ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ବିଷୟରେ ଆପଣ ମାନେ ଜାଣିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ସାମ୍ନା କୁ ଆସିଥାଏ ଯେଉଁ ଭିଡିଓ ଗୁଡିକୁ ଦେଖିବା ପାଇଁ ଆମ ମାନଙ୍କର ଇଚ୍ଛା ଆଉ ଆଗ୍ରହ ବଢିବାକୁ ଲାଗିଥାଏ | ଆଉ ସେହି ଭଳି ଭିଡ଼ିଓ ଗୁଡିକ ହେଉଛି ଅଲିଉଡ ରେ ଅଭିନେତା ଆଉ ଅଭିନେତ୍ରୀ ମାନଙ୍କ ବିଷୟରେ ଭାଇରାଲ ହେଉଥିବା ଭିଡ଼ିଓ ବିଷୟରେ କିଛି କଥା | ଆଉ ଯେଉଁଠି କୁହାଯାଉଛି କି ବର୍ତ୍ତମାନ ଆମେ ଯାହାଙ୍କ ବିଷୟରେ ଆଲୋଚନା କରିବା ପାଇଁ ଯାଉଛୁ ସେ ହେଉଛନ୍ତି ଅଲିଉଡ ର ଜଣେ ଜଣା ଶୁଣା ଟେଲି ଅଭିନେତ୍ରୀ ନିକିତା ମିଶ୍ର ଙ୍କ ବିଷୟରେ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ ନଜର ପକାଇବା |
ଅଲିଉଡ ରେ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ହୃଦୟରେ ଘର କରିଥିବା ନିକିତା ମିଶ୍ର ଙ୍କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ | ଯିଏ କି ଜଣେ ଚାଇଲଡ ଆଟିଷ୍ଟ ଭାବରେ ଓଡ଼ିଆ ଦର୍ଶକ ମାନଙ୍କର ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ଆସିଛନ୍ତି ଓ ଏବେ ଟେଲିଭିଜନ ଜଗତରେ ଜଣେ ଜଣା ଶୁଣା ଟେଲି ଅଭିନେତ୍ରୀ ଭାବରେ ମଧ୍ୟ ନିଜର ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି ନିକିତା ମିଶ୍ର |
ନିକିତା ଙ୍କର ଜନ୍ମ ଓ ଲାଇଫ ଷ୍ଟାଇଲ :-
ତେବେ ଅଲିଉଡ ଅଭିନେତ୍ରୀ ନିକିତା ମିଶ୍ର ମେ 26 ରେ ଭୁବନେଶ୍ୱର ରେ ଜନ୍ମ ଗ୍ରହଣ କରିଥିଲେ | ତେବେ ସେ ଜଣେ ମଡେଲ ସାଙ୍ଗକୁ ଏକ୍ଟ୍ରେସ ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ ବୋଲି କୁହାଯାଉଛି | ତେବେ ଅନେକ ଓଡ଼ିଆ ଫ୍ଲିମ ରେ ନିକିତା କୁନି କଳାକାର ଭାବରେ ନିଜର ଅଭିନୟ ର କଳା ଦେଖାଇଛନ୍ତି | ଏହା ସହିତ ନିକିତା ତାଙ୍କର ସ୍କୁଲ ଓ କଲେଜ ଲାଇଫ ଭୁବନେଶ୍ୱର ରେ ବିତାଇଥିବା କଥା ମଧ୍ୟ କୁହାଯାଉଛି | ତେବେ ନିକିତା ଙ୍କର ହାଇଟ 5 ଫୁଟ 5 ଇଞ୍ଚ ହୋଇଥିବା ବେଳେ ତାଙ୍କର ୱେଟ 52 ବୋଲି ମଧ୍ୟ କୁହାଯାଉଛି | ସେ ପ୍ରଥମେ ସିଂହ ବାହିନୀ ଓ ପରେ ନେଇ ଜାରେ ମେଘ ମୋତେ ଫ୍ଲିମ ରେ ଅଭିନୟ ର ଝଲକ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଥିଲେ |
ଆଉ ତାହା ପରେ ମଧ୍ୟ ଯୋଗି ଫ୍ଲିମ ରେ ଅଭିନେତ୍ରୀ ଭାବରେ ଅଭିନୟ ର କମାଲ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ନିକିତା | ଏହା ଛଡା ବର୍ତ୍ତମାନ ଝିଲ୍ଲୀ ଭାବରେ ଟେଲି ଅଭିନେତ୍ରୀ ଭାବରେ ନିଜର ଅଭିନୟ ର କମାଲ ଦେଖାଇଛନ୍ତି ନିକିତା ମିଶ୍ର | ଏହା ଛଡ଼ା ଅନେକ ଫ୍ଲିମ ଆୱାର୍ଡ ମଧ୍ୟ ପାଇଛନ୍ତି ନିକିତା ତାଙ୍କର ଅଭିନୟ ମାଧ୍ୟମରେ |ତେବେ ଏହା ଥିଲା ଅଲିଉଡ ଏକ୍ଟ୍ରେସ ନିକିତା ମିଶ୍ର ଙ୍କ ବିଷୟରେ କିଛି ସୂଚନା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।