ଓଃ କି ଡ୍ୟାନ୍ସ ! ନିଜ ସ୍ୱାମୀ ସହ ଜବରଦସ୍ତ ହଟ ଡ୍ୟାନ୍ସ କଲେ Sweet Couple… ଦେଖିଲେ ନିଜକୁ ସମ୍ଭାଳି ପାରିବେନି

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ଯେତେବେଳେ ଗୀତ ଆଉ ଡାନ୍ସ ର ଭିଡ଼ିଓ ମାନ ଭାଇରାଲ ହେବାକୁ ଲାଗିଥାଏ ସେତେବେଳେ ସେହି ଭଳି ଭିଡ଼ିଓ ସମସ୍ତଙ୍କୁ ବେଶ ପସନ୍ଦ ଆସିଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ସେହିଭଳି ମନଛୁଆ ଭିଡ଼ିଓ ଟି ସାମ୍ନା କୁ ଆସିଛି ଆଉ ଯେଉଁ ଭିଡ଼ିଓ ରେ ସ୍ୱାମୀ ଓ ସ୍ତ୍ରୀ ଙ୍କର ମିଳିମିଶି ଡାନ୍ସ କରୁଥିବାର ଭିଡ଼ିଓ ସାମ୍ନା କୁ ଆସିଛି ଯାହା ସମସ୍ତ ଙ୍କ ମନକୁ ଛୁଇଁଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିଵା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆଜି କାଲି ଲୋକ ମାନେ ଆଉ ପଛରେ ନାହାନ୍ତି, ସମସ୍ତେ ନିଜ ନିଜର ଟେଲେଣ୍ଟ କୁ ପ୍ରକାଶ କରିବାରେ ଲାଗୁଛନ୍ତି | ଆଉ ଯେଉଁଠି କୁହାଯାଉଛି କି ସୋସିଆଲ ମିଡ଼ିଆ ଜରିଆରେ ସମସ୍ତ ଙ୍କର ପ୍ରିୟ ଆଉ ପ୍ରସଂଶା ର ପାତ୍ର ମଧ୍ୟ ହୋଇ ପାରୁଛନ୍ତି ଆଜି କାଲି | ତାହା ସହିତ ପିଲା ଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ଟେଲେଣ୍ଟ କୁ ଲୋକ ଲୋଚନ କୁ ଆଣିବାରେ ଲାଗୁଛନ୍ତି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ସୁନ୍ଦର ଭାବରେ ଡାନ୍ସ ର କମାଲ ଦେଖାଇବାକୁ ଲାଗିଛନ୍ତି ସ୍ୱାମୀ ଓ ସ୍ତ୍ରୀ |

ତେବେ ଡାନ୍ସ ଗୋଟିଏ ଏମିତି ଜିନିଷ ଯାହା ଆମ ସମସ୍ତ ଙ୍କର ପାଖରେ ଏହି ଭଳି କଳା ଟି ରହିଥାଏ କମ ହେଉ ଅଥଚ ବେଶୀ ସମସ୍ତେ ମନକୁ ଖୁସି କରେଇବା ପାଇଁ ଡାନ୍ସ କରିଥାନ୍ତି | ଆଉ ତାହା ସହିତ ମନର ପ୍ରଫୁଲ୍ଲତା ମଧ୍ୟ ଆଣିଥାନ୍ତି ଡାନ୍ସ ମାଧ୍ୟମରେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ସ୍ୱାମୀ ଓ ସ୍ତ୍ରୀ ଦୁଇଜଣ ମିଶି ସୁନ୍ଦର ଭାବରେ ଡାନ୍ସ ର କମାଲ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନରିଛନ୍ତି |

ଆଉ ଭାଇରାଲ ହେଉଥିଵା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ସ୍ୱାମୀ ସ୍ତ୍ରୀ ରୁମ ଭିତରେ ମନ ଖୋଲା ଡାନ୍ସ କରିବାକୁ ଲାଗିଛନ୍ତି | ତେବେ ସେମାନଙ୍କର ଡାନ୍ସ ରେ କିଛି ତାଳ ନ ଥାଇ ପରେ କିନ୍ତୁ ମନ ଖୋଲା ଡାନ୍ସ କରିବା ଫଳରେ ସେମାନେ ଏନଜୟ ମଧ୍ୟ କରୁଛନ୍ତି ମନ ଖୋଲିକି | ଆଉ ସ୍ୱାମୀ ଓ ସ୍ତ୍ରୀ ଙ୍କର ଏହି ଭଳି ସୁନ୍ଦର ଡାନ୍ସ ର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ଯାହା ବର୍ତ୍ତମାନ ଚର୍ଚ୍ଚା ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment