Health Tips – ନିମ୍ବ ପତ୍ରର ଔଷଧୀୟ ଗୁଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ.. ନିଶ୍ଚୟ ଦଖନ୍ତୁ

ଆମେ ଜାଣିଛୁ କି ସ୍ୱାସ୍ଥ୍ୟ ହିଁ ସମ୍ପଦ ଅଟେ | ଆଉ ଆମେ ସମସ୍ତେ ନିଜ ନିଜର ସ୍ୱାସ୍ଥ୍ୟ କୁ ନେଇକି ଅନେକ ଚିନ୍ତା ରେ ରହିଥାଉ | ତେବେ ଆଜି ଆମେ ଆଲୋଚନା କରିବାକୁ ଯାଉଛୁ ନିମ୍ବ ପତ୍ର ର ଉପକାରିତା ଗୁଣ ବିଷୟରେ କିଛି କଥା ଯାହା ଆମର ସବୁ ପ୍ରକାରର ସମସ୍ୟା କୁ ମୁକ୍ତି କରିବାରେ ସାହାଯ୍ୟ କରିଥାଏ | ଆସନ୍ତୁ ତାହେଲେ ନିମ୍ବ ପତ୍ର ର ଔଷଧୀୟ ଗୁଣ ବିଷୟରେ ଜାଣିବା |

ନିମ୍ବ ପତ୍ର ର ଉପକାରିତା ଗୁଣ :-

1-କୁହାଯାଉଛି କି ଆମର ଶରୀରରେ ଦେଖା ଯାଉଥିବା ଡାଇବେଟିସ ଭଳି ରୋଗ କୁ ନିୟନ୍ତ୍ରଣ ରେ ରଖିବା ପାଇଁ ଡାଇବେଟିସ ଆମକୁ ସାହାଯ୍ୟ କରିଥାଏ | ତେବେ ଆଜି କାଲି ଅତ୍ୟଧିକ ପରିମାଣରେ ଜଙ୍ଗ ଫୁଡ ର ସେବନ ଫଳରେ ଆମ ଶରୀରରେ ସୁଗାର ର ମାତ୍ରା ବଢ଼ି ଯାଇଥାଏ | ତେଣୁ ସୁଗାର କୁ କଣ୍ଟ୍ରୋଲ କରିବା ପାଇଁ ପ୍ରତେକ ଦିନ 3 ଟି ଲେଖାଏ ନିମ୍ବ ପତ୍ର କୁ ଚୋବାଇକି ଖାଇବା ନିହାତି ଆବଶ୍ୟକ |

2-ନିମ୍ବ ପତ୍ର ଆମର ହାର୍ଟ କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ | ପ୍ରତେକ ଦିନ ନିମ୍ବ ପତ୍ର ର ସେବନ ଫଳରେ ଏହା ଆମର ରକ୍ତ କୁ ବିଶୁଦ୍ଧ କରିବା ସହିତ ଆମର ରକ୍ତ ସଂଚାଳନ ମଧ୍ୟ ଠିକ କରିଥାଏ | ତାହା ବ୍ୟତୀତ ଆମର ଉଚ୍ଚ ରକ୍ତ ଚାପ ଭଳି ସମସ୍ୟା ରୁ ମଧ୍ୟ ଆମକୁ ରକ୍ଷା କରେଇଥାଏ |ହାର୍ଟ ଅଟାକ ଭଳି ସମସ୍ୟା ରୁ ମଧ୍ୟ ଆମକୁ ରକ୍ଷା କରେଇଥାଏ |

3-ଏହା ବ୍ୟତିତ ନିମ୍ବ ପତ୍ର ଆମର ତ୍ୱଚା ଜନିତ ସମସ୍ୟା ରୁ ରକ୍ଷା କରିଥାଏ , ଯଥା ଯଦି ଆପଣ ଙ୍କ ସ୍କିନ ରେ ବେକ୍ଟେରିଆ, ଭାଇରାଲ ଓ ଫାଙ୍ଗଳ ଇନଫେକ୍ସନ ଦେଖା ଯାଇଥାଏ ଓ ଆପଣ ଙ୍କର ତ୍ୱଚାରେ କିଛି ବାହାରିଲା ଭଳି ଲାଗିଥାଏ ତାହେଲେ ନିମ୍ବ ପତ୍ର ର ପେଷ୍ଟ ପ୍ରସ୍ତୁତ କରିକି ତାହାକୁ ଇନଫେକ୍ଟଏଡ଼ ଏରିଆରେ ଲଗାଇବା | ତାହା ବ୍ୟତୀତ ଘିମିରି ଓ ଝାଳ ର ଦୁରଗନ୍ଧ ଭଳି ସମସ୍ୟା ଥିଲେ ନିମ୍ବ ପତ୍ର କୁ ଫୁଟାଇ ସେହି ପାଣି ରେ ଗାଧୋଇ ପାରିବା |

4-ଆମର ପେଟ ରେ ଯଦି ଖାଇବା ଜମା ହୋଇ ଯାଇଥାଏ ଆଉ ପେଟ ସଫା ନ ହୁଏ ତାହେଲେ ଆମେ ନିମ୍ବ ପତ୍ର ର ଜୁସ କୁ ଖାଇ ପାରିଵା ତାହା ବ୍ୟତୀତ ଯଦି ଆପଣ ଙ୍କର ଡ଼ାଇବେଟିସ ଅଛି ଆଉ ମିଠା ଖାଇ ଦେଇଥାନ୍ତି ତାହେଲେ ନିମ୍ବ ପତ୍ର ଚୋବାଇ ଖାଇବା ଉଚିତ |

5-ଏହା ବ୍ୟତୀତ ନିମ୍ବ ପତ୍ର ଆମର ମୁହଁରେ ବ୍ରଣ ଭଳି ସମସ୍ୟା କୁ ଦୂର କରିଥାଏ ସେଥିପାଇଁ ନିମ୍ବ ପତ୍ର ରେ ଆମେ ଗୋଟିଏ ଚାମଚ ମହୁ, ଗୋଟିର ଚାମଚ ଦହି, କ୍ଷୀର, ହଳଦୀ କୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ବ୍ୟବହାର କରିବେ ମୁକ୍ତି ପାଇଁ ପାରିଵା |

6-ଏହା ବ୍ୟତୀତ ନିମ୍ବ ତେଲ କୁ ଆମେ ମାନେ ଆଣ୍ଠୁ, ଗଣ୍ଠି ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ବ୍ୟବହାର କରି ପାରିବା |

ତେବେ ଏହା ଥିବା ନିମ୍ବ ପତ୍ର ର ଉପକାରିତା ଗୁଣ ବିଷୟରେ ସମ୍ପୂର୍ଣ୍ଣ ସୂଚନା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment