ଓଡ଼ିଆ ଚୁଲବୁଲି ଆଇଟମ ଗାର୍ଲ Nisha Moharana ଙ୍କ ଏମିତି କିଛି ଫୋଟୋ ଏବଂ ଭିଡ଼ିଓ, ଆଗରୁ କେବେ ଦେଖି ନଥିବେ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିଵା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ଆଜି କାଲି ସୋସିଆଲ ମିଡ଼ିଆରଏ ହିରୋ ଆଉ ହିରୋଇନ ଙ୍କ ସହିତ ଅନେକ ଯାତ୍ରା କଳାକାର ମାନଙ୍କୁ ନେଇକି ମଧ୍ୟ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେବାକୁ ଲାଗିଥାଏ | ତେବେ ସାଧାରଣତଃ ସେହି କଳାକାର ମାନଙ୍କ ବିଷୟରେ ଭାଇରାଲ ହେଇଥିବା ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ଆମେ ମାନେ ଅଧିକ ରୁ ଅଧିକ ପସନ୍ଦ କରିଥାଉ ବୋଲି କୁହାଯାଉଛି |ଆଉ ଆଜି ଆମେ ଯାହାଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ନିଶା ମହାରଣା ତାହେଲେ ଆସନ୍ତୁ ବନ୍ଧୁଗଣ ତାଙ୍କ ବିଷୟରେ ଜାଣିବା |

ତେବେ ନିଶା ମହାରଣା ଯିଏ କି ନିଜର ବିବାଦୀୟ କଥା ମାଧ୍ୟମରେ ପରିଚୟ ସୃଷ୍ଟି କରିଛନ୍ତି ଓଡିଶା ରେ | ଆଉ ଯେଉଁଠି କୁହାଯାଉଛି କି ନିଶା ମହାରଣା ହେଉଛନ୍ତି ସେହି ଝିଅ ଯିଏ ନିଜକୁ ସନି ଲିଅନି 2 ବୋଲି କହୁଛନ୍ତି | ଆଉ ସବୁବେଳେ ନେକେଟ କଥା କହିବା ସହିତ ତାଙ୍କର ହଟ ବଡି କୁ ଦେଖାଇ ମଧ୍ୟ ବର୍ତ୍ତମାନ ସାରା ଓଡିଶା ରେ ପରିଚୟ ସୃଷ୍ଟି କରିଛନ୍ତି ନିଶା ମହାରଣା ବୋଲି କୁହାଯାଉଛି |ତେବେ ତାହା ସହିତ ନିଶା ଙ୍କୁ ବର୍ତ୍ତମାନ ଯାତ୍ରା ମଞ୍ଚରେ ମଧ୍ୟ ଡାନ୍ସ କରୁଥିବାର ଦେଖିବାକୁ ମିଳୁଛି ବୋଲି କୁହାଯାଉଛି |

ତେବେ ସେହି ନିଶା ମହାରଣା ଙ୍କର ଘର ହେଉଛି ମହାରାଷ୍ଟ୍ର ରେ ବୋଲି କୁହାଯାଉଛି |ତେବେ ନିଶା ତାଙ୍କର ବାପା ମା ଓ ଭଉଣୀ ମାନଙ୍କ ସହିତ ରହୁଥିଲେ ବୋଲି ମଧ୍ୟ କୁହାଯାଉଛି | ତେବେ ଏହା ସହିତ ନିଶା ମହାରଣା ବାରମ୍ବାର ଏହି ଭଳି ନେକେଟ ଡାନ୍ସ ଓ ନେଲେଟ ଡ୍ରେସ ପିନ୍ଧି ଷ୍ଟେଜ ରେ ପୋରଫୋମେନ୍ସ କରୁଥିବାରୁ ତାଙ୍କର ଘର ଲୋକ ମଧ୍ୟ ତାଙ୍କ ଉପରେ ରାଗି ଯାଇଥିଲେ ବୋଲି କୁହାଯାଉଛି | ଏହା ସହିତ ନିଶା ମହାରଣା ଯାତ୍ରା ଜଗତରେ କାମ କରି ମଧ୍ୟ ବେଶ ଭଲ ଟଙ୍କା ରୋଜକାର କକରିଥାନ୍ତି | ଯାତ୍ରା ରେ ଗୋଟିଏ ଶୋ ରେ କାମ ପାଇଁ ସେ 40-50 ହଜାର ଟଙ୍କା ନେଇଥାନ୍ତି ବୋଲି ମଧ୍ୟ କୁହାଯାଉଛି |

ତାହା ସହିତ ନିଶା ମହାରଣା ଲୋକ ମାନଙ୍କ ର ସେବା କରିବାକୁ ପସନ୍ଦ କରିଥାନ୍ତି, ଆଉ ଯେଉଁଥିପାଇଁ କିଛି ଟଙ୍କା କୁ ସେ ଲୋକ ମାନଙ୍କର ସେବା ରେ ବିନିଯୋଗ କରିବା କଥା ମଧ୍ୟ କୁହାଯାଉଛି | ଆଉ ତାହା ସହିତ ସନି ଲିଅନି ଭାବରେ ବର୍ତ୍ତମାନ ସାରା ଓଡିଶା ରେ ନିଜର ପରିଚୟ ମଧ୍ୟ ସୃଷ୍ଟି କରି ପାରିଛନ୍ତି ସେ| ତେବେ ଏହା ଥିଲା ନିଶା ମହାରଣା ଙ୍କ ବିଷୟରେ କିଛି ସୂଚନା |

 

View this post on Instagram

 

A post shared by Alixya (@maharana_nisha)

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment