ହଁ ଦର୍ଶକ ବନ୍ଧୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ସୋସିଆଲ ମିଡ଼ିଆ ରେ କିଛି ନାଁ କିଛି ନୂଆ ନୂଆ ଭିଡ଼ିଓ ମାନ ସବୁବେଳେ ଭାଇରାଲ ହେବାରେ ଲାଗିଥାଏ | ଆଉ ସେହି ଭିଡ଼ିଓ ଗୁଡିକ ଦେଖିଲେ ଆମ ମାନଙ୍କର ମନ ଖୁସି ହୋଇ ଯାଉଥିବା ଓ ବିଶେଷ କରିକି କମେଡି ସିନ ଗୁଡିକୁ ବାରମ୍ବାର ଦେଖିବା ପାଇଁ ଆମ ମାନଙ୍କର ଆଗ୍ରହ ବଢିଥାଏ | କାରଣ କମେଡି ଭିଡ଼ିଓ କୁ ଦେଖିଲେ ଆମର ମନ ଖୁସି ହୋଇ ଯାଇଥାଏ ଓ ମନରେ ଥିବା ଦୁଃଖ ମଧ୍ୟ ଦୂର ହୋଇଥାଏ |ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଯାତ୍ରା କଳାକାର ମାନଙ୍କର ଜବରଦସ୍ତ କମେଡି ସିନ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଜାଣିଥିବେ ଅନେକ କଳାକାର ମାନେ ଅଛନ୍ତି ଯେଉଁ ମାନେ ନିଜର କଳା କୁ ପ୍ରଦର୍ଶନ କରି ଦର୍ଶକ ମାନଙ୍କର ମନକୁ ଖୁସି ଦେଇଥାନ୍ତି | ଆଉ ସେମାନଙ୍କର ଅଭିନୟ ର ଯାଦୁ ରେ କେତେବେଳେ ଲୋକ ମାନଙ୍କୁ ହସେଇଥାନ୍ତି ଓ ଆଉ କେତେବେଳେ ଲୋକ ମାନଙ୍କୁ କନ୍ଦେଇଥାନ୍ତି | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଯାତ୍ରା କମେଡିଆନ ଭିକାରୀ ସ୍ୱାଇଁ ଓ ନାରୀ ପଣ୍ଡା ଙ୍କର କମେଡି ସିନ | ଆଉ ଯେଉଁଠି ପ୍ରଥମେ ଦେଖିବାକୁ ମିଳିଥିଲା କି ପୁଅ ଜଣଙ୍କ ଝିଅ ଙ୍କୁ କୋଲ କରିବା ବେଳେ କୋଲ ନ ଉଠାଇବାରୁ ବିଭିନ୍ନ ପ୍ରକାରର କଥା ଭାବି ପକାଉଛନ୍ତି ପୁଅ ଜଣଙ୍କ |
ଆଉ ଯେତେବେଳେ ଝିଅ ଜଣଙ୍କ କହିଛନ୍ତି କି ତାଙ୍କର ବାପା ଙ୍କର ଦେହ ଖରାପ ହୋଇଛି ଆଉ ସେଥିପାଇଁ ସେ ଫୋନ ରେ କଥା କହି ପାରୁ ନାହାନ୍ତି ଆଉ ସେତିକି ବେଳେ ଅନ୍ଦାଜ ଷଣ୍ଢ ଯାଇଛି ଝିଅ ର ଘରକୁ | ଆଉ ସେଠାରେ କୋଲିଂ ବେଲ ମଧ୍ୟ ବଜାଇବାକୁ ଲାଗିଛି | ତାହା ପରେ ଝିଅ ର ବାପା ଜଣଙ୍କ କବାଟ ଖୋଲିବାକୁ ମନା କରିଛନ୍ତି ଆଉ କହିଛନ୍ତି କବାଟ ଖୋଲିଲେ ଷଣ୍ଢ ଘର ଭିତରକୁ ପଶି ଆସିବ |
କିନ୍ତୁ ଝିଅ ଟି କବାଟ ଖୋଲିଛି ଆଉ ଦେଖିବାକୁ ମିଳିଥିଲା କି ବ୍ୟାଗ ନେଇକି ପୁଅ ଜଣଙ୍କ ଆସିଛନ୍ତି ଘରକୁ ଆଉ ବ୍ୟାଗ ରେ ବାପା ଙ୍କ ପାଇଁ ସେଓ, ଅଙ୍ଗୁର ହରଲିକ୍ସ ଭଳି ବିଭିନ୍ନ ପ୍ରକାରର ଭିଟାମିନ ନେଇ ଆସିଛନ୍ତି | ଆଉ ଯାହାକୁ ଦେଖିକି ଝିଅ ଜଣଙ୍କ ବାପା ଙ୍କୁ ବୁଝାଇଛି କି ତାଙ୍କୁ ରହିବାକୁ ଦେବାକୁ ଆଉ ବାପା ଜଣଙ୍କ ପୁଅ କୁ କବାଟ ବାହାରକୁ ବାହାର କରି ଦେଉଥିବାର ଦେଖିବାକୁ ମିଳିଥିଲା | ଆଉ ଏହି ଭଳି କମେଡି ସିନ ଟି ଦର୍ଶକ ମାନଙ୍କ ମନକୁ ବେଶ ଛୁଇଁଛି ଓ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।