ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ଗୁଡିକ ମଧ୍ୟରୁ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହା ଆପଣ ମାନଙ୍କ ମନକୁ ଛୁଇଥାଏ ଓ ତାହା ସହିତ ଆମ ସମସ୍ତ ଙ୍କୁ ମଧ୍ୟ ବେଶ ପସନ୍ଦ ଆସିଥାଏ ବୋଲି କୁହାଯାଉଛି | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି ଯାତ୍ରା ଜଗତର ମନଛୁଆ କମେଡି ସିନ ର ଭିଡ଼ିଓ ଟି | ଆଉ ଯେଉଁ କମେଡି ସିନ କୁ ଦର୍ଶକ ମାନେ ଦେଖିବା ପରେ ଖୁସି ହେବା ସହିତ ମଜା ମଧ୍ୟ ନେଇଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଜାଣିଥିବେ କି କିଛି ଏମିତି ଭିଡ଼ିଓ ଭାଇରାଲ ହୋଇଥାଏ ସୋସିଆଲ ମିଡ଼ିଆରେ ଯାହା ଆମ ସମସ୍ତ ଙ୍କୁ ଖୁସି କରିଥାଏ ତାହା ଯେଉଁଛି ଯାତ୍ରା ଜଗତରେ ଦେଖୁବାକୁ ମିଳୁଥିବା କିଛି ମନଛୁଆ କମେଡି ସିନ | ସାଧାରଣ ତଃ ଆଜି କାଲି ର ପିଲା ଙ୍କ ଠାରୁ ଆରମ୍ଭ କରିକି ଯୁବ ପିଢ଼ି ପର୍ଯ୍ୟନ୍ତ ଲୋକ ମାନେ ଯାତ୍ରା ଜଗତ ପ୍ରତି ନିଜର ଇଚ୍ଛା ଆଉ ଭଲ ପାଇବା ଦେଖାଇବା ପାଇଁ ଲାଗୁଛନ୍ତୁ | ଆଉ ଯାହା କୁହାଯାଉଛି କି ଯାତ୍ରା କଳାକାର ମାନଙ୍କର ମନଛୁଆ ଅଭିନୟ କୁ ଦେଖି ଦର୍ଶକ ମାନେ ମଧ୍ୟ ମଜା ନେଉଥିବା କଥା କୁହାଯାଉଛି |
ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ଇଷ୍ଟର୍ଣ୍ଣ ଯାତ୍ରା ଜଗତର ମଞ୍ଚ ରେ ଦେଖିବାକୁ ମିଳିଛି ଏକ ଜବରଦସ୍ତ କମେଡି ସିନ | ଆଉ ଯେଉଁ ଯାତ୍ରା ଭିଡ଼ିଓ ରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ଝିଅ ଜଣଙ୍କ ଛୋଟ ଛୋଟ ପୋଷାକ ପିନ୍ଧିଛନ୍ତି ଆଉ ତାଙ୍କର ସେହି ଭଳି ପୋଷାକ ଯୋଗୁଁ ଯୁବକ ମାନେ ତାଙ୍କ ଉପରକୁ ଖରାପ ନଜର ମଧ୍ୟ ପକାଉଛନ୍ତି | ଆଉ ଯାହାକୁ ଜଣେଇବାକୁ ଯାଇକି ପୁଅଜଣଙ୍କ କହିଛନ୍ତି କି ତୁମ ଗଛ ର ବଡ଼ ପଇଡ଼ କୁ ଦେବା ପାଇଁ |
ତାହା ପରେ ଝିଅ ଜଣଙ୍କ ତାହାର ବାପା ଙ୍କୁ ଡାକିଛି ଆଉ ବାପା ଜଣଙ୍କୁ ସେ ଝିଅ ଆପଣ ଙ୍କର ବୋଲି ପଚାରିବା ସହିତ ତାଙ୍କ ଉପରକୁ ହାତ ଉଠାଇ ମାଡ଼ ମାରୁଥିବାର ମଧ୍ୟ ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଏହି ଯାତ୍ରା ମଞ୍ଚରେ ବୋଲି କୁହାଯାଉଛି | ଆଉ ଯୁବକ ଜଣଙ୍କ ଏହି ଭଳି ଛୋଟ ଡ୍ରେସ ଝିଅ ମାନଙ୍କୁ ପିନ୍ଧିବାକୁ ପୋରମିସନ ଦେଉଥିବାରୁ ଗାଳି ମଧ୍ୟ କରିଛନ୍ତି କମେଡି ମାଧ୍ୟମରେ |ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ଓ ଦର୍ଶକ ମାନେ ମଧ୍ୟ ପସନ୍ଦ କରୁଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।