ଶିବାନୀ ଗଣନାଟ୍ୟ | ନିୟୁ ଯାତ୍ରା ଭିକାରୀ ( Bhikari ) କମେଡି… ଭିଡ଼ିଓ ଦେଖିଲ ହସି ହସି ଗଡ଼ିଯିବେ…

ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆ ହେଉ ନ ହେଲେ ଅନ୍ୟ କୌଣସି ସ୍ଥାନରେ ଯେତେବେଳେ ଆମେ କମେଡି ବିଷୟରେ ଶୁଣୁ ତାହା ଆମ ମନ କୁ ବେଶ ଖୁସି ଦେଇଥାଏ ସେଥିପାଇଁ ଆମେ ପ୍ରାୟତଃ କମେଡି ଦେଖିବାକୁ ବା ଶୁଣିବାକୁ ଭଲ ପାଇଥାଉ | ତାହାଲେ ଦର୍ଶକ ବନ୍ଧୁ ଠିକ ସେହିପରି ଏକ କମେଡି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଉଛି | ତେବେ ଏହି ଭିଡ଼ିଓ ଟି ଓଡିଶା ଏକ ବହୁ ପ୍ରଶଂସିତ ଯାତ୍ରା ପାର୍ଟ ର ବୋଲି ଜଣା ପଡିଛି | ଯେଉଁଥିରେ ଓଡିଶା ଯାତ୍ରା ପାର୍ଟ ର ନାମୀ ଦାମୀ କଳାକାର ବା ଯାତ୍ରା ଜଗତର ଲୋକପ୍ରିୟ ହାସ୍ୟଭିନେତା ଭିକାରୀ ସ୍ୱାଇଁ ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ମନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦେଖାଯାଇଛି |

ତେବେ ସୂଚନା ଅନୁଯାୟୀ ଓଡିଶା ଲୋକ ପ୍ରିୟ ଯାତ୍ରା ପାର୍ଟ ଶିବାନୀ ଗଣନାଟ୍ୟର ଏକ ଯାତ୍ରା ଯାହା ଲୋକଙ୍କୁ ବେଶ ପସନ୍ଦ ଆସିବା ସହିତ ପ୍ରଶଂସା ସାଉଁଟି ଥିବା କୁହାଯାଇଛି | ତେବେ ସେହି ବହୁ ପ୍ରଶଂସିତ ଯାତ୍ରା ” ବରଣୀ କନ୍ୟା ବରଷା ରାଣୀ ” ଲୋକଙ୍କୁ ବେଶ ପସନ୍ଦ ଆସିଥିଲା | ତେବେ ସେହି ଯାତ୍ରାର ଏକ କମେଡି ସିନ ରହିଛି ଯାହା ଦର୍ଶକଙ୍କ ମନକୁ ବେଶ ଆକର୍ଷିତ କରିଥିଲା | ତେବେ ସେହି କମେଡି କୁ ଯାତ୍ରା ମଞ୍ଚରେ ଭିକାରୀ ସ୍ୱାଇଁ ବେଶ ଭଲ ଭାବରେ ପରିବେଷଣ କରିଥିଲେ | ତେବେ ଭାଇରାଲ ହେଉଥିବା କମେଡି ଟି ଆଜିର ସମାଜର ସ୍ୱାମୀ ଓ ସ୍ତ୍ରୀଙ୍କୁ ନେଇ ହେଇଥିବା କୁହାଯାଇଛି |

ଆଉ ଏଠାରେ ଦେଖିବାକୁ ମିଳିଛି କି କିପରି ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ପ୍ରତି ଅନ୍ୟାୟ ଓ ଅତ୍ୟାଚାର କରିଆସୁଛି ତାହା ଏହି ଯାତ୍ରା ମଞ୍ଚରେ ଭିକାରୀ ସ୍ୱାଇଁ ଦର୍ଶକ ମାନଙ୍କୁ ନିଜର ଅଭିନୟ ମାଧ୍ୟମରେ ଦେଖାଇଛନ୍ତି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି କମେଡି ବିଷୟରେ ଅଧିକ ଟିକେ ଆଲୋଚନା କରିବା |ଦର୍ଶକ ବନ୍ଧୁ ଯାତ୍ରାର କମେଡି କହିଲେ ଆଗ ଧାଡିର କିଛି ଯାତ୍ରା କମେଡିୟାନ ଙ୍କ କଥା ଆମର ମନେ ପଡେ | ତାହା ମଧ୍ୟରୁ କମେଡିୟାନ ଭିକାରୀ ସ୍ୱାଇଁ ଜଣେ ଆଗ ଧାଡିର କମେଡିୟାନ ଭାବେ ବେଶ ଜଣା ଶୁଣା |

ତେବେ ଶିବାନୀ ଗଣନାଟ୍ୟ ର ” ବରଣୀ କନ୍ୟା ବରଷା ରାଣୀ ” ନାଟକ ର ଏକ କମେଡି ଯାହା ଦର୍ଶକ ମନକୁ ବେଶ ପସନ୍ଦ ଆସିଛି | ଯେଉଁ ଥିରେ ଷ୍ଟେଜ ଉପରକୁ ଆସି ନିଜର କମେଡି ମାଧ୍ୟମରେ ମାଈପ ବନ୍ଦନା କରିଥିବା ନଜର ଆସିଥିଲେ ଭିକାରୀ ସ୍ୱାଇଁ | ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି | ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଭାଇରାଲ ଭିଡ଼ିଓ ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାର ମାତ୍ରା କିଛି ସମୟ ପରେ ଏହାକୁ ଶତାଧିକ ଲୋକ ଦେଖି ପସନ୍ଦ କରିଛନ୍ତି | ଆଉ ଯାହା ଭାଇରାଲ ମଧ୍ୟ ହେବାକୁ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment