ଇଷ୍ଟର୍ଣ୍ଣ ଅପେରା | ନିୟୁ ଯାତ୍ରା କମେଡି ” ଖରାବେଳିଆ ହନିମୁନ “… ଭିଡ଼ିଓ ଦେଖିଲ ହସି ହସି ଗଡ଼ିଯିବେ…

ହଁ ଦର୍ଶକ ବନ୍ଧୁ ଆପଣ ମାନେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ | ତେବେ ଅନେକ ସମୟରେ ନାଚ ଗୀତ ସହିତ ଯାତ୍ରା ଜଗତରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଯାତ୍ରା ଜଗତର ଏକ ଜବରଦସ୍ତ ଯାତ୍ରା କମେଡି ସିନ ଟି ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି | ଆଉ ଯେଉଁ କମେଡି ସିନ କୁ ଦର୍ଶକ ମାନେ ଦେଖି ବେଶ ଖୁସି ହୋଇଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ ଆଜି କାଲି ଯାତ୍ରା ଜଗତ କେତେ ଆଗକୁ ଯିବାକୁ ଲାଗିଲାଣି |ତାହା ସହିତ ଆପଣ ମାନେ ଦେଖୁଥିବେ କି ଯାତ୍ରା ଜଗତ କୁ ଆଜି କାଲି ଲୋକ ମାନେ ଅଧିକ ପସନ୍ଦ କରିବା ସହିତ ଭଲ ପାଇବା ଦେଉଛନ୍ତି | ଆଉ ରାତି ଉଜାଗର ରହି ଯାତ୍ରା ର ସିନ କୁ ଦେଖିବା କୁ ପସନ୍ଦ କରୁଛନ୍ତି | ତାହା ସହିତ ଆପଣ ମାନେ ଜାଣିଥିବେ କି ଯାତ୍ରା କଳାକାର ମାନେ ଯାତ୍ରା ଜଗତର ଅଭିନୟ ର କମାଲ ମଧ୍ୟ ଦେଖାଇବାକୁ ଲାଗୁଛନ୍ତି ଯାତ୍ରା ମଞ୍ଚ ରେ | ଆଉ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ର ମନକୁ ମଧ୍ୟ କିଣି ନେଇଛନ୍ତି ବୋଲି କୁହାଯାଉଛି |

ଆଉ ବର୍ତ୍ତମାନ ଦେଖିବାକୁ ମିଳିଛି ଇଷ୍ଟର୍ଣ୍ଣ ମିଡ଼ିଆରେ ଦେଖିବାକୁ ମିଳିଛି ଏକ ମନୋଛୁଆଁ ଯାତ୍ରା କମେଡି ସିନ ଟି | ଆଉ ଭାଇରାଲ ହେଉଥିବା ଏହି ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଛି ଏକ ସୁନ୍ଦର ରୋମାଣ୍ଟିକ ଓ କମେଡି ସିନ ଟି | ଯେଉଁଠି ସ୍ୱାମୀ ଓ ସ୍ତ୍ରୀ ଦୁଇଜଣ ସାଇକେଲ ରେ ବସିକି ବୁଲିବାକୁ ବାହାରିଥିବାର ଦେଖିବାକୁ ମିଳିଛି | ଆଉ ସେମାନେ ଵର କନିଆଁ ସାଜିକି ଗଳା ରେ ଫୁଲ ହାର କୁ ପକାଇ ବାହାରିଛନ୍ତି ହନି ମୁନ କରିବା ପାଇଁ |ଆଉ ତାହା ସହିତ ଦେଖିବାକୁ ମିଳିଛି କି ସ୍ୱାମୀ ଓ ସ୍ତ୍ରୀ ଦୁଇଜଣ ସାଇକେଲ ରେ ଦିନ ବେଳେ ହନିମୁନ କରିବା ପାଇଁ ବାହାରି ପଡିଛନ୍ତି |

ଆଉ ଦୁଇଜଣ ଙ୍କ ମଧ୍ୟରେ ବାହାଘର ଆଉ ହନିମୁନ କୁ ନେଇକି ମଧ୍ୟ ଯାତ୍ରା ମଞ୍ଚରେ ଅନେକ ମନୋଛୁଆଁ କମେଡି ସିନ ଦେଖିବାକୁ ମିଳିଛି | ଆଉ ଯେଉଁଠି ଏଭଳି ଏକ ଜବରଦସ୍ତ ସିନ କୁ ଦେଖି ଦର୍ଶକ ମାନେ ବେଶ ଖୁସି ହୋଇଛନ୍ତି ଆଉ ବେଶ ମଜା ନେବାକୁ ମଧ୍ୟ ଲାଗିଛନ୍ତି ବୋଲି କୁହାଯାଉଛି | ଆଉ ଏହି ଭଳି ଯାତ୍ରା ଜଗତର ଜବରଦସ୍ତ ସିନ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment