ଦେଖନ୍ତୁ Socking ଭିଡ଼ିଓ- ନିଆଁ ପୁପୁ ହଟାତ ରୂପାଙ୍କ(Rupa)ସହିତ ଘଟିଲା ଏମିତି…ଯାହାକୁ ଦେଖିଲେ ଆପଣଙ୍କ ମୁଣ୍ଡ କାମ କରିବନି

ବନ୍ଧୁଗଣ ଆପଣ ମାନେ ଓଡ଼ିଶାର ନମ୍ୱର ୱାନ ୟୁ ଟ୍ୟୁବ ଚେନାଲ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ କୁ ଭଲ ଭାବରେ ଜାଣିଥିବେ। ତେବେ ଏହି ଦୁଇ ଯୋଡ଼ି ରୁପା ଓ ପିଣ୍ଟୁ ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି ସେମାନେ ତାଙ୍କର ସୁନ୍ଦରୀ ଅଭିନୟ ତଥା ଆଲବମ ମାଧ୍ୟମରେ ଲୋକମାନ ଙ୍କର ହୃଦୟ ଭିତରେ ଘର କରି ରହିଛନ୍ତି। ତେବେ ଲୋକମାନେ ମଧ୍ୟ ଏହି ଯୋଡ଼ି ଙ୍କ ସହ ଉତପ୍ରୋତ ଭାବରେ ଯୋଡ଼ିତ ତେଣୁ ତାଙ୍କ ବିଷୟରେ ସବୁକିଛି ଜାଣିବା କୁ ପସନ୍ଦ କରନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଲୋକପ୍ରିୟ ଯୋଡି ଙ୍କ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଏବଂ ଏହା ଦେଖିଲେ ଆପଣ ନିଶ୍ଚିତ ଭାବରେ ଖୁସି ହୋଇଯିବେ ମଧ୍ୟ।
ତେବେ ଏହି ଦୁଇ ଯୋଡ଼ି ରୁପା ଓ ପିଣ୍ଟୁ ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି ସେମାନେ ତାଙ୍କର ସୁନ୍ଦରୀ ଅଭିନୟ ତଥା ଆଲବମ ମାଧ୍ୟମରେ ଲୋକମାନ ଙ୍କର ହୃଦୟ ଭିତରେ ଘର କରି ରହିଛନ୍ତି। ତେବେ ଲୋକମାନେ ମଧ୍ୟ ଏହି ଯୋଡ଼ି ଙ୍କ ସହ ଉତପ୍ରୋତ ଭାବରେ ଯୋଡ଼ିତ ତେଣୁ ତାଙ୍କ ବିଷୟରେ ସବୁକିଛି ଜାଣିବା କୁ ପସନ୍ଦ କରନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଲୋକପ୍ରିୟ ଯୋଡି ଙ୍କ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଏବଂ ଏହା ଦେଖିଲେ ଆପଣ ନିଶ୍ଚିତ ଭାବରେ ଖୁସି ହୋଇଯିବେ ମଧ୍ୟ।

ତେବେ ଏହି ଭିଡ଼ିଓ ଟିରେ ଦେଖା ଯାଇଛି ଯେ, ଶୀତ ସକାଳ ରେ ଉଠି ପିଣ୍ଟୁ ଭାଇଙ୍କ ପୁରା ପରିବାର ଯାଇ ନିଆଁ ଜାଳି ବସିଛନ୍ତି। ଆଉ କିଛି ସମୟ ପରେ ସେଠାରେ ପିଣ୍ଟୁ ଭାଇ ମଧ୍ୟ ଯୋଗ ଦେଇଛନ୍ତି ଏବଂ ପିଲା ଦିନେ ସେ ଯେଉଁପରି କୁଟା ରେ ବିଡ଼ି ଟାଣୁଥିଲେ ଠିକ ସେହିପରି ଟାଣିଛନ୍ତି ଯାହାକୁ ଦେଖିଲେ ଆପଣ ଙ୍କ ର ମଧ୍ୟ ପିଲା ଦିନ ନିଶ୍ଚିତ ଭାବରେ ମନେ ପଡିଯିବ। ତେବେ ତା ପରେ ଦେଖା ଯାଇଛି ଯେ ରୁପା ଭାଉଜ ଶୀତ ପାଇଁ ଲେଟ ରେ ସବୁ କାମ ଆରମ୍ଭ କରିଛନ୍ତି ଯାହାକୁ ନେଇ ପିଣ୍ଟୁ ଭାଇ ତାଙ୍କ ସହ ମଜାମସ୍ତି ମଧ୍ୟ କରିଛନ୍ତି।

ତେବେ ଏହା ପରେ ସେପଟେ ଖୁସି ମା ଙ୍କ ର ବଡ଼ମାସି ଆରମ୍ଭ ହୋଇଯାଇଛି ଏବଂ ନୂଆ ଡ୍ରେସ ପିନ୍ଧି ସେ ଡ୍ୟାନ୍ସ କରିବାକୁ ଲାଗି ଯାଇଛନ୍ତି।ସେପଟେ ରୁପା ଭାଉଜ ଶାଶୂ ଙ୍କ ସହ ମିଶି ଖଳା ଲେପିବା ରେ ଲାଗିଛନ୍ତି।
ଏବଂ ଏହା ମଧ୍ୟରେ ଦେଖିବା କୁ ମିଳିଛି କି ସବୁ ଥର ପରି ଏହି ଭିଡ଼ିଓ ରେ ମଧ୍ୟ ପିଣ୍ଟୁ ଭାଇ ତାଙ୍କ ଭଉଣୀ ଓ ମାମୁନି ଙ୍କ ସହ ଥଟ୍ଟା ମଜା କରୁଛନ୍ତି ଆଉ ଖୁସି ମା ଙ୍କ ସହ ମଧ୍ୟ ଲାଗୁଛନ୍ତି। ତେବେ ଭିଡ଼ିଓ ଟି ଖୁବ ସୁନ୍ଦର ଓ ମଜାଦାର ରହିଛି ଆପଣ ମାନେ ନିଶ୍ଚିତ ଦେଖନ୍ତୁ।ତେବେ ଭିଡ଼ିଓ ଟି ଖୁବ ମଜାଦାର ହୋଇଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment