେ ଲାଗିଛି ଆଉ ଯାହାକୁ ଆପଣ ମାନେ ଦେଖିଲେ ବେଶ ଉପଭୋଗ କରିବେ ବୋଲି ମଧ୍ୟ କୁହାଯାଉଛି |ଆଉ ଭାଇରାଲ ହେଉଥିବା ସେହି ଜବରଦସ୍ତ ସିନ ଟି ହେଉଛି ଯାତ୍ରା ଜଗତର ଏକ ଦମଦାର କମେଡି ସିନ ଟି | ଯେଉଁଠି ଚୁମ୍ବନ ରେ କି ଯାଦୁ ଅଛି ବୋଲି ଏକ କମେଡି ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଭିଡ଼ିଓ ଟିରେ | ତାହେଲେ ଆସନ୍ତୁ ବନ୍ଧୁଗଣ ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ସୁନ୍ଦର ଭାବରେ ଯାତ୍ରା ର ଅଭିନୟ ର ଯାଦୁ ଦେଖାଇବାକୁ ଲାଗିଛନ୍ତି ଯାତ୍ରା କଳାକାର ମାନେ | ତେବେ ଆଜି କାଲି ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଲୋକ ମାନେ ଫ୍ଲିମ ଅପେକ୍ଷା ଯାତ୍ରା ଜଗତ ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି | ଆଉ ତାହା ସହିତ ଯାତ୍ରା ଜଗତରେ ଦେଖା ଯାଉଥିବା ଜବରଦସ୍ତ ମନ ରଞ୍ଜନ ସିନ କୁ ଦେଖିକି ଉପଭୋଗ କରିବା ପାଇଁ ଲାଗୁଛନ୍ତି | ଏହା ବ୍ୟତୀତ ଆଜି କାଲି ଅନେକ ଟିଭି ଚେନାଲ ମାନଙ୍କରେ ମଧ୍ୟ ଦେଖିବାକୁ ମିଳୁଛି ଯାତ୍ରା ଗୁଡିକ | ବର୍ତ୍ତମାନ ଯେଉଁ ଯାତ୍ରା ର ଅଭିନୟ ଦେଖା ଯାଉଛି ସିଦ୍ଧାନ୍ତ ଟିଭି ରେ ତାହା ପ୍ରକାଶ ପାଇଛି |

ଆଉ ଯେଉଁଠି ଯାତ୍ରା ଦରବାର ରେ ଏକ ସୁନ୍ଦର କମେଡି ସିନ ଟି ଭାଇରାଲ ହେବାରେ ଲାଗିଛି | ତେବେ ଏଠାରେ ଟଙ୍କା ଯୋଗୁଁ ଲଭ ମେରେଜ କରିଛି ଗୋଟିଏ କମ ବୟସର ଝିଅ ଟି ବୁଢା ଜଣଙ୍କୁ | ଆଉ ଯାହା ଫଳରେ ସେମାନଙ୍କ ର ପିଲା ହେଉନାହିଁ | ଯାହା ଯୋଗୁଁ ଏକ ଡକ୍ଟର ବାବୁ ଜଣଙ୍କ ଆସିଛନ୍ତି ଆଉ ସେହି ଝିଅ ଜଣଙ୍କ ଗୀତ ମାଧ୍ୟମରେ କହିବାକୁ ଲାଗିଛନ୍ତି ଡକ୍ଟର ଙ୍କୁ “ଦବୁ ଯଦି ଦେ ଗୋଟେ ପିଲା ଦେଇଯା ବଦଳରେ ଘର ବାଡ଼ି ଜମି ନେଇ ଯା ବୋଲି “ଆଉ ଯେଉଁ ଗୀତ ରେ ସମାନ ଭାବରେ ଗୀତ ମାଧ୍ୟମରେ ଉତ୍ତର ଦେଇଛନ୍ତି ଡାକ୍ତର ବାବୁ ଜଣଙ୍କ |

ଆଉ ତାହା ପରେ ଡାକ୍ତର ଜଣଙ୍କ ତାଙ୍କର ଚିକିତ୍ସା କରିବେ ବୋଲି କହି ଝିଅର ସ୍ୱାମୀ ଙ୍କୁ ବାପା ବୋଲି ଭାବି ଘରୁ ବାହାର କରୁଥିବା କଥା କହିଛନ୍ତି |ଆଉ ତାହା ପରେ ଟ୍ରିଟମେଣ୍ଟ ପାଇଁ ଆଗ ପେଟ ରେ ଗୋଟିଏ ଚୁମା ଦେଇଛନ୍ତି ଡାକ୍ତର ଜଣଙ୍କ | ଆଉ ଏହି ଭଳି ଭାବରେ ଗୋଟିଏ ପରେ ଗୋଟିଏ ଜବରଦସ୍ତ କମେଡି ସିନ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ ଆଉ ଯାହାକୁ ଦର୍ଶକ ମାନେ ମଧ୍ୟ ଦେଖି ବେଶ ମଜା ନେଉଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment