ନୂଆ ବର୍ଷରେ ପୁଣି ଥରେ ମାର୍କେଟ ଘାଣ୍ଟିଲା ଆଲବମ ହିରୋଇନ Romyanjali & Joydev ଙ୍କ ଜବରଦସ୍ତ ରୋମାଣ୍ଟିକ ଆଲବମ ” Tora Hei Jaichi “… ମାତ୍ର 4 ଘଣ୍ଟାରେ 843k ରୁ ଅଧିକ ଲୋକ ଦେଖି ସାରିଲେଣି

ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ | ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ | ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ | ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଆଉ ଯାହା ଏକ ସୁନ୍ଦର ଲଭ ଇମୋସନ କୁ ନେଇକି ଭାଇରାଲ ହେବାରେ ଲାଗିଛି |ଯାହା ଆପଣଙ୍କ ମନକୁ ଛୁଇଁବ ବୋଲି କୁହାଯାଇଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ସେ ବିଷୟରେ ଅଧିକ ଆଲୋଚନା କରିବା |

ତେବେ ସୋସିଆଲ ମିଡିଆରେ ଆପଣ ମାନେ ବହୁତ ସମୟରେ ବହୁତ ପ୍ରକାର ଭିଡ଼ିଓ ଭାଇରାଲ ହେଉଥିବା ର ଦେଖିଥିବେ ହେଲେ ଏବେ ଯେଉଁ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ତାହା ଆଜିର ଯୁବ ପିଢିଙ୍କୁ ବେଶ ପସନ୍ଦ ଆସିବ ବୋଲି କୁହାଯାଇଛି | କାରଣ ଆଜିର ଆଜିର ଦୁନିଆରେ ଯେମିତି ଭଲ ପାଇବା ସ୍ନେହ ଶ୍ରଦ୍ଧା ରହିଛି ତାହା ବେଶ ପ୍ରଶଂସନୀୟ ହେଇଥାଏ | ଠିକ ସେହିପରି ଏକ ଭିଡ଼ିଓ ଯେଉଁଥିରେ ବହୁତ ସାରା ଭଲ ପାଇବା, ଭାବ ବିହ୍ୱଳତା, ରହିଛି ଯାହା ସମସ୍ତଙ୍କ ମନକୁ ଛୁଇଁବ ବୋଲି କୁହାଯାଇଛି | ସେହିପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ଭାଇରାଲ ହେଉଛି ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସେହି ଭାଇରାଲ ହେଉଥିବା ଭିଡ଼ିଓ ବିଷୟରେ ଅଧିକ ଜାଣିବା |

ତେବେ ଓଡିଶାର ଆଲବମ ଜଗତର ଏହି କିଛି ଦିନ ହେବ ବେଶ ଚର୍ଚ୍ଚା ରେ ଥିବା ଅଭିନେତ୍ରୀ ରୋମ୍ୟଞ୍ଜଳି ଏବେ ପୁଣି ଥରେ ତାଙ୍କର ଅଭିନୟ ଦ୍ୱାରା ଚର୍ଚ୍ଚାରେ ଥିବା କୁହାଯାଇଛି | ତେବେ ହ୍ୟୁମାନ ସାଗର ଙ୍କ ବହୁତ ସୁନ୍ଦର ଗୀତ ରେ ଜୟଦେବ ଓ ରୋମ୍ୟାଞ୍ଜଳି ବହୁତ ସୁନ୍ଦର ଭାବରେ ଅଭିନୟ କରିଥିବାର ନଜର ଆସିଛନ୍ତି | ତେବେ ତାଙ୍କର ଏହି ଭିଡ଼ିଓ ସୋସିଆଲ ମିଡିଆରେ ରେ ଭାଇରାଲ ହେବାରେ ଦେଖାଯାଇଛି | ଯେଉଁ ଭିଡ଼ିଓ ରୋମ୍ୟଞ୍ଜଳି ଜଣେ ପୁଅ ଙ୍କୁ ଭଲ ପାଇଥାନ୍ତି ତାଙ୍କର ଭଲ ପାଇବା ଏତେ ଗଭୀର ହେଇଯାଇଥିଲା ଯେ ଦୁହେଁ ଦୁହିଁଙ୍କୁ ଭୁଲିବା କଷ୍ଟକ କର ଥିଲା |

 

ହେଲେ କୌଣସି କାରଣରୁ ରୋମ୍ୟଞ୍ଜଳି ନିଜର ସ୍ମରଣ ଶକ୍ତି ହରେଇଛନ୍ତି ଓ ତାଙ୍କୁ ପୁଣି ଥରେ ମନେ ପକାଇବା ପାଇଁ ଜୟଦେବ ବହୁତ କଷ୍ଟ କରୁଥିବା ଦେଖାଯାଇଛି | ଏହା ସହିତ ସେ ପ୍ରଥମରୁ ଭଲ ପାଇବା ଆରମ୍ଭ କରିବାରେ ଦେଖାଯାଇଛି | ଆଉ ଏହିଭଳି ସୁନ୍ଦର ଭାବରେ ଆଲବମ ର ମ୍ୟୁଜିକ ଭିଡ଼ିଓ ଲଭ ଷ୍ଟୋରି କୁ ନେଇକି ବର୍ତ୍ତମାନ ଭାଇରାଲ ହେବାରେ ଲାଗିସଘୀ ସୋସିଆଲ ମିଡ଼ିଆରେ, ଆଉ ଯାହା ସମସ୍ତଙ୍କର ମନକୁ ମଧ୍ୟ ଛୁଇଁଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment