ପ୍ରଥମ ଥର ପାଇଁ ଓଡ଼ିଶାର No 1 Vlogger ରିଙ୍କି ଓ ତ୍ରିଲୋଚନ ( Rinkey & Trilochan ) ଙ୍କ ନୂଆ ରୋମାଣ୍ଟିକ ଡ୍ୟାନ୍ସ ଆଲବମ ” Mo Chandrama ” ହେଲା ରିଲିଜ… ମାତ୍ର 4 ଘଣ୍ଟାରେ 133k ରୁ ଅଧିକ ଲୋକ ଦେଖି ସାରିଲେଣି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଅନେକ ମ୍ୟୁଜିକ ଭିଡ଼ିଓ କୁ ନେଇକି କଥା ମାନ ଭାଇରାଲ ହେଇଥାଏ | ଆଉ ଯାହା ବେଶ ଚର୍ଚ୍ଚା ମଧ୍ୟ ହେବାକୁ ଲାଗିଥାଏ ବୋଲି କୁହାଯାଏ | ତେବେ ବର୍ତ୍ତମାନ ଯେଉଁ ମ୍ୟୁଜିକ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ଆମ ଭୁବନେଶ୍ୱର ରେ ସୁଟିଂ ହେବା ସହିତ ଆମ ରାଜଧାନୀ ରେ ଥିବା ବିଭିନ୍ନ ସ୍ଥାନ ମାନଙ୍କର ଫୋଟ ଆଉ ଭିଡ଼ିଓ ଏହି ମ୍ୟୁଜିକ ଭିଡ଼ିଓ ଟିରେ ଦର୍ଶାଇବାକୁ ଲାଗିଛନ୍ତି | ଆଉ ଯାହା ସମସ୍ତଙ୍କୁ ବେଶ ପସନ୍ଦ ଆସିଛି ବୋଲି ମଧ୍ୟ କୁହାଯାଉଛି |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ଏହି ନୂଆ ମ୍ୟୁଜିକ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ କି ଆମ ଓଡିଶା ର ଲୋକ ମାନେ ନିଜର କଳା ଆଉ ସଂସ୍କୃତି କୁ କେତେ ଭଲ ପାଇଥାନ୍ତି | ଆଉ ଆମ ରାଜଧାନୀ ଭୁବନେଶ୍ୱର କୁ ମନ୍ଦିର ମାଳିନୀ ସହର ବୋଲି କୁହାଯାଏ | ଆଜି ଯେଉଁ ମ୍ୟୁଜିକ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ବେଶ ସୁନ୍ଦର ହେବା ସହିତ ସମସ୍ତଙ୍କର ମନକୁ ଛୁଇଁଲା ଭଳି ହୋଇଛି ବୋଲି କୁହାଯାଉଛି | ଆଉ ଯେଉଁ ମ୍ୟୁଜିକ ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ତ୍ରିଲୋଚନ ରାଜପୁତ ଓ ଚିରଶ୍ମିତା ରାଜପୁତ ଙ୍କ ଦ୍ୱାରା ଏକ ନୂଆ ସୁନ୍ଦର ମ୍ୟୁଜିକ ଭିଡ଼ିଓ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଯାହା ସମସ୍ତଙ୍କର ମନକୁ ଛୁଇଁଛି ବୋଲି କୁହାଯାଉଛି |

ତେବେ ଏହି ମ୍ୟୁଜିକ ଭିଡ଼ିଓ ଟିରେ ଜ୍ଞାନ ଭାଇ ମଧ୍ୟ ଅଛନ୍ତି, ଆଉ ମ୍ୟୁଜିକ ଭିଡ଼ିଓ ଟି ର ନାଁ ହେଉଛି “ମୋ ଚନ୍ଦ୍ରମୁଖୀ ” ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ଗାଁ ରେ ସ୍ୱାମୀ ଜଣଙ୍କ ଅଫିସ କାମ ସହିତ ତାଙ୍କର ଶନିବାର ଓ ରବିବାର ଦିନ ଚୁଟି ଦିନ ଅଛି ଆଉ ସେହି ଦିନ ରେ ସେ ଚାଷ ଜମିକୁ ଯାଉଛନ୍ତି | ଆଉ ଯେଉଁଥିପାଇଁ ସେ ତାଙ୍କର ସ୍ତ୍ରୀ ଙ୍କୁ ନେଇ ପାରୁ ନାହାନ୍ତି ବୁଲେଇ ନେବାକୁ କୋଉଠିକି | ଆଉ ଯାହା କୁହାଯାଉଛି କି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ସ୍ୱାମୀ ଜଣଙ୍କ ତାଙ୍କର ସ୍ତ୍ରୀ ଙ୍କୁ ଭୁବନେଶ୍ୱର ବୁଲେଇ ନେଇଛନ୍ତି |

ଆଉ ଭୁବନେଶ୍ୱର ର ବିଭିନ୍ନ ସ୍ଥାନ ଦେଖାଇବାକୁ ଲାଗିଛନ୍ତି ତାଙ୍କର ସ୍ତ୍ରୀ ଙ୍କୁ ସାଙ୍ଗରେ ନେଇକି | ଆଉ ସ୍ୱାମୀ ଓ ସ୍ତ୍ରୀ ଙ୍କର ସୁନ୍ଦର ଭଲ ପାଇବା କୁ ନେଇକି ଭାଇରାଲ ହେଇଥିବା ଏହି ଭିଡ଼ିଓ ଟି ଦର୍ଶକ ମାନଙ୍କର ମନକୁ ବେଶ ଆକୃଷ୍ଟ କରେଇଛି ବୋଲି କୁହାଯାଉଛି | ଆଉ ଯାହା ଦର୍ଶକ ମାନଙ୍କର ମନକୁ ପାଇଛି ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ମଧ୍ୟ ହେବାକୁ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment