ନୂଆ ବର୍ଷରେ ପ୍ରଥମ ଥର ରେକର୍ଡ କଲା ଓଡ଼ିଆ ନିୟୁ ଭଜନ ସଂଗ ” Sundara Mo Kala Thakura “… ମାତ୍ର 4 ଘଣ୍ଟାରେ 6.1 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ଭିଡ଼ିଓ ଆପଣ ମାନେ ଦେଖୁବାକୁ ପାଇଥିବେ ସୋସିଆଲ ମିଡିଆରେ |ଅନେକ ସମୟରେ ଅନେକ ନୂଆ ନୂଆ ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ତାହା ହେଉଛି ଏକ ଭଜନ ଗୀତ ଟି | ଆଉ ଯେଉଁଥିରେ ଜଗନ୍ନାଥ ଙ୍କ ଉଦେଶ୍ୟ ରେ ସୁନ୍ଦର ଭାବରେ ଏକ ମ୍ୟୁଜିକ ଭିଡ଼ିଓ ହୋଇଛି ଯାହା ସମସ୍ତଙ୍କୁ ବେଶ ପସନ୍ଦ ଆସିବ ବୋଲି ମଧ୍ୟ କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ଟିକିଏ ନଜର ପକାଇବା |

ଆପଣ ମାନେ ଜାଣିଥିବେ କି ଆମ ଓଡିଶା ହେଉଛି ଜଗନ୍ନାଥ ଙ୍କର ଧାମ, ଆଉ ଏଠାରେ ଲୋକ ମାନେ ବିଶେଷ କରିକି ଜଗନ୍ନାଥ ଙ୍କର ଭଜନ ସହିତ ଜଗନ୍ନାଥ ଙ୍କର ଭିଡ଼ିଓ ମାନ ଦେଖିବା ପାଇଁ ଅଧିକ ପସନ୍ଦ କରିଥାନ୍ତି | ତେବେ ବର୍ତ୍ତମାନ ସେହି ଜଗତର ନାଥ ଜଗନ୍ନାଥ ଙ୍କର ଉଦେଶ୍ୟ ରେ ଏକ ସୁନ୍ଦର ଭଜନ ଗୀତ ଟି ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି, ଯେଉଁ ଗୀତ ଟି ସମସ୍ତଙ୍କର ମନକୁ ବେଶ ଖୁସି କରେଇଛି | ତାହା ସହିତ ଏକ ଅନ୍ଧ ବାପା ଓ ଝିଅ ର ଅଭିନୟ ଏଠାରେ ଦେଖା ଯାଇଛି ଯାହା ଦର୍ଶକ ମାନଙ୍କର ମନକୁ କିଣି ନେଇଛି ବୋଲି କୁହାଯାଇଛି |

ତେବେ ଏହି ଭଳି ଭାବରେ ଭାଇରାଲ ହେଉଥିବା ସୁନ୍ଦର ମନୋଛୁଆଁ ଗୀତ ଟି ହେଉଛି “ନାଁ ଚାନ୍ଦ ଦେଖିଛି ନା ତାରା ଦେଖିଛି “ସୁନ୍ଦର ମୋ କଳା ଠାକୁର | ଆଉ ଭାଇରାଲ ହେଉଥିବା ଏହି ମନୋଛୁଆଁ ଭଜନ ଟିରେ କଣ୍ଠ ପ୍ରଦାନ କରିଛନ୍ତି ଶାରଦା ପ୍ରସନ୍ନ ସାହୁ ଓ ଏଥିରେ ଗୀତ ଗାଇଛନ୍ତି ପଞ୍ଚାନନ ନାୟକ, ତାହା ସହିତ ଏହି ଗୀତ ରେ ସୁନ୍ଦର ଭାବରେ ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ମିଲନ ଓ ରାଣୀ ବୋଲି କୁହାଯାଉଛି |ଆଉ ଏହି ଗୀତ ର ସମ୍ପାଦକ ହେଉଛନ୍ତି ସୁଶୀଳା ଭୋଳ ବୋଲି କୁହାଯାଉଛି | ଏହା ସହିତ ଗୀତ ରେ ସହ ନିର୍ଦେଶକ ରାଜ ହୋଇଥିବା ବେଳେ କ୍ୟାମେରା ରେ ମନୋଜ ବେହେରା ଅଛନ୍ତି ବୋଲି କୁହାଯାଉଛି |

ତାହା ସହିତ ଏହିଭଳି ଭାଇରାଲ ହେବାକୁ ଲାଗିଥିବା ସୁନ୍ଦର ଭଜନ ରେ ଜଣେ ଦୁଃଖୀ ଅନ୍ଧ ର ଦୁଃଖ ଜଣାଇବାକୁ ଲାଗିଛନ୍ତି ଆଉ ଆଖି ନ ଥାଇ ସେ କେମିଟି ଜଗନ୍ନାଥ ଙ୍କୁ ଦେଖି ପାରୁଛି ତାହା ଏଠାରେ ବର୍ଣ୍ଣନା କରିବାକୁ ଲାଗିଛି |ତେବେ ଏହିଭଳି ଭାଇରାଲ ହେଉଥିବା ସୁନ୍ଦର ଗୀତ ଟି ଦର୍ଶକ ମାନଙ୍କର ମନକୁ ବେଶ ଆକୃଷ୍ଟ କରେଇଛି ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment