ନିଜ ଭଉଣୀ ବାହାଘର ( Marriage ) ରେ ସମସ୍ତଙ୍କ ଆଗରେ ନୂଆ ଆନ୍ଦାଜ ରେ ଡ୍ୟାନ୍ସ କଲେ ଭାଇ… ଥରୁଟିଏ ନିଶ୍ଚୟ ଦେଖନ୍ତୁ ଭିଡ଼ିଓ

ତେବେ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେବାରେ ଲାଗିଛି , ତେବେ ବର୍ତ୍ତମାନ ବିବାହ ଫାଂକ୍ସନ ରେ ଦେଖିବାକୁ ମିଳିଛି କି ସୁନ୍ଦର ଭାବରେ ଯୁବକ ଜଣଙ୍କର ତାଙ୍କର ଡାନ୍ସ ମାଧ୍ୟମରେ ସମସ୍ତଙ୍କର ମନକୁ ଆକୃଷ୍ଟ କରେଇବାକୁ ଲାଗିଛନ୍ତି ଓ ସମସ୍ତଙ୍କର ମନକୁ ମଧ୍ୟ କିଣି ନେଉଥିବାର ଦେଖିବାକୁ ମିଳିଛି |ତେବେ ସାଧାରଣତଃ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଯେତେବେଳେ ବାହାଘର ସିଜିନ ଆସେ ଆଉ ଘରେ ଗୋଟିଏ ବାହାଘର ଫାଂକ୍ସନ ଟେ ହୋଇଥାଏ ସେତେବେଳେ ସମସ୍ତେ ଆଗ୍ରହୀ ହୋଇ ଯାଇଥାନ୍ତି ଡାନ୍ସ କୁ ନେଇକି | ତାହେଲେ ବର୍ତ୍ତମାନ ସେହିଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଆଉ ଯେଉଁଠି ସୁନ୍ଦର ଭାବରେ ଯୁବକ ଜଣଙ୍କ ଡାନ୍ସ କରୁଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଯାହା ଦେଖିବାକୁ ମିଳିଛି କି ଏକ ବିବାହ ସମୟରେ ଏକ ଭିଡିଓ ଟି ବର୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଭଉଣୀ ର ବିବାହ ରେ ସୁନ୍ଦର ଭାବରେ ଡାନ୍ସ କରିବାକୁ ଲାଗିଛନ୍ତି ଭାଇ ଜଣଙ୍କ | ଆଉ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ବେଶ ଖୁସି ହୋଇଯିବେ ଆଉ ଯେଉଁଠି “ତାରକା ଚମକତା ” ଗୀତ ରେ ସୁନ୍ଦର ଭାବରେ ଡାନ୍ସ ର କମାଲ ଦେଖାଇବାକୁ ଲାଗିଛନ୍ତି ଯୁବକ ଜଣକ | ଆଉ ତାଙ୍କର ଡାନ୍ସ ରେ ମଧ୍ୟ ଝୁମି ଯାଇଛନ୍ତି ସମସ୍ତେ |

ଭାଇରାଲ ହେଇଥିବ ଏହି ଭିଡିଓ ରେ ଦେଖିବକୁ ମିଳିଛି କି ଷ୍ଟେଜ ଉପରେ ବର ଆଉ କନିଆଁ ସଜେଇ ହେଇକି ବସିଛନ୍ତି | ଆଉ ଆଗରେ ଡାନ୍ସ ର କମାଲ ମଧ୍ୟ ଦେଖାଉଛନ୍ତି ସମସ୍ତେ | ଆଉ ବିବାହ ରେ ନାଚ ଆଉ ଗୀତ ରେ ଝୁମି ଯାଇଛନ୍ତି ସମସ୍ତ ଲୋକ ମାନେ | ଆଉ ଏଥରେ ଦେଖା ଯାଉଛି କି ଭଉଣୀ ଙ୍କ ବିବାହ ପ୍ରଗ୍ରାମ ରେ ଭାଇ ଜଣଙ୍କ ଡାନ୍ସ କରିବାକୁ ଲାଗିଛନ୍ତି | ଆଉ ତାହା ସହିତ ବିବାହ ର ପାର୍ଟି କୁ ମଧ୍ୟ ବେଶ ଭଲ ଭାବରେ ଆଗ୍ରହ ର ସହିତ ମଧ୍ୟ ଅପେକ୍ଷା କରିକି ବସିଥିବାର ଦରଖିବାକୁ ମିଳିଛି | ଆଉ ଏହି ଦୃଶ୍ୟ କୁ ଯିଏ ବି ଦେଖୁଛି ଖୁସି ହୋଇ ଯାଉଛି |

ତେବେ କୁହାଯାଏ ଭାଇ ଆଉ ଭଉଣୀ ଙ୍କ ମଧ୍ୟରେ ଥିବା ସମ୍ପର୍କ ସବୁଠାରୁ ନିଆରା ହୋଇଥାଏ | ଆଉ ସେହି ସମ୍ପର୍କ ରେ ନାଁ ଥାଏ ବାଧା ନା ଥାଏ କିଛି ବିଘ୍ନ, କେବଳ ଏକ ପବିତ୍ର ସମ୍ପର୍କ ଥାଏ ସେମାନଙ୍କ ମଧ୍ୟରେ | ଆଉ ଭଉଣୀ ର ବାହାଘର ରେ ଭାଇ ଜଣଙ୍କର ଡାନ୍ସ ସମସ୍ତଙ୍କୁ ବେଶ ଆକୃଷ୍ଟ କରେଇଛି | ଆଉ ଯାହା ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment