ଷ୍ଟେଜ ଉପରେ ଓଡ଼ିଆ ସିରିଏଲ ” ଝିଲି ” ର ଅଭିନେତ୍ରୀ Nikita ଙ୍କ ଠୁମକା ଡ୍ୟାନ୍ସ ଦେଖି ଲୋକେ ହେଲେ ଦିୱାନା….

ଝିଲ୍ଲୀ ର ଡ୍ୟାନ୍ସ ଦେଖି ମେଳା ର ମାହଲ ଜମିଗଲା ଗୁଆ ଘିଅ ଓ ବଲମା ଗୀତରେ ଝୁମି ଉଠିଲେ ଦର୍ଶକ ।ତେବେ ସୋସିଆଲ ମେଡିଆରେ ବହୁତ ପ୍ରକାର ଭିଡ଼ିଓ ଦେଖିବାକୁ ମିଳୁଛି, କିନ୍ତୁ ଯେତେବେଳେ କୋଉ ସେଲିବ୍ରେଟି ମାନଙ୍କ ଖବର ଆସିଲା ତାହା ଖୁବ ହାଇଲାଇଟ ହେଇଥାଏ ।ଯେମିତି ବର୍ତ୍ତମାନ ଦେଖୁଥିବେ ସବୁ ଜାଗାରେ ଖାଲି ମେଳା ଯାତ୍ରା ଲାଗି ରହିଛି,ଆଉ ଏହି ଉତ୍ସବ ଗୁଡିକର ମୁଖ୍ୟ ଆକର୍ଷଣ ପାଲଟିଛି ଟେଲି ଅଭିନେତା ଅଭିନେତ୍ରୀ ମାନେ ।ଆଉ ସେହି କଳାକାର ମାନେ ମେଳା ରେ ଯାଇ କେମିତି ମାହଲ ତିଆରି କରୁଛନ୍ତି ତାହାର ଏକ ଛୋଟ ଝଲକ ଦେଖିବାକୁ ମିଳିଛି ସୋସିଆଲ ମେଡିଆରେ ।

ତେବେ ଟିଭିରେ ପ୍ରସାରିତ ହେଉଥିବା ସିରିଏଲ ଗୁଡିକ ସଗୀତ ଗାଁ ଗହଳି ର ଲୋକମାନେ ଖୁ ଜଡିତ ।ଆଉ ସେହି ଲୋକ ମାନଙ୍କୁ ଯଦି ତାଙ୍କର ପ୍ରିୟ କଳାକାର ପାଖରେ ମିଳିଯାଏ ତାହେଲେ ତାଙ୍କ ଖୁସି କହିଲେ ନସରେ ।ତେବେ ବର୍ତ୍ତମାନ ମେଳା ଗୁଡିକରେ ସେହି କଳାକାର ମାନେ କେବଳ ଆସୁ ନାହାନ୍ତି ବରଂ ତାଙ୍କର ଫେନ ମାନଙ୍କ ସହିତ ଖୁବ କଥା ହେବା ସହିତ ମଜା ମସ୍ତି ବି କରୁଛନ୍ତି ।ଯେମିତି ଆଜିର ଏହି ଭିଡ଼ିଓରେ ଦେଖୁ ନାହାନ୍ତି ଝିଲ୍ଲୀ ସିରିଏଲ ର ଝିଲ୍ଲୀ ଷ୍ଟେଜ କୁ ଆସିବା ପରେ ସେ କେମିତି ନିଜ ଫେନ ମାନଙ୍କୁ ଏଣ୍ଟଟେନ କରୁଛନ୍ତି ।କେବଳ ସେତିକି ନୁହେଁ ଦର୍ଶକ ଖୁସି କରାଇବା ପାଇଁ ସେ ସୁନ୍ଦର ଡ୍ୟାନ୍ସ ବି କରୁଛନ୍ତି ।

ନିହାରିକା ଦାସ ଯିଏ ଆଜି ଘରେ ଘରେ ଝିଲ୍ଲୀ ଭାବରେ ପରିଚିତ, ଜି ସାର୍ଥକ ଚେନାଲ ରେ ପ୍ରସାରିତ ସିରିଏଲ ଝିଲ୍ଲୀ ରେ ନିହାରିକା ଝିଲ୍ଲୀ ର ଅଭିନୟ କରୁଛନ୍ତି ।ଆଉ ତାଙ୍କର ଏହି ଅଭିନୟ ଏତେ ସୁନ୍ଦର କି ଖୁବ କମ ସମୟରେ ଆଜି ତାଙ୍କର ଅନେକ ଫେନ ହେଇ ଗଲେଣି ।ତେବେ ନିକଟରେ ଝିଲ୍ଲୀ ନରହରିପୁର ଗ୍ରାମୀନ ମେଳାକୁ ଆସିଥିଲେ ଆଉ ସେହି ମେଳାରେ ସେ ବହୁତ ସମୟ ଧରି ଷ୍ଟେଜ ରେ ରହିବା ସହିତ ଦର୍ଶକ ମାନଙ୍କ ସହିତ ବହୁତ କଥା ହେଇଥିଲେ ।ତା ଛଡା ଗୁଆ ଘିଅ, ଓ ବଲମା ପରି କେତେ ଗିଡିଏ ଗୀତରେ ଖୁବ ସୁନ୍ଦର ଡ୍ୟାନ୍ସ କରି ଦର୍ଶକ ଙ୍କ ହୃଦୟ କିଣି ନେଇଥିଲେ ।

ପ୍ରାୟ 20 ମିନିଟ ଧରି ଝିଲ୍ଲୀ ନିଜ ଫେନ ମାନଙ୍କ ସହିତ କଥା ହେବା ଭିତରେ କେତେବେଳେ ଛୋଟ ପିଲା ସହିତ ଡ୍ୟାନ୍ସ କରୁଥିଲେ ତ କେତେବେଳେ ମେଳାର ମଜା ନେଇ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ ।ପରେ ଶେଷରେ ସେ ଷ୍ଟେଜ ରୁ ବିଦାୟ ନେଇଥିଲେ ।ଆଉ ଖୁବ ଜଳଦି ତାଙ୍କର ଏକ ନୂଆ ସୋ ଆସୁଥିବାର ଖବର ବି ଦେଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment