ନିଶା ମହାରଣା ର ଆଗ ଦୁଇଟା କାଟି କି ସିଲପଟ କରିଦେବୁ.. ଏ ନେଇ କଣ କହୁଛନ୍ତି ଶ୍ରାବଣୀ କିନ୍ନର, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଝିବାକୁ ପାଉଥିବେ | ତେବେ ବେଳେ ବେଳେ କିଛି ଏଭଳି ଭିଡ଼ିଓ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଆପଣ ମାନେ ଦେଖିଲେ ସହଜରେ ବିଶ୍ୱାସ କରି ପାରିବେ ନାହିଁ | ଆଉ ଯେଉଁଠି ନିଶା ମହାରଣା ତାଙ୍କର କିଛି ଏମିତି କଥା ପ୍ରକାଶ କରିଛନ୍ତି ଯାହା ଅତ୍ୟନ୍ତ ନିନ୍ଦା ଜନକ ଅଟେ ବୋଲି କୁହାଯାଉଛି | ଆଉ ଯେଉଁ କଥା କୁ ନେଇକି ବର୍ତ୍ତମାନ ଚାରିଆଡେ ହୋଇ ଚଇ ମଧ୍ୟ ଖେଳି ଯାଇଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ବର୍ତ୍ତମାନ ସୋସିଆଲ ମିଡ଼ିଆରର ଚାରିଆଡେ କେବଳ ଗୋଟିଏ କଥା ବେଶ ଚର୍ଚ୍ଚା ହେବାରେ ଲାଗିଛି ଆଉ ତାହା ହେଉଛି ନିଶା ମହାରଣା ଙ୍କୁ ନେଇକି କିଛି କଥା |ଆଉ ଯେଉଁଠି କୁହାଯାଉଛି କି ସରକାର ଙ୍କ ତରଫରୁ ଯାତ୍ରା ମଞ୍ଚରେ ଅଶ୍ଳୀଳ ଡାନ୍ସ କରିବାକୁ ସମ୍ପୂର୍ଣ୍ଣ ଭାବରେ ବେନ କରାଯାଇଛି | ତେବେ ସେହି କଥା କୁ ନେଇକି କମେଡିଆନ ଦୟା କହିଥିଲେ କି ନିଶା ଙ୍କୁ ଯାତ୍ରା ରେ ଆଉ ଡାନ୍ସ କରିବେ ନାହିଁ କି ଅଶ୍ଳୀଳ ଡାନ୍ସ ମଧ୍ୟ କରିବେ ନାହିଁ | ଆଉ ଯେଉଁ କଥା କୁ ନେଇକି ନିଶା ମହାରଣା ପୁରା ପୁରି ଭାବରେ ପ୍ରତିକ୍ରିୟା ରଖିଥିଲେ |

ଆଉ ଦୟା କମେଡିଆନ କୁ କହିବାକୁ ଲାଗିଥିଲେ କି ନିଶା ଙ୍କ ବେଳା ଖରାପ୍ ପଡିବାରେ ଲାଗିଛି | ଆଉ ଯେଉଁଠି କହିଛନ୍ତି କି ଫିଡ଼ିକି ବାକୁ ଲାଗିଲାଣି କିନ୍ନର ସଂଘ | ଆଉ ତାହା ସହିତ ନିଶା ନାମରେ ଏତଲା ଦିଆଯିବା ସହିତ ତାର ଆଗ ଦୁଇଟା କାଟି ସିଲପଟ କରିଦେବେ ବୋଲି କହିଛନ୍ତି   ଭଦ୍ରକ କିନ୍ନର ସଂଘ ତରଫ ରୁ ଶ୍ରାବଣୀ କିନ୍ନର | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଛି ଓ କିନ୍ନର ଙ୍କୁ ନେଇକି କହିଥିଲେ ନିଶା ଦୟା ଙ୍କୁ ଗାଳି ଦେବା ସହିତ କାଟିକି ଛକା କରିଦେବୁ ବୋଲି ପ୍ରତିକ୍ରିୟା ରଖିଥିଲେ |

ଆଉ ଯେଉଁ ଘଟଣା କୁ ନେଇକି କିନ୍ନର ସଂଘ ମାନେ ପୁରା ପୁରି ରାଗି ଯାଇଥିଲେ ଆଉ ତାହା ସହିତ କହିବା ପାଇଁ ଲାଗିଥିଲେ କି କଣ ପାଇଁ ନିଶା ଏହି ଭଳି କିନ୍ନର ମାନଙ୍କ ନା ରେ କହିବା ପାଇଁ ସାହସ କରିଲେ | ଆଉ ଯାହା କୁ ନେଇକି ବର୍ତ୍ତମାନ ଏତଲା ଦେବେ ବୋଲି ମଧ୍ୟ କହିଛନ୍ତି କିନ୍ନର ମାନେ | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବା ସହିତ ଚର୍ଚ୍ଚା ର ବିଷୟ ପାଲଟିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment